Home Left

ମହାନଦୀରେ ନିଖୋଜ ନୁହେଁ, ପ୍ରେମ ପାଇଁ ସ୍ବାମୀ-ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା, ପୁରୀରୁ…

ବାଙ୍କି,୩।୯(ଶୁଭେନ୍ଦୁ ମହାପାତ୍ର): ମହାନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ମହିଳା ନିଖୋଜ ହେବାର ଘଟଣାରେ ରୋଚକ ମୋଡ଼। ପୁରୀରୁ ମହିଳାଙ୍କୁ ପ୍ରେମିକଙ୍କ ସହ ଧରିଛି ବାଙ୍କି ପୋଲିସ। ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ସୋମବାର ଭୋର ୪ଟା…

ହସ୍ପିଟାଲରେ ମୂଷା କାମୁଡ଼ାରେ ୨ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲରେ (MYH) ମୂଷା କାମୁଡ଼ାରେ ୨ ଦିନ ମଧ୍ୟରେ ଦୁଇ ନବଜାତଶିଶୁର ମୃତ୍ୟୁ ହୋଇଛି। ଖଣ୍ଡବାରୁ ଆସିଥିବା ଏକ ଶିଶୁକନ୍ୟା ମଙ୍ଗଳବା ମୃତ୍ୟୁ ବରଣ କରିଥିଲେ, ଯେତେବଳେ ଦେବାସରୁ ଆସିଥିବା ଅନ୍ୟ ଶିଶୁର ବୁଧବାର…

ବିଦ୍ୟାଳୟ ପରିସରରେ ମଦ୍ୟପାନ ଅଭିଯୋଗ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଝାରସୁଗୁଡ଼ା,୩।୯: ଝାରସୁଗୁଡ଼ା ଜିଲାର କୋଲାବୀରା ବ୍ଲକ ଅନ୍ତର୍ଗତ ସନ୍ନ୍ୟାସୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପଟେଲଙ୍କୁ ବୁଧବାର ବିଦ୍ୟାଳୟ ପରିସରରେ ରାତିରେ ମଦ୍ୟପାନ କରୁଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି। ସୋସିଆଲ ମିଡିଆରେ ଉପେନ୍ଦ୍ର ପଟେଲ, ବିଦ୍ୟାଳୟ ପରିଚାଳନା…

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା

କଟକ,୩।୯: ସମ୍ବଲପୁର ମହାନଗର ନିଗମ (SMC) ନିର୍ବାଚନ ପାଇଁ ବାଟ ଖୋଲିଛି। ଓଡ଼ିଶା ହାଇକୋର୍ଟ ୨୦୧୫ରେ ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ରଦ୍ଦ କରି ସରକାରଙ୍କୁ ୬ ସପ୍ତାହ ମଧ୍ୟରେ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଜ୍ଞପ୍ତି ସଂରକ୍ଷଣ…

ଫେରିଲେ ଶ୍ରୀନିବାସନ୍‌

ନୂଆଦିଲ୍ଲୀ,୩ା୯: ବିସିସିଆଇର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। କିନ୍ତୁ ଏହା ଫ୍ରାଞ୍ଚାଇଜ୍‌ ପାଇଁ ଏକ ବରଦାନ ବୋଲି ସିଇଓ କାଶୀ…

ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ବଡ଼ଗାଁ,୩ା୯(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ମଦ ବିକ୍ରେତା ବିଷ୍ଣୁ କିଷାନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜଙ୍କୁ ହତ୍ୟା ଧମକ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ମଦ ଜବତ କରିଥିବା…

ଛାତ୍ରୀଙ୍କୁ ଅସଦାଚରଣ ପରେ କାର୍ଯ୍ୟାନୁଷ୍ଠାନ, ପୋକ୍ସୋ ଆକ୍ଟରେ ଗିରଫ ପରେ ପ୍ରଧାନଶିକ୍ଷକ…

ଭବାନୀପାଟଣା/ଜୁନାଗଡ଼ ,୩।୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ )- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ଆଳରେ ସ୍ପର୍ଶ କରୁଥିବା…

ବେଙ୍ଗାଲୁରୁ ଦଳାଚକଟା: ପ୍ରଥମ ଥର ମୁହଁ ଖୋଲିଲେ କୋହଲି

ବେଙ୍ଗାଲୁରୁ,୩ା୯: ଗତ ଜୁନ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ବିରାଟ କୋହଲି ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏହି…

ଭାରତ ଟାରିଫ୍‌ରେ ଆମକୁ ହତ୍ୟା କରୁଛି: ପୁଣି ଧମକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ବାରମ୍ବାର ବାଣିଜ୍ୟ ଚୁକ୍ତି ପାଇଁ ଧମକାଇବା ନୀତି ଉପରେ ଜୋର ଦେଉଛନ୍ତି। ସେ ଭାରତକୁ ବିଶ୍ୱର “ସବୁଠାରୁ ଅଧିକ ଟାରିଫ୍‌ଯୁକ୍ତ ଦେଶ” କହିଛନ୍ତି ଏବଂ ନୂଆଦିଲ୍ଲୀ କୌଣସି ଟାରିଫ୍‌ ଲାଗୁ ନ କରିବାର…

ବ୍ୟବସାୟ ନିୟମ ସହଜ କରିବା ପାଇଁ GST ପରିଷର ଅନୁମୋଦନ

ନୂଆଦିଲ୍ଲୀ,୩।୯: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କାଉନ୍ସିଲ୍ ବ୍ୟବସାୟମାନଙ୍କ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ କିଛି ପଦକ୍ଷେପଗୁଡ଼ିକୁ ମଞ୍ଜୁରି ଦେଇଛି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ (ମଧ୍ୟମ, ଛୋଟ ଓ କ୍ଷୁଦ୍ର ଉଦ୍ୟୋଗ) ଏବଂ ଷ୍ଟାର୍ଟ୍-ଆପ୍‌ଗୁଡ଼ିକ ପାଇଁ…

ବ୍ଲକ କାର୍ଯ୍ୟାଳୟରେ ଗୁଣ୍ଡାରାଜ୍‌, ବିଲ୍‌ ନ କରିବାରୁ ଜେଇଙ୍କୁ ମାଡ଼ ମାରିଲେ ଠିକାଦାର

ବଲାଙ୍ଗୀର,୩ା୯(ସୁନୀଲ ମହାନ୍ତି): ବଲାଙ୍ଗୀର ପୁଇଁତଳା ବ୍ଲକ କାର୍ଯ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବ୍ଲକ ଜେଇ ବିଭୂତି ଭୂଷଣ ମହାନ୍ତି ନିଜ ଅଫିସ ଚ୍ୟାମ୍ବରରେ କାର୍ଯ୍ୟରତ ଥିବାବେଳେ ଏହି ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼…

ସ୍କୁଲ୍ ସହ ମିଶିବ ଅଙ୍ଗନବାଡି! ପ୍ରକ୍ରିୟା ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ,୩।୯: ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?