Home Left

ଗୋଟିଏ ଦିନରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ଅମ୍ବାନୀ ପରିବାର, ଜାଣିଲେ ଉଡ଼ିଯିବ ହୋସ୍‌

ଯେତେବେଳେ ଦେଶର ସବୁଠାରୁ ଧନୀ ଏବଂ ପ୍ରସିଦ୍ଧ ପରିବାର ବିଷୟରେ ଆଲୋଚନା ହୁଏ ସେତେବେଳେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରଙ୍କ ନାଁ ପ୍ରଥମରେ ଆସେ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ପରିବାରର ଜୀବନଶୈଳୀ, ରାଜକୀୟ ଚଳଣି ଏବଂ…

‘ପସନ୍ଦର ଖେଳାଳିଙ୍କୁ ଖେଳାନ୍ତି ଅଧିନାୟକ”, ଅବସର ପରେ ଏହି ଖେଳାଳିଙ୍କୁ ଟାର୍ଗେଟ କଲେ ଅମିତ ମିଶ୍ରା

ନୂଆଦିଲ୍ଲୀ, ୫।୯: ଭାରତୀୟ କ୍ରିକେଟର ଅମିତ ମିଶ୍ରା ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କର ଅନୁଭବ ଓ ଚ୍ୟାଲେଞ୍ଜ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟର ଦୁଇଟି ପର୍ଯ୍ୟାୟରେ ବିଭକ୍ତ ଥିଲା: ପ୍ରଥମେ ଦିଗ୍ଗଜ…

୧୯୮୦ର ଭୋଟର ଲିଷ୍ଟରେ ଅଛି ସୋନିଆ ଗାନ୍ଧୀଙ୍କ ନାମ, କୋର୍ଟରେ ହେଲା ଆବେଦନ

ନୂଆଦିଲ୍ଲୀ,୫।୯: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ତାଙ୍କ ନାମ ୧୯୮୦ ଭୋଟର ତାଲିକାରେ ପଞ୍ଜିକୃତ ହୋଇଥିଲା, ହେଲେ ସେ ୧୯୮୩…

ପାରାଦୀପ ଘରୋଇ ବର୍ଥରେ ଅଘଟଣ: ଜାହାଜରୁ ଖସି ପଡିଲେ ଚାଇନା ନାଗରିକ ନିଖୋଜ

ପାରାଦୀପ ୫।୯(ଶରତ ରାଉତ): ପାରାଦୀପ ବନ୍ଦର ୫ନଂ ଗେଟ୍‌ ପାଖରେ ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସପୋର୍ଟ)ବେସିସରେ କ୍ଲିନ କାର୍ଗୋ ବର୍ଥ ପରିଚାଳନା କରୁଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ପାନାମା ଜାତୀୟ ପତାକା ଲଗାଇ…

ଭାରତ ଏମିତି କ’ଣ କଲା, ସଙ୍ଗେ ସଙ୍ଗେ ଆମେରିକାକୁ ଫୋନ୍‌ କଲା ପାକିସ୍ତାନ

ଶ୍ରୀନଗର,୫।୯: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆମେରିକୀୟ ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି।…

ଅବସରରୁ ଫେରିବେ ରସ ଟେଲର, ନ୍ୟୁଜିଲାଣ୍ଡ ଛାଡି ଏହି ଦେଶପାଇଁ ଖେଳିବେ

ବାଲେଶ୍ୱର,୫।୯: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର ରସ ଟେଲର ଅବସରରୁ ଫେରି ଆଗାମୀ ଆଇସିସି ଟି-୨୦ ବିଶ୍ୱକପ ଏସିଆ-ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ସାମୋଆ ପାଇଁ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ହେଉଛି ଆଗାମୀ ବର୍ଷର ପୁରୁଷ ଟି-୨୦ ବିଶ୍ୱକପ ପାଇଁ ସାମୋଆର…

WhatsApp ୟୁଜର୍ସଙ୍କ ପାଇଁ ବଡ଼ ଚେତାବନୀ ଜାରି କଲେ ସରକାର: ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୫।୯: ଭାରତ ସରକାରଙ୍କ ଇଣ୍ଡିଆ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ (CERT-In) ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଏକ ଚେତାବନୀ ଜାରି କରିଛି। ଏହି ଆପ୍‌ର iOS ଏବଂ macOS ସଂସ୍କରଣରେ ଏକ ତ୍ରୁଟି ମିଳିଛି। ଏହି ତ୍ରୁଟିର ସୁଯୋଗ ନେଇ, ହ୍ୟାକର୍ସ…

ଅନୁପ୍ରବେଶକାରୀଙ୍କୁ ବଳ ଯୋଗାଇଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଦେଶାନ୍ତର ନୋଟିସ ପାଇଥିବା ଲୋକ ଏବେ…

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ୨୦୧୯ ଡିସେମ୍ବର ୧୨ରେ ନାଗରିକତ୍ୱ ସଂଶୋଧନ ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ଭାବେ ପରିଚିତ ହିନ୍ଦୁ, ପାର୍ସୀ, ବୌଦ୍ଧ, ଜୈନ, ଶିଖ ଓ ଖ୍ରୀଷ୍ଟିଆନ…

ବିପଦ ସଙ୍କେତ ଟପିଲା ଜଳସ୍ତର, ଜଳକାରେ ପୁଣି ବନ୍ୟା, ଦୁର୍ଦ୍ଦଶାରେ ଚାଷୀ

ବାଲେଶ୍ୱର,୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଶୁକ୍ରବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଙ୍କେତ ୬.୫ ମିଟର…

ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ସ୍ତ୍ରୀ, ଦେଖିଦେଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ଅନୁଗୋଳ, ୫।୯(ମାନସ ବିଶ୍ୱାଳ): ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ପ୍ରେମ ଆଗରେ ତୁଚ୍ଛ ହେଲା ସ୍ବାମୀ, ସନ୍ତାନ। ଦୁଇ…

”ତୁମର ଏତେ ସାହସ” ମହିଳା IPS ଅଫିସରଙ୍କ ସହ ମୁହାଁମୁହିଁ ହେଲେ ହୋଇଗଲେ ଅଜିତ ପାୱାର,

ମୁମ୍ବାଇ,୫।୯: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଜଣେ ମହିଳା ଆଇପିଏସ ଅଫିସରଙ୍କ ସହ ସୋଲାପୁରରେ ଅବୈଧ ମାଟି ଖୋଳା ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ବାକ୍ୟ ବିନିମୟ ହେଉଥିବା ଏକ ଭିଡିଓ ଭାଇରାଲ ହୋଇଛି। ୩୧ ଅଗଷ୍ଟରେ ଏକ ଦୁଇ ମିନିଟର…

ଆମେରିକାକୁ ବଡ ଝଟକା ଦେଲା ଭାରତର ଏହି ପଡ଼ୋଶୀ ଦେଶ; FACEBOOK, YOUTUBE ସମେତ ୨୬ ସୋସିଆଲ ମିଡିଆ ଆପ୍ ବ୍ୟାନ

ନୂଆଦିଲ୍ଲୀ,୫।୯: ନେପାଳ ସରକାର ଗୁରୁବାର ଏକ ବଡ଼ ପଦକ୍ଷେପ ନେଇ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନେପାଳର ଜନତା ଏବେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ। ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?