ମୋହନ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୯ଟି ସହର ଓ ପଞ୍ଚାୟତରେ ମଦ ବନ୍ଦ
ନୂଆଦିଲ୍ଲୀ,୧।୪: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ବନ୍ଦ ହେବ ମଦ। ପ୍ରାରମ୍ଭିକ ଭାବେ ଏପ୍ରିଲ ୧ ଅର୍ଥାତ୍ ଆଜିଠାରୁ ୧୯ସହରରେ ମଦ ନିଷେଧ କରାଯାଇଛି। ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ଏହି ନିଷ୍ପତ୍ତି…
Moody’s Report: ବିଶ୍ୱରେ ମୋଦିଙ୍କ ଜଲଓ୍ବା, G-20 ଦେଶମାନଙ୍କ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ସବୁଠୁ ଦ୍ରୁତ
ନୂଆଦିଲ୍ଲୀ,୧।୪: ୨୦୨୪-୨୫ ବର୍ଷରେ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇବ, ଯାହା G-୨୦ର ବିକଶିତ ଏବଂ ଉଦୀୟମାନ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ହେବ ବୋଲି ରେଟିଂ ଏଜେନ୍ସି ମୁଡିଜ(Moody’s) ମଙ୍ଗଳବାର କହିଛି। RBI ଦ୍ୱାରା ଟିକସ ଛାଡ଼ ଏବଂ…
ଫାଶୀ ପୂର୍ବରୁ କଏଦୀଙ୍କୁ କାହିଁକି ପଚରାଯାଏ ଶେଷଇଛା? କାରଣ ଜାଣି ନ ଥିବେ…
ପ୍ରାୟତଃ ଆପଣ ଶୁଣିଥିବେ ଯେ କିଛି ନିର୍ଦ୍ଧିଷ୍ଟ ମାମଲାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ନିୟମ ଅନୁଯାୟୀ ଅପରାଧୀଙ୍କୁ ଫାଶୀ ଦିଆଯାଏ? ଆପଣ ଟିଭି କିମ୍ବା ଫିଲ୍ମରେ ମଧ୍ୟ ଦେଖିଥିବ ଯେ ଜଣେ ଅପରାଧୀଙ୍କୁ ଫାଶୀ…
ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି…
କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳର ରେଞ୍ଜର ଏସ୍.ଏସ୍.ବଳୀୟାରସିଂଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଛି। କେସିଙ୍ଗା ରେଞ୍ଜ ଅଧୀନସ୍ଥ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଜନସାଧାରଣ ତଥା ମହିଳା ଗୋଷ୍ଠୀ,…
କୋହଲି ଦେଲେ ଖୁସି ଖବର, ଭିଡିଓ ଜାରି କହି କହିଲେ…
ନୂଆଦିଲ୍ଲୀ,୧।୪: କ୍ରିକେଟର କିଙ୍ଗ୍ ବିରାଟ କୋହଲି ତାଙ୍କ ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି। ୧୫ସେକେଣ୍ଡର ଏକ ଭିଡିଓ ଶେୟାର କରି ସେ ସମସ୍ତଙ୍କୁ ଖୁସି କରି ଦେଇଛନ୍ତି। ଅର୍ଥାତ୍ ତାଙ୍କ ଅବସରକୁ ନେଇ ସେ ବଡ଼ ଖୁଲାସା କରିଛନ୍ତି। ଚାମ୍ପିଅନ୍ସ…
ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…
ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପିଲାମାନଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ…
Gold Price Today: ଗୋଟିଏ ଝଟକାରେ ୧୮୦୨ ଟଙ୍କା ବଢିଗଲା ସୁନା ଦର
ନୂଆଦିଲ୍ଲୀ,୧।୪: ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ, ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳୁଛି। ଟ୍ରମ୍ପ ୨ ଏପ୍ରିଲରୁ ପାରସ୍ପରିକ ଶୁଳ୍କ ଲାଗୁ କରିବା ଘୋଷଣା କରିବା ପରେ ବଜାରରେ ଭୟର ବାତାବରଣ ରହିଛି। ଷ୍ଟକ୍ ବଜାର…
୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍ଆଇଇଭି
ଭୁବନେଶ୍ୱର,୧ା୪: ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ(ପିଏଚ୍ଆଇଇଭି)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସମସ୍ତ ଭିନ୍ନକ୍ଷମ ଆଇଇଭିଙ୍କୁ ସିଏଲ୍, ଇଏଲ୍, ଏସିଏଲ୍ ଓ ମାତୃତ୍ୱ ଛୁଟି ଦିଆଯାଉ। ଏଥିସହ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯାଉ…
Watch: ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍ କରୁଛନ୍ତି ଗର୍ଲଫ୍ରେଣ୍ଡ
ମୁମ୍ବାଇ,୧।୪: କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି। ଦଳି ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅଶ୍ୱିନୀ କୁମାର ତାଙ୍କର ଆଇପିଏଲ ଡେବ୍ୟୁ ମ୍ୟାଚ ଖେଳୁଥିବା…
ଦିଲ୍ଲୀରେ ପାଳନ ହେବ ‘ଓଡ଼ିଶା ପର୍ବ’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ଭୁବନେଶ୍ୱର,୧।୪: ଉତ୍କଳ ଦିବସରେ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀରେ ଓଡ଼ିଶା ପର୍ବ ଧୂମଧାମରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍କଳ ଦିବସ ଅବସରରେ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା…
ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧।୪: ମଙ୍ଗଳବାର ଗୁଜରାଟର ବନାସକାଣ୍ଠା ଜିଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ଅନେକ ବିସ୍ଫୋରଣ ହୋଇଥିଲା। ଏହି…
୩ ଘଣ୍ଟା ପାଇଁ ବନ୍ଦ ରହିବ SBIରେ ଆକାଉଣ୍ଟ, ହେବନାହିଁ କୌଣସି ଡିଜିଟାଲ୍ କାରବାର
ନୂଆଦିଲ୍ଲୀ,୧।୪: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBIର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ, ଆଜି ପ୍ରାୟ ୩ ଘଣ୍ଟା…
Archives


