Home Left

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଅଚ୍ୟୁତଙ୍କୁ ଅଢ଼େଇ ଘଣ୍ଟା ଜେରା

ଭୁବନେଶ୍ୱର,୨୧ା୨(ସୁଚିସ୍ମିତା ସାହୁ): କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ ମୃତ୍ୟୁ, ଆନ୍ଦୋଳନରତ ନେପାଳୀ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ ସହ ବଳପୂର୍ବକ ବସ୍‌ରେ ନେଇ କଟକ ରେଳଷ୍ଟେଶନରେ ଛାଡ଼ିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଉଚ୍ଚସ୍ତରୀୟ…

ଆମେରିକାକୁ ଆଖି ଦେଖାଇଲେ XI JINPING, କରିଦେଲେ ବଡ଼ ଘୋଷଣା

ବେଜିଂ,୨୧।୨: ଆମେରିକା ସହିତ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତା ଏବଂ ତାଇୱାନ ଏବଂ ଅନ୍ୟାନ୍ୟ ପଡ଼ୋଶୀଙ୍କ ସହିତ ଉତ୍ତେଜନା ମଧ୍ୟରେ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦେଇ ଚାଇନା ରାଷ୍ଟ୍ରପତି Xi Jinping ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ଦେଶର ସେନାକୁ ବିଶ୍ୱସ୍ତରୀୟ ସଶସ୍ତ୍ର…

ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଲେଡିଜ ହୋଷ୍ଟେଲରେ ୩ ଜଣ ଓଡ଼ିଆ ମହିଳା ଫସି ରହିଥିବା ଜଣାପଡିଛି। କମ୍ପାନୀ ପକ୍ଷରୁ ସେମାନଙ୍କୁ ଦୀର୍ଘ ୩ ମାସ ହେଲା ପାରିଶ୍ରମିକ…

ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପଟାଙ୍ଗୀ ଥାନାର ମାଳିମାର୍ଲା ଓ ବଡ ମାର୍ଲା ଆଦି ୨ ଟି ଗ୍ରାମରେ ବାଲ୍ୟ ବିବାହ ବନ୍ଦ

କୋରାପୁଟ,୨୧।୨(ଅମିତାଭ ବେହେରା ): ଶୁକ୍ରବାର କୋରାପୁଟ ଜିଲାପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସେମିଳିଗୁଡା ବ୍ଲକର ଖୁଡି ପଞ୍ଚାୟତର ଦୁଇଟି ସ୍ଥାନରେ ଆଜି ଜିଲା ପ୍ରଶାସନର ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ ଏବଂ ପୋଲିସ ଟିମ ପହଞ୍ଚି ବାଲ୍ୟ ବିବାହ…

ପ୍ରୟାଗରାଜକୁ ଗଲା ଖାଲି ବସ, ଆଶାୟୀ ଅସନ୍ତୋଷ

କେନ୍ଦୁଝର,୨୧।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ପ୍ରୟାଗରାଜକୁ ସତନ୍ତ୍ର ବସ ଚଳାଚଳ କରୁଛି। ପ୍ରୟାଗ ରାଜ ସାଙ୍ଗକୁ ଅଯୋଧ୍ୟା ଦର୍ଶନ ପାଇଁ ପ୍ୟାକେଜ ଟୁର୍‌ରେ ଯାତ୍ରୀମାନେ ଯାଉଛନ୍ତି। ପୂର୍ବରୁ ଯାଇଥିବା ବସ ଗୁଡ଼ିକରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ…

Indira Gandhi ଙ୍କୁ ‘ଦାଦୀ’ କହିବାରୁ ଗୃହରେ ହଙ୍ଗାମା, ୬ବିଧାୟକ ନିଲମ୍ବିତ, ରାଜ୍ୟ ରାଜୀନୀତିରେ ହଇଚଇ…

ନୂଆଦିଲ୍ଲୀ,୨୧।୨: ରାଜସ୍ଥାନରେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଶୁକ୍ରବାର ବିରୋଧୀ ବିଧାୟକମାନଙ୍କ ଦ୍ୱାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା, ଯାହା ପରେ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋଟାସରାଙ୍କ ସମେତ ୬ ବିରୋଧୀ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି।…

ମଦକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଣ୍ଡିଆରୁ ତିଆରି ହେବ Wine

ଭୁବନେଶ୍ୱର,୨୧।୨: ମାଣ୍ଡିଆରୁ ଆଗକୁ ମଦ ପ୍ରସ୍ତୁତ ହେବ। ଏଥିଲାଗି ଯେଉଁ କମ୍ପାନୀଗୁଡ଼ିକ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ସରକାର ସବ୍‌ସିଡି ଯୋଗାଇଦେବେ। ମହୁଲ ଏବଂ ମାଣ୍ଡିଆରୁ ମଦ ପ୍ରସ୍ତୁତ କଲେ ପ୍ରୋତ୍ସାହନ ମିଳିବ। ଓଡ଼ିଶାରେ ଭଲ ବ୍ରାଣ୍ଡ୍‌ର…

ମୋହନ ମାଝୀଙ୍କୁ କଟାକ୍ଷ କଲେ Naveen Patnaik, କହିଲେ ପାଠ ଘର ଶୂନ…

ଭୁବନେଶ୍ୱର,୨୧।୨: ରାଜ୍ୟ ବଜେଟ ନେଇ ୫ଦିନ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସିଧାସଳଖ ମୁଖ୍ୟମନ୍ତ୍ରୀ Mohan Majhi ଙ୍କୁ କଟାକ୍ଷ କରିଛନ୍ତି। Naveen Patnaik କହିଛନ୍ତି, ODISHA BUDGET 2025…

ଅଜଣା ଗାଡ଼ି ନେଲା ପରିବା ବିକାଳୀଙ୍କ ଜୀବନ

ବରଗଡ଼,୨୧।(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ବରଡ଼ୋଲ ଗ୍ରାମର ସରୋଜ ମାଝୀ(୪୬)। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର…

How India Spends: କୁଆଡେ ଯାଉଛି ଆପଣଙ୍କ ଦରମା? ଭାରତୀୟମାନେ ଏହି କାମରେ ଅଧିକ ଉଡେଇଦିଅନ୍ତି ମାସକର ଦରମା, ରିପୋର୍ଟ ଦେଖିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୨: ମାସକୁ ମାସ ଦରମା ମିଳିବା ମାତ୍ରେ କିଏ ଘରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିରିବା ଆରମ୍ଭ କରେ ତ କିଏ ଇଏମାଇ ଦେବା ଆରମ୍ଭ କରେ। ଏମିତି କିଛିଜଣ ବି ଅଛନ୍ତି ଯେଉଁମାନେ ବୁଲାବୁଲି ମଉଜମଜଲିସରେ ଖର୍ଚ୍ଚ କରନ୍ତି। ନିକଟରେ…

୩ ଦଫା ଦାବିରେ ଚାଷୀଙ୍କ ବିକ୍ଷୋଭ: ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣ ବନ୍ଦ ହେଉ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ଧାନର ଅଭାବୀ ବିକ୍ରି, କଟନୀଛଟନୀଠାରୁ ଆରମ୍ଭ କରି ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ଶୁକ୍ରବାର ଜିଲାର ଭଟଲିରେ ଚାଷୀ…

ଭିତରେ ଥିଲେ ଶିଶୁ: ଅଙ୍ଗନୱାଡ଼ି କେନ୍ଦ୍ରରୁ ଖସିଲା ସିମେଣ୍ଟ ଖଣ୍ଡ

କେନ୍ଦୁଝର,୨୧ା୨(ଦୀପକ ମିଶ୍ର): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ଅଙ୍ଗନୱାଡ଼ି ତାଜାରୁ ଶୁକ୍ରବାର ସିମେଣ୍ଟ ଖଣ୍ଡ ଖସିଛି। ସୌଭାଗ୍ୟ ବସତଃ ସେତେବେଳେ ଶିଶୁମାନେ ଅଙ୍ଗନୱାଡ଼ି ଆସିଥିଲେ ବି ମମତା ଗୃହରେ ଥିବାରୁ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତି ଯାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri