IND vs PAK: ପାକିସ୍ତାନକୁ ହରାଇଲେ ସେମିଫାଇନାଲ ଟିକେଟ ପକ୍କା, ଦୁବାଇରେ ଭାରତ କରିପାରେ ବଡ଼ କାରନାମା
ନୂଆଦିଲ୍ଲୀ,୨୩।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଭଲ ଆରମ୍ଭ କରିଥିଲା। ଟିମ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଥିଲା। ଏବେ ଭାରତ ରବିବାର ପାକିସ୍ତାନକୁ ଭେଟିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ। ଯଦି…
ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର:୪ ଗାଈ ଜୀବନ୍ତ ଦଗ୍ଧ
ଭଦ୍ରକ,୨୩।୨(ସନାତନ ରାଉତ): ଭଦ୍ରକ ଜିଲା ସୁଦେବପୁରର ବ୍ଲକ ଅଧୀନ ଲୁଙ୍ଗା ପଞ୍ଚାୟତର ବଡ କିଆରୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏଥିରେ ଝୁନୁଲତା ମଳିକ ଓ କାମିନୀ ମଳିକଙ୍କର ଦୁଇ ବଖର ଜଳି ଯାଇଛି। ୪ଟି ଗାଈ ଜୀବନ୍ତ ଜଳି…
ଭାରତୀୟ ପଶୁପାଳନ ନିଗମ ଲିମିଟେଡରେ ସୁବର୍ଣ୍ଣ ସୁଯୋଗ: ୨,୧୫୨ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦରମା ରହିଛି…
ନୂଆଦିଲ୍ଲୀ,୨୩।୨: ଭାରତୀୟ ପଶୁପାଳନ ନିଗମ ଲିମିଟେଡ (BPNL) ୨୦୨୫ ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଧୀନରେ ମୋଟ ୨,୧୫୨ଟି ଖାଲି ପଦବୀ ପୂରଣ କରାଯିବ। ଏଥିରେ ପଶୁପାଳନ ଫାର୍ମ ନିବେଶ ଅଧିକାରୀ,…
ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ: ମିଳିଲା ବିଭିନ୍ନ ସଂଗଠନର ସମର୍ଥନ
ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରା ନଦୀର ସୁରକ୍ଷା ଦାବି ଜୋର୍ ଧରିଛି। ଏହି ଦାବି ନେଇ ରବିବାରରୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହୋଇଛି। ମହାନଦୀ ସହିତ ଜୀରା…
ସଚିନ, ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ବେନ ଡକେଟ: ଭାଙ୍ଗିଲା ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡ
ନୂଆଦିଲ୍ଲୀ,୨୩।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡର ବେନ୍ ଡକେଟ ଶନିବାର ଲାହୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନ୍ ର ଚମତ୍କାର ଇନିଂସ ଖେଳି ବଡ ରେକର୍ଡ ନିଜ ନାମ ଲିପିବଦ୍ଧ କରିଛନ୍ତି। ତାଙ୍କର ଐତିହାସିକ ଇନିଂସ…
IND vs PAK: ଆଜି ଦୁବାଇରେ ଭାରତ-ପାକିସ୍ତାନ ଲଢେଇ, ଭାରତର ବିଜୟ ପାଇଁ ବାରାଣସୀରେ ଯଜ୍ଞ କଲେ ପ୍ରଶଂସକ
ନୂଆଦିଲ୍ଲୀ,୨୩।୨: ରବିବାର ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ବିଜୟ ସହିତ ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ ପାଇଁ ଟିକେଟ ପକ୍କା କରିବ। ଯଦି…
Earthquake: ହିମାଚଳ ପ୍ରଦେଶର ମଣ୍ଡି ସହରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ
ସିମ୍ଲା,୨୩।୨: ରବିବାର ସକାଳେ ହିମାଚଳ ପ୍ରଦେଶର ମଣ୍ଡି ସହରରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ରହିଥିବା ସୂଚନା ମିଳିଛି। ସକାଳ ୮.୪୨ରେ ଏହି ଭୂମିକମ୍ପ ଅନୁଭବ ହୋଇଛି। ଭୟରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଦୌଡ଼ି ପଳାଇ…
ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା
ଭୁବନେଶ୍ୱର,୨୩।୨: ରାଜ୍ୟରେ ତାତି ବଢ଼ିବା ବେଳେ ଝଡ଼ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ୨୫ ତାରିଖ ଯାଏଁ ବର୍ଷା ସହ…
ପୁଣି ପଳାସୁଣୀ ଛକ ନେଲା ମୁଣ୍ଡ: ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ତିନି ଟ୍ରକ୍
ଭୁବନେଶ୍ୱର, ୨୩।୨: ଏକ ଦୁଃଖଦ ଘଟଣାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପଳାସୁଣୀ ଛକରେ ତିନୋଟି ଟ୍ରକ୍ ଜଣେ ଉପରେ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଘଟଣା ପରେ, ସ୍ଥାନୀୟ ଲୋକମାନେ ଏକ ସମୟ…
୩ ଦିନିଆ ୟୁପି ଗସ୍ତରେ ମୁଖ୍ୟମନ୍ତ୍ରୀ: ପ୍ରୟାଗରାଜ କୁମ୍ଭମେଳାରେ ବୁଡ଼ ପକାଇବେ
ଭୁବନେଶ୍ୱର, ୨୩।୨: ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ…
କୋଇଲା ବୋଝେଇ ପିକଅପ୍ ଭ୍ୟାନ ଜବତ: ଜଣେ ଗିରଫ
ଦେବଗଡ,୨୩।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଳଗା ଛକରୁ ବେଆଇନ କୋଇଲା ବୋଝେଇ ଏକ ପିକଅପ୍ ଭ୍ୟାନ ଜବତ ହୋଇଛି। ଏଥିରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା…
ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍ ଜବତ, ଦୁଇ ଗିରଫ
ଦେବଗଡ଼,୨୩।୨(ଶଶାଙ୍କ ଶେଖର ଝାଙ୍କର): ବୌଦ୍ଧ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା କରଲଗା ଛକରୁ ବେଆଇନ କନ୍ଦୁପତ୍ର ବୋଝେଇ ଏକ ପିକଅପ୍ ଭ୍ୟାନ ଜବତ ହୋଇଛି। ଏହା ସହ ଦୁଇ ଜଣଙ୍କୁ ଗିରଫକରାଯାଇଛି। ସୂଚନା ଅନୁଯାୟୀ, ବୁଢାପାଳ ପାର୍ଶ୍ୱରୁ କରଲଗା…
Archives


