ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲା ଦୌରା ଜଜ ତଥା ପୋକ୍ସ କୋର୍ଟକୁ ଚାଲାଣ…
ଦିଗପହଣ୍ଡିରେ ଶ୍ରୀରାମ ନବମୀ ଯାତ୍ରା ମହୋତ୍ସବ ଉଦ୍ଯାପିତ
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କମାସାହିଠାରେ ବିଜେ ଶ୍ରୀବାଲାଜୀ ଏବଂ ଠାକୁରାଣୀ ଛକରେ ବିଜେ ଶ୍ରୀ ରଘୁନାଥଙ୍କ ପବିତ୍ର ରାମନବମୀ ଯାତ୍ରା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଗତ ୬ ତାରିଖ ଠାରୁ ପ୍ରତ୍ୟହ ଉଭୟ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ବିହିତ…
Heavy Rainfall: ଆଉ ୨୪ଘଣ୍ଟାରେ ପ୍ରବଳ ଝଡବର୍ଷା! ୬ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୧।୪: ଆଉ ୨୪ ଘଣ୍ଟାରେ ହେବ ପ୍ରବଳ ଝଡ଼ ବର୍ଷା। ଏନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ୬ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ବାକି…
ତାମିଲନାଡୁ BJPର ନୂଆ ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ୍ କିଏ? ଜୟଲଳିତାଙ୍କ ଥିଲେ ଖାସ୍, ୨୦୨୬ରେ ଷ୍ଟାଲିନ୍ଙ୍କୁ…
ଚେନ୍ନାଇ,୧୧।୪: ଭାଜପାର ତାମିଲନାଡୁ ୟୁନିଟର ସଭାପତି ଭାବରେ ନୈନାର ନାଗେନ୍ଦ୍ରନ ନିର୍ବାଚିତ ହୋଇଛନ୍ତି। ସେ ତାମିଲନାଡୁ ଭାଜପା ୟୁନିଟର ୧୩ତମ ସଭାପତି ହୋଇଛନ୍ତି। ତାମିଲନାଡୁ ବିଧାନସଭାରେ ଭାରତୀୟ ଜନତା ପାର୍ଟିର ନେତା ଏବଂ ଜୟଲଳିତାଙ୍କ ସରକାରରେ ପୂର୍ବତନ ଏଆଇଏଡିଏମ୍କେ ବିଧାୟକ ନାଗେନ୍ଦ୍ରନଙ୍କର…
Atal Pension Yojana: ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୫ହଜାର ଟଙ୍କା, ୧୮ବର୍ଷ ବୟସରେ ବି କରିପାରିବେ ଆବେଦନ
ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଅଟଳ ପେନସନ ଯୋଜନା (APY) କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧.୨୨ କୋଟି ନୂଆ ଆକାଉଣ୍ଟ ଖୋଲାଯାଇଛି। ଅଟଳ ପେନସନ ଯୋଜନାର ସବୁଠାରୁ…
ଦିନକରେ ଦର ଆକାଶଛୁଆଁ, ପ୍ରାୟ ୧ ଲକ୍ଷରେ ପହଞ୍ଚିଲା ସୁନା!
ନୂଆଦିଲ୍ଲୀ,୧୧।୪: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନା ମୂଲ୍ୟ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଏହାର…
Kalbaisakhi in Odisha: ଓଡ଼ିଶାରେ କାହିଁକି ହୁଏ କାଳବୈଶାଖୀ, ଅଦିନରେ ଝଡବତାସର କାରଣ…
ଭୁବନେଶ୍ୱର,୧୧।୪: କାଳବୈଶାଖୀ, ଯାହାକୁ ସ୍ଥାନୀୟ ଭାବେ “ନର୍ୱେଷ୍ଟର” ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର ବର୍ଷା ଓ ଝଡ଼ତୋଫାନ ଯାହା ଓଡ଼ିଶା ସମେତ ପୂର୍ବ ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କରେ, ବିଶେଷତଃ ବୈଶାଖ ଓ ଜ୍ୟେଷ୍ଠ ମାସରେ (ଏପ୍ରିଲ-ମେ) ଦେଖାଯାଏ। ଏହାର ନାମ…
ସରକାର ବଦଳାଇଲେ ନିୟମ, ଆଉ ହେବନି UPI ଟ୍ରାଞ୍ଜାକ୍ସନ!
ନୂଆଦିଲ୍ଲୀ,୧୧।୪: ଯଦି ଆପଣ UPI ମାଧ୍ୟମରେ ପେମେଣ୍ଟ କିମ୍ବା କାରବାର କରୁଛନ୍ତି କିମ୍ବା ବିଦେଶ ଭ୍ରମଣ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। କାରଣ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏପ୍ରିଲ ୮ରେ ଏକ…
ଆୟୁଷ୍ମାନ୍ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
ଥୁଆମୂଳ ରାମପୁର,୧୧ା୪ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଅଡ୍ରି ଗ୍ରାମସ୍ଥିତ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଡାକ୍ତର…
Chilika Lake: ରାତି ଅଧରେ ଚିଲିକା ମଝିରୁ ଶୁଭେ ମୃଦୁ ଗୀତ ଆଉ ଅଜଣା ସ୍ବର! ହଠାତ ଦେଖାଯାଏ ଛାୟା…
ଭୁବନେଶ୍ୱର,୧୧।୪: ଚିଲିକା ହ୍ରଦ, ଓଡ଼ିଶାର ସବୁଠାରୁ ବଡ଼ ଖାରିଆ ପାଣିର ହ୍ରଦ। ଏହା କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବବୈଚିତ୍ର୍ୟ ପାଇଁ ନୁହେଁ, ବରଂ ଏହାର ରହସ୍ୟମୟ କାହାଣୀ ଓ ଲୋକକଥା ପାଇଁ ମଧ୍ୟ ପ୍ରସିଦ୍ଧ। ଏହାର ଅନେକ ଦ୍ୱୀପ…
ଆୟୁଷ୍ମାନ୍ ଭାରତ ଯୋଜନା ଶୁଭାରମ୍ଭ
କର୍ଲାମୁଣ୍ଡା,୧୧ା୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହୋଇଛି। ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ…
ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ ଜନ୍ମଦିନ ପାଳନ ଅବସରରେ ଶୁକ୍ରବାର ତାଙ୍କ ପୈତୃକ ଗ୍ରାମ ଗୋଲଣ୍ଡା ବହୁମୂଖୀ ବାତ୍ୟାଆଶ୍ରୟସ୍ଥଳୀରେ ଏକ…
Archives


