Home Left

ପଡ଼ୋଶୀରେ ଅସ୍ଥିରତା

ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଅସ୍ଥିରତା ଉଭୟ ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପାଇଁ ଅଧିକ ବିପଜ୍ଜନକ ହୋଇଛି। ନିକଟରେ ନେପାଳର ହିଂସାତ୍ମକ ବିଦ୍ରୋହରେ ଏହା ପ୍ରତିଫଳିତ ହୋଇଛି। ଭାରତର ପୂର୍ବଭାଗରେ ଥିବା ବାଂଲାଦେଶରେ ୨୦୨୪ରେ ମଧ୍ୟ ସମାନ…

ଝାରସୁଗୁଡ଼ାରେ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ ପାଇଁ ୨୫୦ କୋଟି, ଅଷ୍ଟ୍ରେଲୀୟ ସଂସ୍ଥା କରୁଛି ଡିପିଆର

ଝାରସୁଗୁଡ଼ା,୧୯।୯: ଝାରସୁଗୁଡ଼ାର ମାଳୀମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମକୁ ଆନ୍ତର୍ଜାତିକ ସ୍ତରରେ ଉନ୍ନୀତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଅଷ୍ଟ୍ରେଲିଆର ଏକ ପ୍ରମୁଖ ସଂସ୍ଥାକୁ ଡିପିଆର…

ରୁଷିଆରେ ବଡ଼ଧରଣ ଭୂକମ୍ପ: ସୁନାମି ଆଲର୍ଟ ଜାରି

ମସ୍କା,୧୯।୯: ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସୁନାମି ସତର୍କତା ଜାରି ହୋଇଛି। କାମଚଟକା ଦ୍ୱୀପ ନିକଟରେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପ ବାସିନ୍ଦାଙ୍କୁ ଭୟଭୀତ କରିଛି। ଭୂକମ୍ପର ଅନେକ ଭିଡିଓ…

ଏସିଆ କପ୍‌ ମ୍ୟାଚ ବେଳେ କ୍ରିକେଟରଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମ୍ୟାଚ ମଝିରେ ଆସିଲା ଦୁଃଖଦ ଖବର

ଦୁବାଇ,୧୯।୯: ଏସିଆ କପ୍ ୨୦୨୫ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ମଝିରେ ଶ୍ରୀଲଙ୍କାର ତାରକା କ୍ରିକେଟର ଡୁନିଥ ଓ୍ବେଲାଲାଗେଙ୍କ ପିତା ସୁରଙ୍ଗା ଓ୍ବେଲାଲାଗେଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲେ ମଧ୍ୟ, ଖେଳ…

ଭୂସ୍ଖଳନର ୩ ମାସ ବିତିଲା, ମରାମତି ନୋହିଲା: ବିପଦରେ ବଙ୍ଗରଦୁଆ ଘାଟି ରାସ୍ତା

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ): ଚଳିତ ବର୍ଷା ଦିନ ଆରମ୍ଭରୁ କନ୍ଧମାଳ ଜିଲାର ଏକାଧିକ ରାସ୍ତା ତଥା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ହେଉ କି ବ୍ଲକ ହେଡ଼ କ୍ୱାର୍ଟରକୁ ସଂଯୋଗ କରୁଥିବା ରାସ୍ତା ସବୁଠି କ୍ଷତି ହୋଇଥିବା ଜଣାପଡିଛି। ଏହି କ୍ରମରେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁକୁ…

ବେଧଡକ ଗଛକଟା ଅଭିଯୋଗ: ତାତିଲେ ମହିଳା

ଅମରପାଲି,୧୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାର ଉଭୟ ପାଶର୍‌ବରେ ଓ ସଂରକ୍ଷିତ ଜଙ୍ଗଲରେ କିଛି ବର୍ଷ ଆଗରୁ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷଗୁଡ଼ିକ ବଡ ହେବାପରେ…

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ ରାଉତ ଅତି ଚତୁରତାର ସହ ଏହି କାଣ୍ଡ ଭିଆଇଥିବା ତଦନ୍ତରୁ ଜଣାପଡ଼ିଛି। ଏପରିକି ପ୍ରଥମ…

ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ ବହୁ ଆଗରୁ ବାରମ୍ବାର କୁହାଯାଇଥିଲା। ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପରିସ୍ଥିତି,…

ନିଯୁକ୍ତି ଠକେଇ ଅଭିଯୋଗରେ SSB କନେଷ୍ଟବଳ ଗିରଫ

ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର ଦୁଇ ସହଯୋଗୀ ପବିତ୍ର ମୋହନ ବେହେରା ଓ ଅମିୟ କୁମାର ମନ୍ତ୍ରୀଙ୍କୁ ଗିରଫ କରିଛି।…

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର ମାସର ସଂସ୍କରଣ ପାଇଁ କଭର ପେଜ୍‌ ଭାବେ ସ୍ଥାନିତ ହୋଇଛି। ଉକ୍ତ କଭର ପେଜ୍‌…

Mouth Ulcerର ଘରୋଇ ଉପଚାର

ପାଟି ଘା’ ଏକ ସାଧାରଣ ସମସ୍ୟା, ଏବଂ ଅଧିକାଂଶ ଲୋକ କୌଣସି ସମୟରେ ଏହା ଅନୁଭବ କରନ୍ତି। ଏହି ଛୋଟ ଘା’ ପ୍ରାୟତଃ ଓଠ, ଜିଭ, ଗାଲ କିମ୍ବା ପାଟିର ଭିତର ଭାଗରେ ଦେଖାଯାଏ। ଏହି ଘା’ ଖାଇବା ଏବଂ ପିଇବାରେ…

୫ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ରାସ୍ତା ଏବେ ବିପଦପୂର୍ଣ: ମାଡି ଆସିଲାଣି ଗଛ ଡାଳ

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ । ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର,ମଲାଡ଼,ସନ୍ତୋଷ ପୁର, ଖଣ୍ଡ ଦେଉଳୀ ଓ ପୋଇରାଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?