Home Left

ସାଇଡ୍‌ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍‌ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ ଏକ ଯାତ୍ରୀବାହୀ ବସ( ନଂ.ଓଆର ୦୫ ଏ ୟୁ -୪୯୬୯) ଶନିବାର ଅପରାହ୍ନ ପ୍ରାୟ…

ସକାଳ ନା ସଂଧ୍ୟା କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ? ଜାଣନ୍ତୁ…

ଅଧିକାଂଶ ଲୋକ ଫିଟ ରହିବାକୁ ଚାହାଁନ୍ତି। ଓଜନ ହ୍ରାସ କରିବା, ଶରୀରକୁ ପରଫେକ୍ଟ ଆକାରରେ ରଖିବା କିମ୍ବା ଚାପରୁ ମୁକ୍ତି ପାଇବା ବିଷୟରେ ଅନେକେ ଜିମ୍‌ ଯାଆନ୍ତି। ଅନେକ ଲୋକ ଏବେ ଏକ ସୁସ୍ଥ ଜୀବନଶୈଳୀ ଆଡକୁ ମୁହାଁଇଛନ୍ତି। ଏପରି ପରିସ୍ଥିତିରେ,…

ରାସ୍ତାରେ ହାତ ଯୋଡ଼ି ଏମିତି ନିବେଦନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଶନିବାର…

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍‌ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି, ଗିରଫ ପରେ କୋର୍ଟଚାଲାଣ

ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍‌ରେ ଆଇଆର୍‌ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସ୍‌ପି ଜାଣିପାରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ଏହା ଜାଣିବା…

Gold: ଏପ୍ରିଲରେ କେଉଁଦିନ ସୁନା କିଣିଲେ ଶୁଭ ହୋଇଥାଏ? ଜାଣନ୍ତୁ କେବେ ଶସ୍ତା…

ଶାସ୍ତ୍ର ଅନୁସାରେ, ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । କାହିଁକି ନା ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ ବୋଲି କୁହାଯାଏ । ଯଦିଓ ସୁନା ଯେକୌଣସି ସମୟରେ କିଣାଯାଇପାରିବ କିନ୍ତୁ ପଞ୍ଚାଙ୍ଗ ଅନୁସାରେ କିଛି ବିଶେଷ…

ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିଲେ ସାନ ଭାଇ: ନିର୍ଦୋଷରେ ଖଲାସର ୬ ମାସପରେ ପିଟିପିଟି ମାରିଦେଲେ ବଡ଼ ଭାଇ

ବେଗୁନିଆପଡ଼ା,୪।୧୨(ସୁଶାନ୍ତ କୁମାର ପଟ୍ଟନାୟକ): ଜେଲ ଫେରନ୍ତା ସାନ ଭାଇକୁ ପିଟିପିଟି ହତ୍ୟା କଲେ ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିବା ସାନ ଭାଇକୁ ହତ୍ୟାକଲେ ବଡ଼ ଭାଇ। ତେବେ ବଳାତ୍କାର ଅଭିଯୋଗରେ ପ୍ରମାଣ ଅଭାବରୁ…

ମୁର୍ଶିଦାବାଦ ହିଂସାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଦଙ୍ଗା କାହିଁକି, ଲାଗୁ ହେବ ନାହିଁ ଓ୍ବକଫ ଆଇନ

କୋଲକାତା,୧୨।୪: ୱକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲାରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ ଏବଂ ରାସ୍ତା ଅବରୋଧ କରାଯାଇଥିଲା ଏବଂ ପଥର ଫିଙ୍ଗା ଏବଂ…

କେବଳ ମାସକ ପାଇଁ ଛାଡ଼ିଦିଅ ଚିନି, ଚମକାଇବ…

ଘରେ ଘରେ ଚିନିର ବହୁଳ ବ୍ୟବହାର ହୋଇଆସୁଛି। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଣୁ ଯଦି ଆପଣ ମାସକ ପାଇଁ ଚିନି ଛାଡ଼ନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ଫାଇଦା ଦେଖିବାକୁ ମିଳିପାରେ। ଚିନି ଛାଡ଼ିଲେ ଶରୀରରେ ଉର୍ଜା ସଞ୍ଚିତ…

ଦୁଇଦିନ ପରେ ଶେଷ ହେବ ମା’ ଦଣ୍ଡକାଳୀଙ୍କ ପର୍ବ: ପୂଜା ପାଇଲେ ସୀତାରାମ ପୁରପୁଞ୍ଜା ….

ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ ): ଚୈତ୍ର ମାସରେ ମା’ ଦଣ୍ଡକାଳୀଙ୍କ ପର୍ବ ନିମନ୍ତେ ଉତ୍ସବ ମୁଖର ଗାଁରୁ ସହର। ଆଉ ଦୁଇଦିନ ପରେ ଶେଷ ହେବ ଜିଲା ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ପର୍ବ। ଆସନ୍ତା ୧୪ ମେରୁ ସଂକ୍ରାନ୍ତିରେ ନିଜ ନିଜ ମନ୍ଦିରକୁ…

କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି? ଯୋଗ କମାଇବ….

କେଶ ଝଡ଼ିବା କମାଇବା ପାଇଁ ଅନେକେ ବିଭିନ୍ନ ଶାମ୍ପୁ, କଣ୍ଡିଶନର୍‌, ସେରମ୍‌ ଲଗାଇବା ସହିତ ବ୍ୟୁଟିପାର୍ଲରରେ ହେୟାର୍‌ ସ୍ପା ଏବଂ ଅନ୍ୟାନ୍ୟ ଟ୍ରିଟ୍‌ମେଣ୍ଟ କରିବାକୁ ପଛାଉ ନାହାନ୍ତି। ହେଲେ ଏସବୁ ଆଦୌ ସ୍ଥାୟୀ ସମାଧାନ ନୁହେଁ। ତେଣୁ ପ୍ରତିଦିନକେତୋଟି ଯୋଗାସନ ଅଭ୍ୟାସ…

ଭୂକମ୍ପ ଝଟକାରେ ଥରିଲା ୫ ଦେଶ, ଲୋକେ ଭୟଭୀତ, ବାଦ ପଡିଲାନି ଭାରତ କି ପାକିସ୍ତାନ

ନୂଆଦିଲ୍ଲୀ,୧୨।୪: ବିଶ୍ୱର ପ୍ରାୟ ୫ ଦେଶରେ ଶନିବାର ସକାଳୁ ଦ୍ୱିପ୍ରହର ମଧ୍ୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲର ୪.୦ରୁ ୬.୫ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଏସବୁ ଦେଶ ମଧ୍ୟରେ ରହିଛି ଭାରତ, ପାକିସ୍ତାନ, ତାଜାକିସ୍ତାନ, ଟୋଙ୍ଗା ଓ…

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ବର୍ଷେଯାଏ ମାଗଣାରେ ମିଳିବ 5G ଡାଟା

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓର ଶସ୍ତା ଠାରୁ ମହଙ୍ଗା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପ୍ରିପେଡ ଏବଂ ପୋଷ୍ଟପେଡ ପ୍ଲାନ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଶସ୍ତା ରିଚାର୍ଜ ପ୍ଲାନ ପାଇଛୁ ଯାହା କମ ମୂଲ୍ୟରେ ବହୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri