ସାଧାରଣ ଚଳଣି ସହ ସ୍ବାସ୍ଥ୍ୟ ଗଠନ ନେଇ ପାଠ ପଢାଇଲେ ଶିକ୍ଷକ, ଦିବ୍ୟାଙ୍ଗ ଓ ସାଧାରଣ ଛାତ୍ରୀଛାତ୍ରଙ୍କୁ ସମାନ ଶିକ୍ଷା ପ୍ରଦାନ ପାଇଁ ତାଲିମ
ଦାରିଙ୍ଗବାଡ଼ି, ୧୨।୪ (ଅରୁଣ ସାହୁ): ସାଧାରଣ ଚଳଣି ଓ ସ୍ବାସ୍ଥ୍ୟ ଗଠନ ରହିଥିବା ଛାତ୍ରୀଛାତ୍ରଙ୍କ ଭଳି ସହ ସମାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରାଯିବା। ଦିବ୍ୟାଙ୍ଗଙ୍କୁ ସେହି ସମାନ ଯୋଗଶିକ୍ଷା, ଖେଳକୁଦ, ପାଠ୍ୟରେ ସାହିତ୍ୟ, ବିଜ୍ଞାନ, ପରିବେଶ ବିଜ୍ଞାନ,…
ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ଉପରୁ ଉଠିଲା ପରଦା! କେବେ ଧ୍ୱଂସ ହେବ ବିଶ୍ୱ, ମସିହା ଜାଣିଲେ…
ସୋଫିଆ: ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ ୫୦୭୯ ମସିହାରେ ପୃଥିବୀ ଶେଷ ହେବ ବା ବିଶ୍ୱ ଧ୍ୱଂସ ହେବ। ବାବା ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସତ୍ୟ ପ୍ରମାଣିତ ହୋଇଥିଲା। ଏଥିରେ ୯/୧୧…
Heavy Rainfall: ହଠାତ୍ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା
ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି ସହ ୩ ଘଣ୍ଟା ପାଇଁ ଟ୍ବିନ ସିଟିକୁ ବର୍ଷା ଆଲର୍ଟ କରିଛି ପାଣିପାଗ ବିଭାଗ।…
ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ଅପମାନକୁ ନେଇ…
ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା
ରିଷିଡ଼ା,୧୨ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଛି। ଶନିବାର ଦେବଦେବୀଙ୍କ ନିଶାଣ ବିରବାଦ୍ୟ ସହିତ ନଗର ପରିକ୍ରମା ଛତରଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦେବୀ ବରୁଆମାନଙ୍କ…
ସାଇଡ୍ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ ଏକ ଯାତ୍ରୀବାହୀ ବସ( ନଂ.ଓଆର ୦୫ ଏ ୟୁ -୪୯୬୯) ଶନିବାର ଅପରାହ୍ନ ପ୍ରାୟ…
ସକାଳ ନା ସଂଧ୍ୟା କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ? ଜାଣନ୍ତୁ…
ଅଧିକାଂଶ ଲୋକ ଫିଟ ରହିବାକୁ ଚାହାଁନ୍ତି। ଓଜନ ହ୍ରାସ କରିବା, ଶରୀରକୁ ପରଫେକ୍ଟ ଆକାରରେ ରଖିବା କିମ୍ବା ଚାପରୁ ମୁକ୍ତି ପାଇବା ବିଷୟରେ ଅନେକେ ଜିମ୍ ଯାଆନ୍ତି। ଅନେକ ଲୋକ ଏବେ ଏକ ସୁସ୍ଥ ଜୀବନଶୈଳୀ ଆଡକୁ ମୁହାଁଇଛନ୍ତି। ଏପରି ପରିସ୍ଥିତିରେ,…
ରାସ୍ତାରେ ହାତ ଯୋଡ଼ି ଏମିତି ନିବେଦନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଶନିବାର…
ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍ପି, ଗିରଫ ପରେ କୋର୍ଟଚାଲାଣ
ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍ରେ ଆଇଆର୍ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସ୍ପି ଜାଣିପାରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ଏହା ଜାଣିବା…
Gold: ଏପ୍ରିଲରେ କେଉଁଦିନ ସୁନା କିଣିଲେ ଶୁଭ ହୋଇଥାଏ? ଜାଣନ୍ତୁ କେବେ ଶସ୍ତା…
ଶାସ୍ତ୍ର ଅନୁସାରେ, ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । କାହିଁକି ନା ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ ବୋଲି କୁହାଯାଏ । ଯଦିଓ ସୁନା ଯେକୌଣସି ସମୟରେ କିଣାଯାଇପାରିବ କିନ୍ତୁ ପଞ୍ଚାଙ୍ଗ ଅନୁସାରେ କିଛି ବିଶେଷ…
ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିଲେ ସାନ ଭାଇ: ନିର୍ଦୋଷରେ ଖଲାସର ୬ ମାସପରେ ପିଟିପିଟି ମାରିଦେଲେ ବଡ଼ ଭାଇ
ବେଗୁନିଆପଡ଼ା,୪।୧୨(ସୁଶାନ୍ତ କୁମାର ପଟ୍ଟନାୟକ): ଜେଲ ଫେରନ୍ତା ସାନ ଭାଇକୁ ପିଟିପିଟି ହତ୍ୟା କଲେ ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିବା ସାନ ଭାଇକୁ ହତ୍ୟାକଲେ ବଡ଼ ଭାଇ। ତେବେ ବଳାତ୍କାର ଅଭିଯୋଗରେ ପ୍ରମାଣ ଅଭାବରୁ…
ମୁର୍ଶିଦାବାଦ ହିଂସାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଦଙ୍ଗା କାହିଁକି, ଲାଗୁ ହେବ ନାହିଁ ଓ୍ବକଫ ଆଇନ
କୋଲକାତା,୧୨।୪: ୱକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲାରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ ଏବଂ ରାସ୍ତା ଅବରୋଧ କରାଯାଇଥିଲା ଏବଂ ପଥର ଫିଙ୍ଗା ଏବଂ…
Archives


