Home Left

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମ୍‌: ଜାଣନ୍ତୁ କେମିତି କରିବେ ଆଡମିଟ୍‌କାର୍ଡ ଡାଉନଲୋଡ୍‌

ଭୁବନେଶ୍ୱର,୨୦ା୯(ସୁଚିସ୍ମିତା ସାହୁ):ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌) ପ୍ରିଲିମିନାରି ପରୀକ୍ଷା-୨୦୨୪ ପାଇଁ ଟାଇମ ଟେବୁଲ ଜାରି ହୋଇଛି। ଅକ୍ଟୋବର ୧୨ ରବିବାରରେ ପ୍ରିଲିମ୍‌ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ…

ଭାରତ ପାଇଁ ଆସିଲା ବଡ଼ ଖୁସିଖବର: ଶୁଣିଲେ ଚାଇନା, ଆମେରିକା, ପାକିସ୍ତାନର ହଜିବ ନିଦ

ନୂଆଦିଲ୍ଲୀ,୨୦।୯: ଆମେରିକା ଦ୍ୱାରା ଉଚ୍ଚ ଟାରିଫ୍‌ ଲାଗୁ କରିବା ପରେ ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ଭାରତ ପାଇଁ ଜାପାନରୁ ଏହି ଖବର ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଜାପାନୀ ରେଟିଂ ଏଜେନ୍ସି ରେଟିଂସ ଆଣ୍ଡ ଇନଭେଷ୍ଟମେଣ୍ଟ ଇନଫର୍ମେସନ ଇନକର୍ପୋରେଟେଡ (R&I) ଭାରତର…

କ୍ୟାନ୍‌ସର ହସ୍ପିଟାଲ ଅଚଳ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ତାଲା ଝୁଲୁଛି। ଖୋଦ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଜିଲାର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ଜିଲାର ଏଭଳି ସ୍ବାସ୍ଥ୍ୟ…

୪୭୪ ଅଣସ୍ବୀକୃତ ଦଳକୁ ତାଲିକାରୁ ବାଦ୍‌ଦେଲେ ଇସି

ନୂଆଦିଲ୍ଲୀ,୨୦ା୯: ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି। ଗତ ଅଗଷ୍ଟ…

ନୀତୀନ ଗଡକରୀଙ୍କଠାରେ ଏସବୁ ଦାବି କରିଥିଲେ ପ୍ରଦୀପ ପୁରୋହିତ, କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ସୂଚନା

ବରଗଡ,୨୦।୯(ପ୍ରେମାନନ୍ଦ ଖମାରୀ) : ବଲାଙ୍ଗୀର-ପାଟଣାଗଡ-ହରିଶଙ୍କର- ନୃସିଂହନାଥ -ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରୀଙ୍କଠାରେ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ଗଡକରୀ…

ଦୋମୁହାଁ ଖେଳରେ ବିଜେଡି ଆଗୁଆ: ଜାଣନ୍ତୁ ବିଧାନସଭାରେ କ’ଣ ଘଟିଲା…

ଭୁବନେଶ୍ୱର, ୨୦।୯ (ସୁନିତ୍‌ ମିଶ୍ର):କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଅନ୍ୟମାନଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ସମ୍ପର୍କିତ ନୋଟିସ ହସ୍ତଗତ ହୋଇଛି। ହେଲେ ଗୃହ ବର୍ତ୍ତମାନ ସ୍ବାଭାବିକ ସ୍ଥିତିରେ ନାହିଁ। ସ୍ବାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଅନାସ୍ଥା…

ରାଜ୍ୟ ସ୍ତରୀୟ ବକ୍ସିଂରେ ୧ ସ୍ବର୍ଣ୍ଣ,୨ କାଂସ୍ୟ ପଦକ ହାସଲ କରି ଗୌରବ ଆଣିଲେ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଅମରପାଲି,୨୦।୯(ପୀତାମ୍ବର ସାହୁ) ସୁବର୍ଣ୍ଣପୁର ଜିଲାର ବକ୍ସିଂ ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ସଫଳତା ମିଳିଛି। ଉକ୍ତ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୁଇ ଜଣ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରି ସୁବର୍ଣ୍ଣପୁର ଜିଲା ପାଇଁ…

ବନ୍ୟଜନ୍ତୁ ଶିକାର କରିବାକୁ ବିଦ୍ୟୁତ୍‌ ଫାଶ ବିଛାଉଥିଲେ ଯୁବକ, ପୋଲିସକୁ ଦେଖି…

ଦେବଗଡ,୨୦।୯(ଶଶାଙ୍କ ଶେଖର ଝାଙ୍କର): ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ଫାଶ ବିଛାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣକ ଦେବଗଡ ଥାନା ନୂଆଁଭୁଇଁ ଗ୍ରାମର ସୁନୀଲ ସାହୁ(୨୬)ବୋଲି ଜଣାପଡିଛି । ବନ ବିଭାଗ…

ସାବାଡ଼ ହେବେ ସରକାରୀ କର୍ମଚାରୀ! ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଦିନ ରହିଥିଲେ ହେବ ବଦଳି

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର): ଗାଦି ମାଡ଼ିବସି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ଲାଗି ରାଜସ୍ବ ବିଭାଗ ପକ୍ଷରୁ ଚିଠା ଜାରି…

୨୬ରେ ଲଘୁଚାପ, ଏସବୁ ଜିଲା ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ 

ଭୁବନେଶ୍ୱର, ୧୯ା୯(ବନ୍ଦନା ସେଠୀ) – ପାର୍ବଣରେ ବର୍ଷା ହେବ ନାହିଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଦୁର୍ଗାପୂଜାରେ ବର୍ଷା ହେବାନେଇ ଆଶଙ୍କା…

ଅପହରଣ ପରେ ହତ୍ୟା: ବାପା ପୁଅଙ୍କୁ ଆଜୀବନ କାରାଦଣ୍ଡ

ଛତ୍ରପୁର, ୧୯।୯ (ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ଛତ୍ରପୁର): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗୋଦରା଼ପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ, ୨୦୨୧ରେ ଅପହରଣ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ ପ୍ରଦୀପ କୁମାର…

ଛତିଶଗଡ଼କୁ ଗଞ୍ଜେଇ ଚାଲାଣ: ଜଣଙ୍କ ପରେ ଜଣଙ୍କୁ  ମାଡ଼ିବସିଲା 

ତୁମୁଡିବନ୍ଧ,୧୯।୯(ଦୀପକକୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସକୁ ଏକ ବଡ ସଫଳତା ମିଳିଛି। ବାଲିଗୁଡା ଥାନା ଅଞ୍ଚଳରୁ ଛତିଶଗଡ଼କୁ ୧୮୦କିଗ୍ରା ଗଞ୍ଜେଇ ଚୋରା ଚାଲାଣବେଳେ ତୁମୁଡିବନ୍ଧ ପୋଲିସ କାବୁ କରିଛି। ସୂଚନାନୁସାରେ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ମିଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?