କାରକୁ ପିଟିଲା ଟ୍ରେଲର, ଶେଷ ଯାତ୍ରାରେ ଗୋଟିଏ ପରିବାରର ୫ ସଦସ୍ୟ
ରାମଗଡ଼,୧୩।୪: ରାଜସ୍ଥାନ ଜମୱାରାମଗଡ଼ ଅଞ୍ଚଳର ମନୋହରପୁର-ଦୌସା ଜାତୀୟ ରାଜପଥରେ ରବିବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ନେକାୱାଲା ଟୋଲ ପ୍ଲାଜା ନିକଟରେ ଘଟିଥିଲା, ଯେତେବେଳେ ଖାତୁ ଶ୍ୟାମ ମନ୍ଦିର ଦର୍ଶନ କରିବାକୁ…
ଗଞ୍ଜାମରେ ରାଜ୍ୟପାଳ: ତଦାରଖ କଲେ…
ଛତ୍ରପୁର, ୧୩।୪(ସନ୍ତୋଷ ପାଢ଼ୀ ): ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲା ଗସ୍ତରେ ରବିବାର ଆସିଛନ୍ତି। ସେ ଗଞ୍ଜାମ ଜିଲାର ବିକାଶ କାର୍ଯ୍ୟ ଗୁଡ଼ିକର ତଦାରଖ ପାଇଁ ଜିଲା ଗସ୍ତରେ ଆସଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମେ ଗାର୍ଡ ଅଫ…
ଜାଣିଛନ୍ତି କି? ରାମ ମନ୍ଦିରରୁ ସରକାରଙ୍କୁ ମିଳିଛି ୪୦୦କୋଟି ଟଙ୍କାର ଟିକସ
ନୂଆଦିଲ୍ଲୀ,୧୩।୪:ଭାରତରେ ଦେଖିବା ଏବଂ ବୁଲିବା ପାଇଁ ଅନେକ ଜିନିଷ ଅଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି, ବୁଲିଥାନ୍ତି, ଫଟୋ ଉଠାଇଥାନ୍ତି ଏବଂ ଏହାର ପ୍ରଶଂସା କରନ୍ତି। ଏହା ବ୍ୟତୀତ, ଏହି ସ୍ଥାନଗୁଡ଼ିକରୁ ଆଉ ଗୋଟିଏ ଜିନିଷ ଆସେ ଏବଂ…
ଲୋଭ କିମ୍ବା ଭୟରେ ଧର୍ମ ପରିବର୍ତ୍ତନ କର ନାହିଁ: ଆର୍ଏସ୍ଏସ୍ ମୁଖ୍ୟ…
ନୂଆଦିଲ୍ଲୀ,୧୩।୪: ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଧର୍ମ ସମସ୍ତଙ୍କୁ ଖୁସି ଆଡ଼କୁ ନେଇଯାଇପାରେ। ଆମେ ଲୋଭ କିମ୍ବା ଭୟ ଯୋଗୁ ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।…
AI Doll Trend: ChatGPTରେ କେମିତି କରିବେ ବାର୍ବି ଅବତାର, ଜାଣନ୍ତୁ ଟ୍ରିକ୍ସ…
ChatGPTରେ ଇମେଜ ଜେନେରେସନ ଟୁଲ ଯୋଡା ହେବା ପରଠାରୁ, ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଷ୍ଟାଇଲ ଭାଇରାଲ ହେବାରେ ଲାଗିଛି। ChatGPT ଏହାର ଘିବଲି ଶୈଳୀର କଳା ଯୋଗୁଁ ବହୁତ ଲୋକପ୍ରିୟ ହୋଇପାରିଛି। ମାର୍ଚ୍ଚ ମାସରେ, ChatGPT ବିଶ୍ୱର ସର୍ବାଧିକ ଡାଉନଲୋଡ…
ଆମ୍ବ ଗଛରୁ ପଡି ଯୁବକ ଗୁରୁତର
ବଲାଙ୍ଗୀର, ୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ସୁଦପଡା ଆମ୍ବ ଗଛରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ରାଜା ପୋଢ (୪୦) ବୋଲି…
ଶିବ ବିଇଏମ୍ସିରେ ମନ୍ତ୍ରୀଙ୍କ ପ୍ରତିନିଧି
ବ୍ରହ୍ମପୁର,୧୩ା୪(ନରସିଂହ ସାହୁ): ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପ୍ରତିନିଧି ରୂପେ ଶିବ ଶଙ୍କର ନାୟକ ନିଯୁକ୍ତ ହୋଇଛନ୍ତି । ଶିବ ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ଯୁବମୋର୍ଚ୍ଚା…
Gold Price: ୭୫ହଜାର ଟଙ୍କା ଖସିଯିବ ସୁନାଦର! ଜଣାପଡିଲା କେଉଁଦିନ ହେବ
ନୂଆଦିଲ୍ଲୀ,୧୩।୪: ଗତ କିଛି ସପ୍ତାହ ଧରି ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ 24 କ୍ୟାରେଟ ସୁନାର ମୂଲ୍ୟ 5,010 ଟଙ୍କା ବୃଦ୍ଧି ପାଇଛି। ସେହିପରି, ଯଦି ଆମେ 22 କ୍ୟାରେଟ ସୁନା ବିଷୟରେ କଥା ହେବା,…
ଅପରାଜିତାଙ୍କୁ ସୁଲୋଚନାଙ୍କ ଟାର୍ଗେଟେ : ତାଙ୍କ ପାଇଁ ଦଳ ବଡ଼, ସହର…
ଭୁବନେଶ୍ୱର,୧୩।୪: ରାଜଧାନୀ ପ୍ରତିଷ୍ଠା ଦିବସରେ ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ବର୍ଷିଛନ୍ତି। ସୁଲୋଚନା କହିଛନ୍ତି, ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଡକାଗଲା, ସେ ଆସିଲେନି। ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଏଠାକୁ ଆସିଲେନ। ଏଠାରେ…
ଲୁରୁ ଗ୍ରାମ ସରକାରୀ ଯୋଜନା ଫେଲ୍: ରାତିରେ ଜଙ୍ଗଲ ଭିତରୁ ପାନୀୟ ଜଳ ସଂଗ୍ରହ କରି ଆଣି ଚଳୁଛନ୍ତି
ପାରଳାଖେମୁଣ୍ଡି,୧୩ା୪(ଗିରିଧାରୀ ପରିଛା): ସରକାର ବିଭିନ୍ନ ଯୋଜନା ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ କରୁଥିବା ବେଳେ ଏହା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନି। ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଦୁର୍ଗମ ଅଞ୍ଚଳରେ ଫେଲ୍ ମାରିଛି ସରକାରୀ ବ୍ୟବସ୍ଥା। ଲୋକେ ଏବେ…
୩ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର: ଜିଲା ଭାଜପା ସଭାପତିଙ୍କୁ ଫେରାଦ
ପାଟଣା,୧୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାଟଣା ବିଧାୟକ ଓ ସଙ୍ଗଠନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ ବୃଦ୍ଧି ପାଉଥିବା ଆଲୋଚନା ହେଉଛି। ଫଳରେ ଦଳ ମଧ୍ୟରେ…
Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ
ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା। ପଞ୍ଜାବର ଅମୃତସରସ୍ଥିତ ଜାଲିଆନୱାଲା ବାଗରେ ବ୍ରିଟିଶ ସେନାନୀର ଜେନେରାଲ ରେଜିନାଲ୍ଡ ଡାୟାରଙ୍କ ନିର୍ଦ୍ଦେଶରେ ନିରସ୍ତ୍ର…
Archives


