ତିନି ଫୁଟିଆ ଡାକ୍ତର
ଏଇ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ନାନା ବାଧାବିଘ୍ନ ସହି ସଫଳତା ହାସଲ କରନ୍ତି ଓ ଇତିହାସ ରଚନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟ, ତଲାଜା ଥାଲୁକାର ୨୩ ବର୍ଷୀୟ ଗଣେଶ ବରୈୟା। ଗଣେଶଙ୍କ ଉଚ୍ଚତା…
ସୌରଭ ହତ୍ୟାକାଣ୍ଡ: ଗର୍ଭବତୀ ହେବା ପରେ ଜେଲରେ ବଦଳିଲା ମୁସ୍କାନଙ୍କ ଡାଏଟ, ଏବେ ମିଳିବ ଏସବୁ
ମେରଠ,୧୩।୪: ଜାତୀୟ ସ୍ତରରେ ଚର୍ଚ୍ଚା ପାଲଟିଥିବା ସୌରଭ ହତ୍ୟା ମାମଲାରେ ଅଭିଯୁକ୍ତ ମୁସ୍କାନ ଏବଂ ସାହିଲ ଶୁକ୍ଲା ଜେଲରେ ଅଛନ୍ତି। ମୁସ୍କାନ ଗର୍ଭବତୀ ଥିବାରୁ, ତାଙ୍କର ଡାଏଟ ପ୍ଲାନ ପ୍ରକାଶ କରାଯାଇଥିଲା। ଏବେ ମୁସ୍କାନଙ୍କ ଡାଏଟ ଚାର୍ଟରେ ଫଳ ସାମିଲ କରାଯାଇଛି।…
ସାହିତି୍ୟକା ମିନାକ୍ଷୀ ଦ୍ବିବେଦୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କଟକରେ ମୋ ଜନ୍ମ। ଘରର ପୁଣି ବଡ ଝିଅ। ପିଲାଦିନୁ ଖୁବ୍ ଚଞ୍ଚଳ ଥିଲି। ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ କ୍ରମେ ମୋତେ ହିଁ ଶ୍ରେଣୀରେ ଫାଷ୍ଟ ମନିଟର କରା ହେଉଥିଲା। ପ୍ରଥମ ଧାଡି ଛାଡ଼ି କି…
କୁଲର, ପଙ୍ଖା ବାଣ୍ଟିଲେ ଅଭିନେତ୍ରୀ ତାପସୀ ପନ୍ନୁ
ମୁମ୍ବାଇ: ମୁମ୍ବାଇର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚି ଯାଇଛି। ଏହି ସମୟରେ, ଗରମକୁ ମୁକାବିଲା କରିବା ପାଇଁ, ଅଭିନେତ୍ରୀ ତାପସୀ ପନ୍ନୁ ବସ୍ତିରେ ରହୁଥିବା ପରିବାରଗୁଡ଼ିକୁ ପଙ୍ଖା ଏବଂ କୁଲର ବଣ୍ଟନ କରିଥିଲେ। ଏହି ମହତ କାର୍ଯ୍ୟ ପାଇଁ…
ଅଶ୍ୱଗନ୍ଧା ସହ ମହୁ ମିଶାଇ ଖାଇଲେ ଦୂର ହେବ ଏହି ୫ ସମସ୍ୟା, ଜାଣନ୍ତୁ କେମିତି କରିବେ ସେବନ…
ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଶକ୍ତିଶାଳୀ ଔଷଧ ଭାବରେ ବିବେଚନା କରାଯାଏ। ଯାହାକୁ ସେବନ କଲେ ଅନେକ ରୋଗରୁ ଉପଶମ ମିଳିଥାଏ।କ ମୁଖ୍ୟତଃ ଯଦି ଆପଣ ଏହାକୁ ମହୁ ସହିତ ମିଶାଇ ଖାଆନ୍ତି, ତେବେ ଏହି ମିଶ୍ରଣ ଆପଣଙ୍କ ଶରୀର ପାଇଁ ସର୍ବୋତ୍ତମ।…
ବଡ଼ ଆକଳନ: ୩ ମାସ ଯାଏ ହେବ ଧୂଳିଝଡ, ବହିବ ଭୟଙ୍କର ଲୁ…
ବର୍ଷା-ପାଗ ପରେ, ଏବେ ଗ୍ରୀଷ୍ମ ଋତୁ ଆସିଗଲାଣି। ଉତ୍ତର ଭାରତରୁ ଦକ୍ଷିଣ ପର୍ଯ୍ୟନ୍ତ, ପାଗରେ ଯଥେଷ୍ଟ ଗରମ ଅନୁଭୂତ ହୋଇପାରେ। ତାପମାତ୍ରା ନିରନ୍ତର ବୃଦ୍ଧି ପାଉଛି ଏବଂ ଏବେ ଏପରି ପାଗରେ ଧୂଳିଝଡ଼ ସାଧାରଣ କଥା। ଯେତେବେଳେ ପାଗ ଖରାପ ହୁଏ,…
ରହିବନି ପେଟ୍ରୋଲ ଚିନ୍ତା, ୧୦ ହଜାର ଟଙ୍କାରେ ମିଳିବ ଏହି ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ କ’ଣ ରହିଛି ସୁବିଧା…
ନୂଆଦିଲ୍ଲୀ,୧୩ା୪: ଯଦି ଆପଣ ପ୍ରତିଦିନ ଆପଣଙ୍କ ଗାଡ଼ି ବିଷୟରେ ଚିନ୍ତିତ ଏବଂ ପେଟ୍ରୋଲରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଇଲେକ୍ଟ୍ରିକ ଗାଡ଼ି ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ। ଏହା ସହିତ ଯଦି ଆପଣ ଆପଣଙ୍କର ପେଟ୍ରୋଲ ଦୁଇଚକିଆ ଯାନରୁ ବୈଦ୍ୟୁତିକ…
ଏଣିକି ଅନଲାଇନ୍ରେ କିଣି ପାରିବେ ବାଇକ୍-ସ୍କୁଟର୍; Flipkart ସହ ହାତ ମିଳାଇଲା…
ନୂଆଦିଲ୍ଲୀ,୧୩।୪: ସୁଜୁକି ୨ ଚକିଆ କମ୍ପାନୀ ଫ୍ଲିପକାର୍ଟ ସହିତ ହାତ ମିଳାଇଛି। ବର୍ତ୍ତମାନ ଏହି ସହଭାଗୀତା ଅଧୀନରେ କମ୍ପାନୀ Flipkart ରେ Avenis, V-Strom SX, Gixxer ଏବଂ Gixxer SF ୨୫୦ ଦୁଇ ଚକିଆ ଯାନ ବିକ୍ରି କରିବ। ଖୁବ୍ଶୀଘ୍ର…
ଗେମିଂ ଆପ୍ରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ: ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୧୩ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଗେମିଂ ଆପ୍ରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଗେମିଂ ଆପ୍ଲିକେଶନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯିବା ଅଭିଯୋଗରେ ଜିଲାର ସଇଁତଳା ଅଞ୍ଚଳର ଜଣେ ଯୁବକଙ୍କୁ ସାଇବର ସେଲ୍ ପକ୍ଷରୁ ଗିରଫ କରାଯାଇଛି।…
Myanmar Earthquake: ପୁଣିଥରେ ମ୍ୟାନମାରରେ ଜୋରଦାର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡିଲେ
ନାପିଦାଉ,୧୩।୪: ରବିବାର ପ୍ରତ୍ୟୁଷରେ ଭାରତର ପଡ଼ୋଶୀ ଦେଶ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ମାପ କରାଯାଇଛି। ମାର୍ଚ୍ଚ ୨୮, ୨୦୨୫ରେ ଏଠାରେ ହୋଇଥିବା ଭୂମିକମ୍ପ ସମଗ୍ର ଦେଶରେ ବିନାଶ…
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କପଡା ଦୋକାନ
କୁଚିଣ୍ଡା,୧୩୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ହରିନାରାୟଣ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ନିଆଁ ଲାଗି କ୍ୱାଲିଟି କଲେକ୍ସନ ନାମକ କପଡା ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ୩ଟି ଦମକଳ ଗାଡି ସହାୟତାରେ ଅଗ୍ନିଶମ…
Baba Vanga Prediction: ସତ ହେଲା ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ! ସତରେ କ’ଣ ବିଶ୍ୱ ହେବ ଧ୍ୱଂସ?
ସୋଫିଆ,୧୩।୪: ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ୨୦୨୫ ମସିହାରେ ବିଶ୍ୱର ଆର୍ଥିକ ପରିସ୍ଥିତି ବିଷୟରେ ଏକ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଯେ ଏହି ବର୍ଷ ବିଶ୍ୱରେ ଏକ ବଡ଼ ଆର୍ଥିକ ବିପର୍ଯ୍ୟୟ ଘଟିପାରେ। ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶ ସହିତ…
Archives


