Home Left

ଛୁଟି ଦେଲେନି ପ୍ରିନ୍ସିପାଲ:ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ପାଟଣାଗଡ଼,୮।୩(ସଚ୍ଚିଦାନନ୍ଦ ମହାକୁର):ବଲାଙ୍ଗୀର ଜିଲା ପାଟଣଗଡ଼ ବ୍ଲକ୍‌ ଭଇଁଷାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୁଟି ନ ମିଳିବାରୁ ସ୍କୁଲର ଗଣିତ ଶିକ୍ଷକ ତାଙ୍କ ହାତରେ ସାଲାଇନ ଲଗାଇ ପରିବାରବର୍ଗଙ୍କ ସହ ସ୍କୁଲକୁ ଆସିବା…

ହୁତୁହୁତୁ ହୋଇ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି: ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି

ଭୁବନେଶ୍ୱର,୮।୩: ସହିଦ ନଗରରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରାଯାଉଛି। କିନ୍ତୁ ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ମିକ୍ସଚର ଫ୍ୟାକ୍ଟ୍ରିରେ କିଭଳି ନିଆଁ…

ଖରାଦିନେ କଳାକୋଟ୍‌ ଇଚ୍ଛାଧୀନ: ଆଇନଜୀବୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

କଟକ,୮ା୩(କାର୍ତ୍ତିକ ସାହୁ):ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ…

ମହିଳା ଦିବସରେ ASIର ବଡ଼ ଉପହାର: ତାଜମହଲ ସମେତ ଅନ୍ୟାନ୍ୟ ସ୍ମାରକୀରେ ମହିଳାମାନଙ୍କ ପାଇଁ ଫ୍ରି ଏଣ୍ଟ୍ରି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ଉପହାର ଦେଇଛି। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ASI ସମସ୍ତ ସଂରକ୍ଷିତ ସ୍ମାରକୀଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା…

ପ୍ରିୟଙ୍କାଙ୍କ ଭଳି ଫିଟ୍‌ନେସ୍‌ ଚାହୁଁଛନ୍ତି କି? ପ୍ରତିଦିନ କରନ୍ତୁ ଏହି କାମ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ ବ୍ୟତୀତ ଫିଟ୍‌ନେସ୍‌ ପାଇଁ ଖବରରେ ରହିଥାନ୍ତି। ସେଥିପାଇଁ ସେ ହଲିଉଡର ସବୁଠାରୁ ବଡ଼ ଷ୍ଟଣ୍ଟ ନିଜେ କରନ୍ତି। ପ୍ରିୟଙ୍କାଙ୍କ ପରି ଫିଟନେସ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ଡାଏଟ ଏବଂ…

ଟ୍ୟୁସନ ଶିକ୍ଷୟିତ୍ରୀରୁ ରିସର୍ଟ ମାଲିକ: ମହିଳା ଦିବସରେ ଏମିତି ଜଣେ ସଫଳ ମହିଳା କାହାଣୀ ଜାଣିଲେ କରିବେ ସଲାମ୍‌

ଦାରିଙ୍ଗବାଡି, ୮।୩ (ଅରୁଣ ସାହୁ ): ଜଣେ ଟ୍ୟୁସନ ଶିକ୍ଷୟିତ୍ରୀରୁ କାର୍ଯ୍ୟ ଆରମ୍ଭ କରି ଏବେ ଏକ ରିସର୍ଟର ମାଲିକ ଆଉ ଜଣେ ସଫଳ ଶିଳ୍ପପତି ହୋଇ କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ସାରା ରାଜ୍ୟ ଓ ରାଜ୍ୟ ବାହାରେ ନିଜର…

ପିତା ଓ ପିତା

ଚପଳ ବୟସ ବାବୁଲାର। ଚଗଲାମିରେ ସୀମା ଟପିଗଲାଣି। ସାହି ପଡ଼ିଶାଙ୍କର ସବୁବେଳେ ଅଭିଯୋଗ। ବୋଉ ଭାରି ବ୍ୟସ୍ତ। କେତେ ବୁଝାଏ। ବାପା ଦିନେ ରାଗି ପିଟି ପକାଇଲେ। ବାବୁଲାର ମନ ଖରାପ। ଘରୁ ବାହାରି ପଳାଇଲା। ସନ୍ଧ୍ୟା ହେଲାଣି, ଘରେ ସମସ୍ତେ…

ସଙ୍କଟରେ ଜୀବନ

ଜଳବାୟୁ ପରିବର୍ତ୍ତନର ବିଭୀଷିକା ବିଶ୍ୱବାସୀ ଅଙ୍ଗେ ନିଭାଇବାକୁ ଆରମ୍ଭ କଲେଣି। ଅନାବୃଷ୍ଟି, ଅତିବୃଷ୍ଟି, ମରୁଡ଼ି, ବନ୍ୟା, ଫସଲହାନି, ଜଙ୍ଗଲକ୍ଷୟ ଓ ନାନାପ୍ରକାର ବୃକ୍ଷଲତା ତଥା ଜୀବଜନ୍ତୁଙ୍କର ବିଲୁପ୍ତିର ମୂଳରେ ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତତା ନିହିତ। କିଛିବର୍ଷ ତଳେ ମିଳିତ ଜାତିସଂଘ ଉଦ୍‌ବେଗ…

ପୁରୁଣା ମାମଲାରେ ଏଫ୍‌ଆଇଆର୍‌

ଅପ୍ରତ୍ୟାଶିତ ଘଟଣାକ୍ରମରେ ବିତ୍ତୀୟ କ୍ଷେତ୍ରରେ ଏକ ରୋମାଞ୍ଚକର ମୋଡ଼ ଦେଖିବାକୁ ମିଳିଛି। ମୁମ୍ବାଇର ଏକ କୋର୍ଟ ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରି ବୁଚ୍‌ଙ୍କ ବିରୋଧରେ ୧୯୯୪ର ଏକ ନିୟାମକ ତ୍ରୁଟି ଅଭିଯୋଗକୁ ନେଇ ଏଫ୍‌ଆଇଆର୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ…

ମାର୍ଚ୍ଚ ୩୧ ଭିତରେ ଦେଶ ଛାଡ଼, ନଚେତ୍‌ ତଡ଼ିଦେବୁ: କାହାକୁ ଏମିତି ଅଲ୍ଟିମେଟମ୍‌ ଦେଲା ପାକିସ୍ତାନ

ଇସଲାମାବାଦ୍‌,୮।୩: ଆମେରିକା ପରି, ପାକିସ୍ତାନ ମଧ୍ୟ ଅବୈଧ ଶରଣାର୍ଥୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପାକିସ୍ତାନ ଅବୈଧ ଶରଣାର୍ଥୀ ଏବଂ ଆଫଗାନ ନାଗରିକ କାର୍ଡ ଧାରକଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ଛାଡିବା ପାଇଁ ଅଲଟିମେଟମ ଦେଇଛି। ପାକିସ୍ତାନ ଗୃହ…

ଆମେରିକାକୁ ଖୁସି କଲା ଭାରତ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଭାରତ ଟାରିଫ୍‌ ହ୍ରାସ କରିବାକୁ ରାଜି ହୋଇଛି। ଟ୍ରମ୍ପ କହିଛନ୍ତି, ଭାରତ ଆମ ଉପରେ ବହୁତ ଉଚ୍ଚ ଟାରିଫ୍‌ ଲଗାଉଛି। ଆପଣ ଭାରତରେ କିଛି ବିକ୍ରୟ କରିପାରିବ ନାହିଁ। ପୂର୍ବରୁ ଟ୍ରମ୍ପ କହିଥିଲେ…

ତୀରନ୍ଦାଜୀ ପ୍ରତିଯୋଗିତାରେ ବରଗଡ଼ର ୨ ଦିବ୍ୟାଙ୍ଗ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ୨ଜଣ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାବିତ ତରଣୀ ସୁନା ଓ ସୁମନ୍ତ ପଧାନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ। ସେଥିପାଇଁ ଶୁକ୍ରବାର ସେମାନେ ଟ୍ରେନ୍‌ ଯୋଗେ ରାଉରକେଲା ଅଭିମୁଖେ ବରଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri