KIITରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା, ନିରପେକ୍ଷ ତଦନ୍ତ ହେଉ: ନେପାଳ ଦୂତାବାସ
ଭୁବନେଶ୍ୱର,୨।୫:କିଟ ବିଶ୍ୱବିଦ୍ୟାଳୟ(KIIT)ରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି। ଏପଟେ ନିରପେକ୍ଷ ତଦନ୍ତ ହେଉ ବୋଲି ନେପାଳ ଦୂତାବାସ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦୂତାବାସ ପକ୍ଷରୁ…
ତରଭୁଜ ଖାଇବା ପରେ ଖାଉଛନ୍ତି କି ଏହି ୪ ଜିନିଷ, ଭୋଗିବେ ଏସବୁ ସ୍ବାସ୍ଥ୍ୟ ସମସ୍ୟା
ଗ୍ରୀଷ୍ମ ଋତୁରେ ମିଳୁଥିବା ରସାଳ ଫଳ ତାଲିକା ମଧ୍ୟରୁ ତରଭୁଜ ଅନ୍ୟତମ। ଯାହା ଶରୀରକୁ ହାଇଡ୍ରେଟ ରଖେ। ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଘରେ ଏହା ସମସ୍ତଙ୍କର ପ୍ରିୟ ଫଳ। ତରଭୁଜ, ଖରଭୁଜ, ଆମ୍ବ, ଏସବୁ ଗ୍ରୀଷ୍ମ ଋତୁର ପ୍ରିୟ ଫଳ। ଏଥିମଧ୍ୟରୁ,…
ପହଲଗାମ ଆକ୍ରମଣରେ ମୃତ୍ୟୁ ହୋଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ କହିଲେ ଚମକାଇବା ଭଳି କଥା, ଆତଙ୍କବାଦୀ ଆଣି ନ ଥିଲେ, ‘AK-47’
ନୂଆଦିଲ୍ଲୀ,୨।୫: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ -କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ନିଷ୍ପତ୍ତି ନେଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁରର ଶୁଭମ ଦ୍ୱିବେଦୀଙ୍କ…
ପାକିସ୍ତାନକୁ ଡବଲ ଆର୍ଥିକ ଝଟକା ଦେବ ଭାରତ, ଚାଲିଛି ଯୋଜନା
ନୂଆଦିଲ୍ଲୀ, ୨।୫: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସୀମାପାର ଆତଙ୍କବାଦ ପାଇଁ ସମର୍ଥନକୁ ରୋକିବା ଲାଗି ପାକିସ୍ତାନ ଉପରେ ଦୁଇଟି ଆର୍ଥିକ ଝଟକା ଦେବାକୁ ଯୋଜନା କରୁଛି। ସୂତ୍ର ଅନୁସାରେ, ଭାରତ ପାକିସ୍ତାନକୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)…
ଦେଓଗାଁ ସମିତି ବୈଠକରେ ହଟ୍ଟଗୋଳ: ବର୍ଜନ କଲେ ସରପଞ୍ଚ ସଂଘ
ଦେଓଗାଁ,୨।୫(କୃଷ୍ଣ ପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ମାନେ ଅଣଦେଖା କରାଯାଉଥିବା ଅଭିଯୋଗ ଉଠାଇଥିଲେ। ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ବୈଠକରେ ସରପଞ୍ଚ ମାନଙ୍କ ଦ୍ୱାରା…
ନିଜ ଭୁଲକୁ ସ୍ବୀକାର କରୁଛନ୍ତି ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ, କହିଲେ ଆମେ ଆତଙ୍କବାଦୀଙ୍କୁ ପାଳି…
ଇସଲାମାବାଦ,୨।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋଙ୍କ ବୟାନ ସାମ୍ନାକୁ ଆସିଛି। ଆତଙ୍କବାଦ ଉପରେ ଖ୍ବାଜା ଆସିଫଙ୍କ ବୟାନକୁ ବିଲାୱଲ ଭୁଟ୍ଟୋ ନିଶ୍ଚିତ କରିଛନ୍ତି। ପହଲଗାମ ଆକ୍ରମଣ ପରେ ଖ୍ବାଜା…
ଡଲାର ତୁଳନାରେ ଶକ୍ତିଶାଳୀ ହେଲା ଟଙ୍କା, ଭାଙ୍ଗିଲା ବର୍ଷକର ରେକର୍ଡ
ନୂଆଦିଲ୍ଲୀ, ୨।୫: ଭାରତୀୟ ଟଙ୍କା ଅକ୍ଟୋବର ୨୦୨୪ ପରଠାରୁ ନିଜର ଶକ୍ତିଶାଳୀ ଅବସ୍ଥାକୁ ଫେରିଛି। ଯେଉଁଥିରେ ଏହା ଆମେରିକୀୟ ଡଲାର ବିରୁଦ୍ଧରେ ପ୍ରତି ଡଲାର ପିଛା ୮୪ ଟଙ୍କାରେ ପହଞ୍ଚିଛି। ଅର୍ଥନୈତିକ ସ୍ଥିରତା, ବୈଦେଶିକ ବିନିଯୋଗରେ ବୃଦ୍ଧି ଏବଂ ରିଜର୍ଭ ବ୍ୟାଙ୍କ…
ବରଡ଼ା ଶାଗ ଦେଇଛି ମହିଳାଙ୍କୁ ଜୀବିକା, ଜଙ୍ଗଲି ଶାଗ ବିକି…
ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): ଗ୍ରୀଷ୍ମ ଋତୁରେ ବିଶେଷ କରି ବୈଶାଖ ମାସରେ ବରଡ଼ା ଶାଗର ଚାହିଦା ବୃଦ୍ଧି ପାଇବା ସହ ଅମଳ ବୃଦ୍ଧି ପାଇଥାଏ। ଏହି ପ୍ରରିପ୍ରେକ୍ଷୀରେ ଏହି ଶାଗ କନ୍ଧମାଳ ଜିଲାର ବହୁ ଗ୍ରାମରେ ଅମଳ ହେଉଥିବା ବେଳେ ଅଧିକ ରାଇକିଆ…
ଭୟଭୀତ ଅବସ୍ଥାରେ ପାକିସ୍ତାନ! PoKରେ ହୋଟେଲ, ଗେଷ୍ଟହାଉସରେ ସେନା…, ମଦ୍ରାସା ହେଲାଣି ବନ୍ଦ
ଇସଲାମାବାଦ,୨।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଛି। ଏହି ସମୟରେ, ପାକ ଅଧିକୃତ କାଶ୍ମୀର (PoK)ରେ ମଧ୍ୟ ଆତଙ୍କ ରହିଛି ଏବଂ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର-ଉଲ-ହକ ସୂଚିତ କରିଛନ୍ତି ଯେ…
ଘରେ ରନ୍ଧା ଖାଦ୍ୟର ଅଭାବକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା, ଅଭିଭାବକତ୍ୱ ହରାଇଲେ ବ୍ୟକ୍ତି
ନୂଆଦିଲ୍ଲୀ, ୨।୫: ସୁପ୍ରିମକୋର୍ଟ ଏପ୍ରିଲ ୨୯ରେ କେରଳ ହାଇକୋର୍ଟର ଏକ ଆଦେଶକୁ ଖାରଜ କରିଛନ୍ତି, ଯେଉଁଥିରେ ଦୁଇ ନାବାଳକ ସନ୍ତାନଙ୍କୁ ତାଙ୍କ ପିତାଙ୍କୁ ଅସ୍ଥାୟୀ ଅଭିଭାବକତ୍ୱ ପ୍ରଦାନ କରାଯାଇଥିଲା। ବିଚାରପତି ବିକ୍ରମ ନାଥ, ସଞ୍ଜୟ କରୋଲ ଓ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ…
ବିଚ୍ ରାସ୍ତାରେ କୁମ୍ଭୀର ସହ ଲଢ଼େଇ, ଭାଇରାଲ ଭିଡିଓ ଦେଖିଲେ ଅଟକି ଯିବ ନିଃଶ୍ୱାସ
କୁମ୍ଭୀର ଏପରି ଏକ ପ୍ରାଣୀ ଯାହାକୁ ଦେଖିବା ମାତ୍ରେ ମଣିଷର ଅବସ୍ଥା ଆହୁରି ଖରାପ ହୋଇଯାଏ। ଏହାର ଆତଙ୍କ ଏତେ ଯେ, ଜଙ୍ଗଲର ରାଜା ସିଂହ ମଧ୍ୟ ଏହାର ଏରିଆରେ ପ୍ରବେଶ କରିବା ପୂର୍ବରୁ ଶହେ ଥର ଚିନ୍ତା କରେ। କାରଣ…
‘ଚୁଡ଼ି ପିନ୍ଧି ନାହିଁ ପାକିସ୍ତାନ, ତା’ପାଖରେ ବି ଅଛି ଆଟମ ବମ…,’ ଫାରୁକ ଅବଦୁଲ୍ଲା ନେଲେ ୟୁଟର୍ନ
ନୂଆଦିଲ୍ଲୀ,୨।୫: ଜମ୍ମୁ-କଶ୍ମୀରର ପହଲଗାମ ଆକ୍ରମଣକୁ ନେଇ ଦେଶ ଚିନ୍ତାରେ ପଡ଼ିଯାଇଛି। ଭାରତର କ୍ରୋଧ ଯେକୌଣସି ସମୟରେ ପାକିସ୍ତାନ ଉପରେ ପଡ଼ିପାରେ। ଏହି ସମୟରେ, ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଓକିଲାତି କରୁଥିବା ଫାରୁକ ଅବଦୁଲ୍ଲା ମଧ୍ୟ ଏବେ ୟୁଟର୍ନ ନେଇଛନ୍ତି। ପହଲଗାମ ଆତଙ୍କବାଦୀ…
Archives


