Home Left

ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ

ଓଡ଼ଗାଁ,୨।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନ୍‌ଏସି ଦଲକସାହିରେ ଗୁରୁବାର ସନ୍ଧାରେ ସୋନପୁର ଜିଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ ଏସ୍‌ଏଚ୍‌ଜି…

GST ସଂଗ୍ରହରେ ସର୍ବକାଳୀନ ରେକର୍ଡ: ପୁରିଲା ସରକାରୀ ଖଜଣା

ନୂଆଦିଲ୍ଲୀ,୧।୫: ଭାରତର ଅର୍ଥନୀତି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏପ୍ରିଲ ୨୦୨୫ରେ ଦ୍ରବ୍ୟ ଏବଂ ସେବା କର (GST) ସଂଗ୍ରହ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୨.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ଗତ ବର୍ଷ ଏପ୍ରିଲ ୨୦୨୪ରେ ସଂଗୃହୀତ…

ଜଙ୍ଗଲରୁ ବନ୍ଧୁକ, ଭୁଜାଲି ସହିତ ବାଇକ୍‌ ଜବତ, ଶିକାରୀ ଫେରାର

ଓଡଗାଁ,୧।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଶୁଳିଆ ଜଙ୍ଗଲ ଓ ଢୋଲପଥର ଡ୍ୟାମ ନିକଟରୁ ବନ ବିଭାଗ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ଟାଙ୍ଗିଆ, କଟୁରୀ ସହିତ ଗୋଟିଏ ବାଇକ୍‌ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ବନ ବିଭାଗ…

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ସେବା ଠପ

ଅତାବିରା,୧।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡବତାସ ସହିତ ପ୍ରବଳ ବର୍ଷା ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ବଡ଼ବଡ଼ ଗଛ ଭାଙ୍ଗି ଯାତାୟତ ଠପ୍‌ ହୋଇଯାଇଥିଲା। ତେବେ ଅତାବିରା ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ…

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ, ଜାଣନ୍ତୁ କିପରି ଦେଖିବେ

କଟକ, ୧।୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଘୋଷଣା କରିଛି ଯେ ୨୦୨୫ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ଆସନ୍ତାକାଲି ଅର୍ଥାତ୍ ମେ ୨ ତାରିଖରେ ପ୍ରକାଶ ପାଇବ। ଏହି ରେଜଲ୍ଟ ଅପରାହ୍ନ ୪ଟାରେ କଟକସ୍ଥିତ ବିଏସ୍‌ଇ ମୁଖ୍ୟାଳୟରେ ବିଧିବଦ୍ଧ…

ଚାଇନାର ବିସ୍ଫୋରକ ଦାବି: କୋଭିଡ୍-୧୯ ଆମେରିକାରୁ ଆରମ୍ଭ

ବେଜିଂ, ୧।୫: ଚାଇନା ସରକାର ଏକ ସମ୍ବେଦନଶୀଳ ଦାବି କରି କହିଛନ୍ତି ଯେ କୋଭିଡ୍-୧୯ ମହାମାରୀର ଉତ୍ପତ୍ତି ଚାଇନାର ୱୁହାନ ସହରରୁ ନୁହେଁ, ବରଂ ଆମେରିକାରୁ ହୋଇଛି। ଚାଇନାର ରାଜ୍ୟ ପରିଷଦ ତଥ୍ୟ କାର୍ଯ୍ୟାଳୟ ଦ୍ୱାରା ବୁଧବାର ପ୍ରକାଶିତ ଏକ ଶ୍ୱେତପତ୍ରରେ…

ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ନେତୃତ୍ବ ନେବେ ରୋହିତ ଶର୍ମା, ଦୁଇ ଆଇପିଏଲ ତାରକା ଟେଷ୍ଟ ପାଇଁ ଫେରିବେ: ରିପୋର୍ଟ

ମୁମ୍ବାଇ, ୧।୫: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବାକୁ ପ୍ରସ୍ତୁତ ଅଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇ ଏହି ଟୁର ପାଇଁ ପ୍ରାୟ ୩୫ ଜଣ ଖେଳାଳିଙ୍କୁ ଚୟନ…

ବାଘପାଲିରେ ଡବଲ ମର୍ଡର: ପୋଲିସର ତନାଘନା

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ବାଘପାଲି ଗ୍ରାମରେ ଗୁରୁବାର ଡବଲ ମର୍ଡର ହୋଇଛି। ଆକ୍ରମଣ, ପ୍ରତିଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଘପାଲି ଗ୍ରାମର ତରଣୀ ବାଗ ଏବଂ ମଘା ଭୁଏ। ମଘାଙ୍କ ଏକ ଘର…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ

ପରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୋଷୋତ୍ତମ ଥାନା ଅଧୀନ କରନ୍ଦାପଲ୍ଲୀ ଗ୍ରାମରେ ମଙ୍ଗୁଳୁ ରେଡି ନାମକ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ରେଡିଙ୍କୁ ଗୁରବାର ଆଇଆଇସି ରାଜେଶ କୁମାର ନାୟକ ଗିରଫ କରି କୋର୍ଟ…

UPSC ୨୦୨୪ ଟପର ଶକ୍ତି ଦୁବେଙ୍କ ମାର୍କସିଟ ଭାଇରାଲ୍: ଏହି ବିଷୟରେ ପାଇଥିଲେ ସର୍ବାଧିକ ନମ୍ବର

ପ୍ରୟାଗରାଜ, ୧।୫: ସଂଘ ଲୋକସେବା ଆୟୋଗ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଫଳାଫଳ ଗତ ଏପ୍ରିଲ ୨୨, ୨୦୨୫ରେ ପ୍ରକାଶ ପାଇଥିଲା, ଯେଉଁଥିରେ ଉତ୍ତରପ୍ରଦେଶର ପ୍ରୟାଗରାଜର ଶକ୍ତି ଦୁବେ ଅଲ ଇଣ୍ଡିଆ ର‍୍ୟାଙ୍କ (AIR) ୧ ହାସଲ କରି ଟପର…

ହାତୀ ଉପଦ୍ରବ: କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଅଧିକାରୀ

ରାଇକିଆ,୧।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଇନ୍ଦ୍ରାଗଡ଼ ପଞ୍ଚାୟତରେ ମଙ୍ଗଳବାର ରାତିରେ ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଉପଦ୍ରବ କରିବା ସହ ୪ଜଣଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଡ଼ିଆ ଗଛ, କଦଳୀ…

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମର ନବ ବିବାହିତା ସ୍ମୃତି ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ବାମୀ ସୁଜିତ ସାହୁଙ୍କୁ ପାଟପୁର ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri