ଜେଲରେ ବନ୍ଦୀ ଇମରାନ ଖାନଙ୍କଠାରୁ ସାହାଯ୍ୟ ମାଗିଲେ ପାକିସ୍ତାନର ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ; ଚାଲିଛି ବଡ ଯୋଜନା
ନୂଆଦିଲ୍ଲୀ,୨ା୫: ପାକିସ୍ତାନରେ ବର୍ତ୍ତମାନର ପରିସ୍ଥିତି ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନର ସଙ୍କେତ ଦେଉଛି। ଭାରତ ସହିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ସାମରିକ ପ୍ରତିକ୍ରିୟା ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଏବଂ…
ଭାରତର କଣ୍ଟେଣ୍ଟ କ୍ରିଏଟରମାନେ ଗତ ୩ ବର୍ଷରେ YouTube ରୁ ଏତିକି ଟଙ୍କା ଆୟ କରିଛନ୍ତି, ସିଇଓଙ୍କ ଖୁଲାସା
ନୂଆଦିଲ୍ଲୀ,୨ା୫: ଭିଡିଓ ସେୟାରିଂ ପ୍ଲାଟଫର୍ମ YouTube ଭାରତୀୟ କଣ୍ଟେଣ୍ଟ କ୍ରିଏଟର, କଳାକାର ଏବଂ ମିଡିଆ କମ୍ପାନୀମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୮୫୦ କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନା କରିଛି। YouTube ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନୀଲ…
Shortest War In History:ବିଶ୍ୱର ସବୁଠାରୁ ଛୋଟ ଯୁଦ୍ଧ: ଜାଣନ୍ତୁ କେବେ-କାହା ମଧ୍ୟରେ ହୋଇଥିଲା
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର କଥା ବହୁତ ଦିନ ଧରି ଚାଲିଛି। ପାକିସ୍ତାନୀମାନେ ବାରମ୍ବାର ଧମକ ଦେଉଛନ୍ତି, ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି। ଭାରତ ମଧ୍ୟ ଶତ୍ରୁ ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି।…
NCERT ଅଧ୍ୟାୟ ବାଦ ଦେବା ପରେ ଆର ମାଧବନଙ୍କ ପ୍ରତିକ୍ରିୟା: “ଆମ ସଂସ୍କୃତିକୁ ଉପହାସ କରାଯାଉଛି”
ନୂଆଦିଲ୍ଲୀ,୨ା୫: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT) ପାଠ୍ୟପୁସ୍ତକରୁ ଦିଲ୍ଲୀ ସଲତାନତ ଏବଂ ମୋଗଲ ଶାସନ ସମ୍ପର୍କିତ ଅଧ୍ୟାୟଗୁଡ଼ିକୁ ବାଦ ଦେବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରଖ୍ୟାତ ଅଭିନେତା ଆର ମାଧବନ ତୀବ୍ର ପ୍ରତିକ୍ରିୟା ଦେଇ…
ଟିମ୍ ଇଣ୍ଡିଆର କେଉଁ ଖେଳାଳିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା କାର୍: ଜାଣନ୍ତୁ ଲିଷ୍ଟ୍ରେ ଅଛି …
ଅନେକ ଭାରତୀୟ ଖେଳାଳି ମହଙ୍ଗା କାର ପ୍ରିୟ। ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀଙ୍କ ନାମ ସାମିଲ ଅଛି। ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା କାର। ହାର୍ଦ୍ଦିକ ପାଣ୍ଡ୍ୟା: Rolls Royce…
ଗଛରେ ପିଟିହେଲା ବାଇକ୍, ଚାଲିଗଲା ବାପ-ଝିଅଙ୍କ ଜୀବନ, ପୁଅ ଗୁରୁତର
ଉଦଳା,୨ା୫(ସନ୍ତୋଷ କୁମାର ବାଛିନି): ଆଉ ମାତ୍ର କେଇ ମିନିଟ୍ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ। ମହୁଲ ଗଛରେ ବାଇକ୍ ବାଡ଼େଇ ହେବାରୁ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅଙ୍କ ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି…
ଜୁନ ୧୬ ରୁ ଆହୁରି ସହଜ ହେବ UPI ପେମେଣ୍ଟ: ଜାଣନ୍ତୁ ଏହା ଆପଣଙ୍କ ପାଇଁ କ’ଣ ହେବ ଫାଇଦା
ନୂଆଦିଲ୍ଲୀ,୨।୫: ୨୦୨୫ ମସିହା ଜୁନ ୧୬ ରୁ, ୟୁପିଆଇ ଟ୍ରାନଜାକସନ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଘୋଷଣା କରିଛି ଯେ ବିଭିନ୍ନ ୟୁପିଆଇ ସେବାଗୁଡ଼ିକର ପ୍ରତିକ୍ରିୟା ସମୟ ହ୍ରାସ କରାଯିବ। ଏହି ପଦକ୍ଷେପର…
କଟକରେ ପୁଣି ନ କଲି କାରବାର: ୱାଶିଂ ପାଉଡର କାରଖାନା ଠାବ
କଟକ,୨।୫: କଟକରେ ପୁଣି ନ କଲି କାରବାର। କଟକ ଜଗତପୁରରେ ନକଲି ୱାଶିଂ ପାଉଡର କାରଖାନା ଠାବ ହୋଇଛି। ଅପମିଶ୍ରଣ ସହ ବ୍ରାଣ୍ଡେଡ କଂପାନୀ ନାଁରେ ତିଆରି କରି ବକ୍ରି ହେଉଥିଲା ପାଉଡର। ଚଢ଼ାଉ କରିବା ସହ କାରଖାନା ମାଲିକଙ୍କୁ ଗିରଫ…
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ମହୁମାଛି, ଚାଲିଗଲା ଯୁବକଙ୍କ ଜୀବନ
କୋରାପୁଟ,୨ା୫(ଅମିତାଭ ବେହେରା): ଶୁକ୍ରବାର ସକାଳେ କୋରାପୁଟ ସହରରେ ଏକ ଅଘଟଣ ଘଟିଛି। ମହୁମାଛି ଆକ୍ରମଣରେ କୋରପୁଟ ସହରରେ ହାଉସିଂବୋର୍ଡ କଲୋନୀରେ ରହୁଥିବା ଅଜୁ ଚେଟୀ ନାମକ ଜଣେ ଯୁବକ ଏଲ୍ଆଇସି କଲୋନୀରେ ରହୁଥିବା ନିଜ ଭଉଣୀ ଘରକୁ ଅଟୋ ଆଣିବା ପାଇଁ…
ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଛି ଦେଶୀ ମଦ
ଭୁବନେଶ୍ୱର,୨।୫: ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ। ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ପ୍ରାୟ ୧୯ ଲକ୍ଷ ଟଙ୍କାର ଦେଶୀ…
ମାସେ ତଳେ ହୋଇଥିଲା ବିବାହ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା
ପଦ୍ମପୁର,୨।୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଲପୁର ଥାନା ଲହଙ୍ଗିର ଗ୍ରାମରେ ନବବଧୂଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ମମତା ବରିହା…
IPL 2025: ମ୍ୟାଚ ପୂର୍ବରୁ ହାର୍ଦ୍ଦିଙ୍କୁ କିଏ କରିଥିଲେ ଆକ୍ରମଣ, ଆଖି ଉପରେ ଲାଗିଛି ୭ ଷ୍ଟିଚ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୫: ଆମେ ଅନେକ ଥର ଶୁଣିଛୁ ଏବଂ ଦେଖିଛୁ ଯେ ଏକ ଆହତ ସିଂହ କେତେ ବିପଦପୂର୍ଣ୍ଣ ଏବଂ ଯଦି ଏହା ଆମର ନିଜ ଲୋକଙ୍କ ଯୋଗୁଁ କିମ୍ବା ଆମର ନିଜସ୍ବ କାରଣରୁ ଦୁର୍ଘଟଣାବଶତଃ ଆହତ ହୁଏ, ତେବେ ପ୍ରତିପକ୍ଷକୁ ଏହାର…
Archives


