୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ କେନ୍ଦୁଝର ଅର୍ଥନୀତିକୁ ସମୃଦ୍ଧ କରିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କେନ୍ଦୁଝର, ୫ା୫: ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦ କୋଟି ଟଙ୍କା…
ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ
ନନ୍ଦପୁର/ଲମତାପୁଟ,୪ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)- ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକରେ ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ରବିବାର ମାଛକୁଣ୍ଡ ପୋଲିସ ଅନ୍ତେବାସୀ ଓ ତାଙ୍କ ଅଭିଭାବକଙ୍କୁ ଜେରା କରିଛି। ଘଟଣାକୁ ନେଇ ବ୍ଲକ୍ରେ ରାଜନୀତି ସରଗରମ ଥିବା ବେଳେ…
‘କୋଟିଏ ନ ଦେଲେ ତୁମକୁ ଜୀବନରୁ ମାରିଦେବୁ’…ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା…
ଜଙ୍ଗଲ ଅଧିକାର ପ୍ରଦାନ ଦାବି ତେଜିଲା
ଛତ୍ରପୁର,୫ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ଏବଂ କୋଦଳା ତହସିଲ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଦାବି ହୋଇଆସୁଛି। ବାରମ୍ବାର ଏହି ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ବନ ବିଭାଗକୁ…
ଭାରତରେ ପ୍ରଥମ ଥର ପାଇଁ ଆସିଲା ନୂଆ ଚିକିତ୍ସା ବ୍ୟବସ୍ଥା: ଟ୍ରାକ୍ ହେବ ରିଅଲ-ଟାଇମରେ କ୍ୟାନ୍ସର ଟ୍ୟୁମର
ନୂଆଦିଲ୍ଲୀ,୫ା୫: ଭାରତରେ ଏକ ଅତ୍ୟାଧୁନିକ କର୍କଟ ଚିକିତ୍ସା ସିଷ୍ଟମ ଆସିଛି ଯାହା ରିଅଲ-ଟାଇମରେ କର୍କଟ ଟ୍ୟୁମରକୁ ଟ୍ରାକ୍ କରେ। ଏଲେକ୍ଟା ୟୁନିଟି ଏମଆର ଲିନାକ ନାମକ ଏହି ମେସିନ ରିଅଲ-ଟାଇମ ମ୍ୟାଗ୍ନେଟିକ ରେଜୋନାନ୍ସ ଇମେଜିଂ (ଏମଆରଆଇ) ସହିତ ସଠିକ ରେଡିଏସନ ଥେରାପିକୁ…
ଦୁଃଖ ବଖାଣିଲେ ଦିବ୍ୟାଙ୍ଗ ମନୋଜ ମିଳୁନାହିଁ ସହାୟତା: ଉପଜିଲାପାଳଙ୍କୁ ଜଣାଇ କହିଲେ…
ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କଞ୍ଚୁରୁ ଗ୍ରାମର ମନୋଜ ଡାକୁଆ ଜଣେ ଦିବ୍ୟାଙ୍ଗ । କିନ୍ତୁ ସରକାରଙ୍କ ଘୋଷଣା ଅନୁସାରେ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନାହିଁ । ଏଥିସହ ଅନ୍ୟାନ୍ୟ କିଛି ସୁବିଧା ମଧ୍ୟ ତାଙ୍କୁ ମିଳିନାହିଁ। ତେଣୁ…
ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ : ଗଜପତି
ପୁରୀ,୫।୧୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନେଇ ଗଜପତି ମହାରାଜା ମୁକ୍ତି ମଣ୍ଡପ ମତକୁ ଆଧାର କରି ଏକ ପ୍ରେସ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି ସୋମବାର…
ପୁଣି ଭାରତକୁ ଟାର୍ଗେଟ କଲେ ପାକିସ୍ତାନ ସାଇବର ଅପରାଧୀ, ଏକାଧିକ ପ୍ରତିରକ୍ଷା ଓ୍ଵେବସାଇଟ୍ ହ୍ୟାକ୍
ନୂଆଦିଲ୍ଲୀ,୫ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ପାକିସ୍ତାନୀ ହ୍ୟାକରମାନେ ଭାରତୀୟ ପ୍ରତିରକ୍ଷା ଓ୍ଵେବସାଇଟଗୁଡିକୁ ଟାର୍ଗେଟ କରୁଛନ୍ତି। ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ସାଇବର ଆକ୍ରମଣ ଦ୍ୱାରା ପ୍ରତିରକ୍ଷା କର୍ମୀଙ୍କ ଲଗଇନ୍ ପ୍ରମାଣପତ୍ର ସମେତ ସମ୍ବେଦନଶୀଳ ତଥ୍ୟ ବିପଦରେ…
ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ…
ବଲାଙ୍ଗୀର/ପାଟଣାଗଡ,୫।୫:(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସରୋଜଙ୍କ ଉପରେ ଆସ୍ଥା ପ୍ରକଟକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି।…
ମାଟ୍ରିକ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
ପୁରୁଷୋତ୍ତମପୁର,୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ବରଗାଁ ଚକ୍ରପାଣିଦୋରା ହାଇସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଉସବ ସୋମବାର ପ୍ରଧାନଶିକ୍ଷକ ବଡ଼କୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରିକ୍ଷାରେ ବିଦ୍ୟାଳୟ ଶତ ପ୍ରତିଶତ କୃତିତ୍ୱ ହାସଲ…
ବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା: ଦେବୀ, ପ୍ରତାପଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୫।୫: ବିଜେଡି ୬ ଜିଲା ସଭାପତି ପରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ ଏହି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି। ସେହିପରି ପ୍ରମିଳା…
Blackout Exercise କ’ଣ? ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କାହିଁକି ଏହା କରୁଛନ୍ତି ଭାରତୀୟ ସେନା, ଯୁଦ୍ଧ ହେଲେ…
ନୂଆଦିଲ୍ଲୀ,୫।୫: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛିି। ଏପରି ସମୟରେ ପଞ୍ଜାବରେ ଫିରୋଜପୁର କ୍ୟାଣ୍ଟ ବୋର୍ଡ ମେ’ ୪ ମଇ ସାରେ ଏକ ୩୦ ମିନିଟ ‘ବ୍ଲାକଆଉଟ’ ଅଭ୍ୟାସ କରିଥିଲା। ଏମିତିରେ…
Archives


