ଧୁମଧାମରେ ହୋଲି ପାଳନ କଲେ ଯୁବଗୋଷ୍ଠୀ
ଗଞ୍ଜାମ,୧୫।୩(ବିଦ୍ୟାଧର ସାହୁ ): ଗାଁ ରୁ ସହର ପଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଧୂମଧାମରେ ପାଳନ କରାଯାଇଛି। ଛୋଟ ଛୁଆ ଠାରୁ ମହିଳା ପୁରୁଷ ଏବଂ ଯୁବଗୋଷ୍ଠୀ ଏହାକୁ ପାଳନ…
ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା
ଭଞ୍ଜନଗର,୧୫/୩(ବାବୁଲା ପ୍ରଧାନ): ଐତିହାସିକ ପୀଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଆଜକୁ ୩ ଦଶନ୍ଧି ଧରି ଏହି ଯାତ୍ରା ପାଳିତ…
ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ
ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି। ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ…
ଦୋଳ ମଣ୍ଡପରେ ବିଜେ ହେଲେ ୫୦ରୁ ଊର୍ଦ୍ଧ୍ୱ ବିମାନ: ଅଗରପଡା ରାମ ରହିମ ମେଲଣ
ଭଦ୍ରକ,୧୫।୩(ସନାତନ ରାଉତ ): ଭଦ୍ରକ ଜିଲା ଆଗରପଡା ରାମଗଡ଼ପଦା ଦୋଳ ମଣ୍ଡପରେ ଶନିବାର ବିଜେ ହୋଇଛି ୫୦ରୁ ଊର୍ଦ୍ଧ୍ୱ ବିମାନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଛି ବହୁ ପୁରାତନ ପ୍ରସିଦ୍ଧ ରାମ ରହିମ ମେଳନ। ଅଗରପଡା ଅଞ୍ଚଳର ହିନ୍ଦୁ ମୁସଲିମ ଉଭୟ…
ରଙ୍ଗର ପର୍ବ ହୋଲି ପାଇଁ ସହର ଚଳଚଞ୍ଚଳ
ବଲାଙ୍ଗୀର ୧୫।୩(ସୁନୀଲ ମହାନ୍ତି): ଆନନ୍ଦ ଉଲ୍ଲାସ ଓ ଭାଇଚାରାର ଅନ୍ୟତମ ପର୍ବ ହୋଲି ପାଇଁ ସମଗ୍ର ବଲାଙ୍ଗୀର ସହର ଚଳ ଚଞ୍ଚଳ ହୋଇ ଉଠିଛି। ପବିତ୍ର ହୋଲି ଉସର୍ବକୁ ଧୂମଧlମରେ ପାଳନ କରୁଛନ୍ତି। ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏହାର ଝଲକ…
ପୂରଣ ହେଲା ଫିରିଙ୍ଗିଆ ଅଞ୍ଚଳ ବାସୀଙ୍କ ଦାବି, ଶେଷରେ ଫିରିଙ୍ଗିଆରେ ଉଦଘାଟିତ ହେଲା ନୂଆ ପେଟ୍ରୋଲ ପମ୍ପ
ଫିରିଙ୍ଗିଆ,୧୫।୩(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ଦିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ଅଞ୍ଚଳରେ ଅନେକ ଗାଡିମଟର ରହିଥିବା ବେଳେ ପେଟ୍ରୋଲ ପାଇଁ ଲୋକେ ନାହିଁନଥିବା ଅସୁବିଧା ର…
ପାଟଣା ବିଧାୟକ ଅଖିଳ ନାଏକ ଖେଳିଲେ ହୋଲି: କାମନା କଲେ ଅଞ୍ଚଳ ବାସୀଙ୍କ ସୁଖ ଶାନ୍ତି ସମୃଦ୍ଧି
ପାଟଣା ୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ହୋଲି ପର୍ବ ପାଇଁ ଶନିବାର ଉତ୍ସବମୁଖର ହୋଇଉଠିଛି। ଦିନ ୧୨ଟା ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଇଁ ସର୍ବତ୍ର ଉତ୍ସବ ମୁଖହୋଇପଡ଼ିଛି। ପରସ୍ପର ମଧ୍ୟରେ ଶୁଭେଛା ଆଦାନ…
ରଙ୍ଗର ପର୍ବ ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ…
ରାଇକିଆରେ ଭାଇଚାରାର ପର୍ବ ହୋଲି : ପରସ୍ପରକୁ ରଙ୍ଗ ଲଗାଇ ମିଠା ବାଣ୍ଟିଲେ
ରାଇକିଆ,୧୫।୩(ପ୍ରଦୀପ ବେହେରା): ହୋଲି ଅବସରରେ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ରଙ୍ଗର ଆସର ଦେଖିବାକୁ ମିଳିଛି। ଲୋକେ ପରସ୍ପରକୁ ରଙ୍ଗ ଲଗାଇ ମିଠା, ପଣା ବାଣ୍ଟି ଅଭିନନ୍ଦନ ଜଣାଇଛନ୍ତି। ପିଲାଠାରୁ ଯୁବକ, ଯୁବତୀ ସବୁ ପରସ୍ପରକୁ ରଙ୍ଗ ଲଗାଇ…
କଞ୍ଚା ଲଙ୍କା ଠାରୁ ଆରମ୍ଭ କରି ଶୁଖିଲା ଲଙ୍କା, କାହିଁକି ଏତେ ରାଗ ହୋଇଥାଏ?
ରୋଷେଇ ପାଇଁ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଏକ ଅତ୍ୟାବଶ୍ୟକ ମସଲା। ଏହା ବିନା ଖାଦ୍ୟ ସ୍ବାଦହୀନ ଲାଗେ। ଅତି କମରେ ଭାରତୀୟମାନେ ସେମାନଙ୍କ ଦୈନନ୍ଦିନ ଖାଦ୍ୟରେ ଲଙ୍କା ବହୁଳ ଭାବରେ ବ୍ୟବହାର କରନ୍ତି। ଦକ୍ଷିଣ ଭାରତରେ ଲାଲ ଲଙ୍କା ବହୁତ…
ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ଭଦ୍ରକ, ୧୫।୩(ସନାତନ ରାଉତ): ଭଦ୍ରକ ଜିଲାର ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳି ଯାଇଛି l ରାତି ୮ ଟାରେ ଚରମ୍ପା ବରାଳପୋଖରୀ ଗ୍ରାମର ବୁଦ୍ଧିରାମ ମୁଣ୍ଡାଙ୍କର ୨ବଖରା ଘର ସହ ଆସବାବ…
ଶିକାର କରିବାକୁ ଯାଇଥିଲେ ନିଜ ବନ୍ଧୁକରେ ଗଲା ଜୀବନ
ଗଜପତି,୧୫।୩(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ। ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର…
Archives


