ଦୁର୍ଗମ ଅଞ୍ଚଳରେ ବିଡିଓ: ସମସ୍ୟା ବୁଝିଲେ, ସମାଧାନର ପ୍ରତିଶୃତି ଦେଲେ
ରାଇକିଆ,୧୫।୩(ପ୍ରଦୀପ ବେହେରା): ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟର ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ – ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ…
Googleର ବଡ଼ ଘୋଷଣା, ବନ୍ଦ ହୋଇଯିବ Google Assistant
ନୂଆଦିଲ୍ଲୀ,୧୫।୩: Google ନେଲା ବଡ଼ ନିଷ୍ପତ୍ତି। ବନ୍ଦ ହୋଇଯିବ ଗୁଗଲ ଆସିଷ୍ଟାଣ୍ଟ। ଏହି ବର୍ଷ ଶେଷ ସୁଦ୍ଧା ଗୁଗୁଲ ଆସିଷ୍ଟାଣ୍ଟ ବନ୍ଦ ହୋଇଯିବ। କମ୍ପାନୀ କହିଛି ଯେ ବର୍ଷର ଶେଷ ସୁଦ୍ଧା ଅଧିକାଂଶ ମୋବାଇଲ ଡିଭାଇସ ଜେମିନିକୁ ଅପଗ୍ରେଡ ହେବ ଏବଂ…
୪୧ଦେଶ ଉପରେ ପ୍ରତିବନ୍ଧକ ଲଗେଇଲେ ଟ୍ରମ୍ପ, ଲିଷ୍ଟରେ ଅଛି କି ଭାରତ ନାଁ?
ଓ୍ବାଶିଂଟନ୍,୧୫।୩: ଆମେରିକାର ଟ୍ରମ୍ପ ପ୍ରଶାସନ ଖୁବ ଶୀଘ୍ର 41ଟି ଦେଶ ବିରୋଧରେ କଠୋର କଟକଣା ଲାଗୁ କରିବାକୁ ବିଚାର କରୁଛି। ନ୍ୟୁଜ ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏକ ଆଭ୍ୟନ୍ତରୀଣ ମେମୋ ଡଜନ ଡଜନ ଦେଶର ନାଗରିକଙ୍କ ଉପରେ ଯାତ୍ରା…
ଶୁଦ୍ଧିକ୍ରିୟା ପାଇଁ ଯାଉଥିବାବେଳେ ଆଖିବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ : ମା’,ବାପା ପୁଅ ମୃତ
କେନ୍ଦୁଝର,୧୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ହୋଲି ଧୁମଧାମରେ ପାଳନ ହୋଇଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣାଘଟିଛି। ଶନିବାର ସକାଳେ ଚମ୍ପୁଆ ଥାନା ରଜିଆ ଛକ ନିକଟରେ ଏକ ଟ୍ରକଧକ୍କାରେ ବାଇକ୍ରେ ଯାଉଥିବା ଗୋଟିଏ ପରିବାରର ତିନି…
ତେଜରାତି ଦୋକାନରେ ବିଦେଶୀ ମଦ ରଖି ବିକୁଥିଲେ, ଧରିଲା ପୋଲିସ
ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଢିପସାହିର ଦୟାନିଧି ମୁଦୁଲିଙ୍କ ପୁଅ ସଞ୍ଜୟ ମୁଦୁଲି ଏକ ତେଜରାତି ଦୋକାନ…
ନବୀନଙ୍କ ପରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ହେବ କି ବଡ଼ ଡିଲ୍! ରାଜନୀତିରେ ଚହଳ
ଭୁବନେଶ୍ୱର,୧୫।୩: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ସିଏମ। ଏହାପୂର୍ବରୁ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ। ଚର୍ଚ୍ଚା ହେଉଥିଲା କି, ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ…
ୟୁକ୍ରେନ ପାଇଁ ପୁଟିନଙ୍କୁ ଅନୁରୋଧ କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଏବଂ ୟୁକ୍ରେନୀୟ ସୈନିକଙ୍କ ଜୀବନ ରକ୍ଷା କରିବା ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ ତାଙ୍କ…
‘ଯେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ମୋତେ ଭେଟିବାକୁ ଆସିଥିଲେ’ ଟ୍ରମ୍ପଙ୍କ ବୟାନକୁ ନେଇ…
ଓ୍ବାଶିଂଟନ୍,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଚାହୁଁ ନାହାଁନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱ ନେତାମାନେ ତାଙ୍କୁ ଭେଟି ୱାଶିଂଟନରେ ଫେଡେରାଲ କୋଠା ନିକଟରେ ନିର୍ମିତ ତମ୍ବୁ ଏବଂ କାନ୍ଥ ଦେଖନ୍ତୁ।…
Train Hijack: ୨୧୪ ଜଣଙ୍କୁ ହାଣିଦେଲେ ଆତଙ୍କବାଦୀ! ବଡ଼ ଖୁଲାସା
ଇସଲାମବାଦ,୧୫।୩: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍ ଘଟଣାକୁ ଚାରି ଦିନ ବିତିଗଲାଣି, କିନ୍ତୁ ଏହାର ଅସଲ ସତ ପ୍ରକାଶ କରାଯାଇ ନାହିଁ। ପାକିସ୍ତାନ ସେନା ଗୋଟିଏ ଦିନ ପୂର୍ବରୁ ଅପରେସନ ସମାପ୍ତ କରି ସମସ୍ତ ବନ୍ଧକଙ୍କୁ ମୁକ୍ତ କରିଥିବା ଦାବି କରୁଥିବା…
ସ୍ତ୍ରୀଙ୍କୁ ମାରି ରାତିସାରା ମୃତଦେହ ପାଖରେ ଜଗି ରହିଲେ ସ୍ବାମୀ
ବାରିପଦା,୧୫।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ନିତିଦିନ ନରହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି । ଶୁକ୍ରବାର ଦିନବେଳା ବାରିପଦା ସହରରେ ଘରେ ପଶି ନିର୍ମମ ହତ୍ୟା ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଅନ୍ୟ ଏକ ହତ୍ୟା ଘଟଣା ଜିଲାରେ…
ରଙ୍ଗର ପର୍ବ ହୋଲିରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର,…
Love Jihad Case: ମୁସଲମାନ ପ୍ରେମିକଙ୍କ ପ୍ରେମରେ ପଡ଼ିଲେ ହିନ୍ଦୁ ଯୁବତୀ, ହତ୍ୟା କରି ଫିଙ୍ଗିଦେଲେ, ସମ୍ପୂର୍ଣ୍ଣ ଖବର ପଢିଲେ ଛାତି ଥରିଉଠିବ
ବେଙ୍ଗାଲୁରୁ,୧୫।୩: କର୍ନାଟକର ହାଭେରୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପୁଣିଥରେ ରାଜ୍ୟରେ ଲଭ ଜିହାଦର ପ୍ରସଙ୍ଗ ଉଠାଇଛି। ମସୁର ଗାଁର ୨୩ ବର୍ଷୀୟା ସ୍ବାତୀ ରମେଶ ବ୍ୟାଡାଗୀଙ୍କୁ ତାଙ୍କ ମୁସଲମାନ ପ୍ରେମିକ ନୟାଜ ଏବଂ ତାଙ୍କ ଦୁଇ…
Archives


