ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଅଳଙ୍କାର ମଧ୍ୟରୁ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଳଙ୍କାର ପୋଲିସ ସୋମବାର ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାପରେ ସନ୍ଧ୍ୟାରେ ମନ୍ଦିର କର୍ମକର୍ତ୍ତାଙ୍କୁ ଉଦ୍ଧାର ଅଳଙ୍କାର ହସ୍ତାନ୍ତର…
ଧରିତ୍ରୀରେ ଖବର ପ୍ରକାଶ ପାଇବା ଚେତିଲା ପରେ ପ୍ରଶାସନ: ସଫେଇ ଆରମ୍ଭ
ଦାରିଙ୍ଗବାଡି,୬।୫ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିରେ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ ଗୁଡିକ ସଫେଇ କରାଯାଉନଥିବାରୁ ବର୍ଷା ଜଳରେ ଅଳିଆ ଆବର୍ଜନା, ପ୍ଲାଷ୍ଟିକ, ଅଇଁଠାଖଲିପତ୍ର ସବୁ ଭାଷି ଆସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭର୍ତ୍ତି…
ଏଇ ଭାରତରେ
ଗ୍ରୀଷ୍ମ ଲହରିରେ ପଶୁପକ୍ଷୀ ପାଣି ବିନା ଡହଳବିକଳ ହେଉଛନ୍ତି ଓ ଖାଦ୍ୟ ପାଇପାରୁନାହାନ୍ତି। ଫଳରେ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି ଓ ଅନେକ କ୍ଷେତ୍ରରେ ସେମାନଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ରାଜସ୍ଥାନରେ ଏଭଳି ଜଳ ଓ ଖାଦ୍ୟ ସଙ୍କଟ ଦୂର କରି ପ୍ରାଣୀଙ୍କ…
ଠିଆ ଖିଆ, ମାଗି ଖିଆ
ମଣିଷ ଯେଉଁ ଦିନରୁ ସାମାଜିକ ପ୍ରାଣୀ ଭାବରେ ଗଣା ହେଲା, ସେହିଦିନଠାରୁ ତା’ର ଏକ ନିର୍ଦ୍ଦିଷ୍ଟ ପ୍ରଥା, ପରମ୍ପରା ଓ ଚଳଣି ସୃଷ୍ଟି ହେଲା। ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏକତ୍ର ବସି ଏକ ନିର୍ଦ୍ଦିଷ୍ଟ ସମୟରେ ଭୋଜନ କରିବା ଧାରା…
କାରାଗାର ଏବେ ଅଣନିଃଶ୍ୱାସୀ
ଭାରତୀୟ କାରାଗାରଗୁଡିକ ଏବେ ଅଣନିଶ୍ୱାସୀ। ଏହା ହିଁ ବାସ୍ତବତା, ଯାହା ସରକାରୀ ତଥ୍ୟ ଉପରେ ପର୍ଯ୍ୟବସିତ। ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ଅପରାଧୀଙ୍କ ସଂଖ୍ୟା ବଢ଼ୁଛି। ବିଡମ୍ବନାର ବିଷୟ, ସେହି ଅନୁସାରେ କାରାଗାର ସଂଖ୍ୟା କିମ୍ବା ଏହାର ଅନ୍ତେବାସୀ ଆସନ…
ୟେମେନ୍ ବନ୍ଦରରେ ଇସ୍ରାଏଲ୍ର ବୋମାମାଡ଼
ସାନା,୬ା୫: ହୁଟି ଆତଙ୍କବାଦୀ ଇସ୍ରାଏଲ୍ର ତେଲ୍ ଆଭିଭ୍ସ୍ଥିତ ବେନ୍ ଗୁରିଅନ୍ ଏୟାରପୋର୍ଟ ନିକଟରେ ମିଶାଇଲ୍ ମାଡ଼ କରିବାର ଦିନକ ପରେ ଇସ୍ରାଏଲୀ ସେନା ଏହାର ପ୍ରତିଶୋଧ ନେଇଛି। ଇସ୍ରାଏଲ୍ ପକ୍ଷରୁ ସୋମବାର ସନ୍ଧ୍ୟାରେ ୟେମେନ୍ର ହୋଦେଇଦାହ ବନ୍ଦରକୁ ଟାର୍ଗେଟ କରି ୩୦ଟି ଯୁଦ୍ଧବିମାନରୁ…
ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ
ରାୟଗଡ଼ା,୫।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଉଠିଛନ୍ତି। ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ୩ ଟିଫିନ୍ ବୋମା ଓ ଏକ ପ୍ରେସର ବୋମାକୁ ସୋମବାର ଜିଲା ପୋଲିସ ନିଷ୍କ୍ରିୟ କରିଛି।…
ଓଏସଏସସି ବାତିଲ କଲା ପରୀକ୍ଷା, ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା
ଭୁବନେଶ୍ୱର,୫।୫: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ସୋମବାର ଏପ୍ରିଲ ୨୭ରେ ଅନୁଷ୍ଠିତ ମିଳିତ ନିଯୁକ୍ତି ପରୀକ୍ଷା (ସିଆରଇ)କୁ ବାତିଲ କରିଛି। କମିଶନ ଘୋଷଣା କରିଛି ଯେ ସବ-ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ପୁନର୍ବାର ଜୁଲାଇ ୬ରେ ଅନୁଷ୍ଠିତ ହେବ। ଓଏସଏସସି ଏହି…
ଭାରତ ସହ ଉତ୍ତେଜନା ପାକିସ୍ତାନର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ: ମୁଡିଜ୍
ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ, ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ୍ କହିଛି ଯେ ଭାରତର ଅର୍ଥନୀତି ଏକ ଦୀର୍ଘସ୍ଥାୟୀ ଉତ୍ତେଜନା ସତ୍ତ୍ୱେ ବିଶେଷ ଅସୁବିଧାର ସମ୍ମୁଖୀନ ହେବ ନାହିଁ। ସୋମବାର ପ୍ରକାଶିତ ଏକ ନୋଟରେ ମୁଡିଜ୍ କହିଛି…
ଆଶିଷ ବିଜେଡିର ଜିଲା ସଭାପତି
କେନ୍ଦୁଝର,୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲାର ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ ବିଜୁ ଜନତା ଦଳର ସଭାପତିଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଛାତ୍ର ରାଜନୀତିରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଆଶିଷ…
ସାରା ବିଶ୍ୱକୁ ଦମ୍ ଦେଖାଇଲା ଭାରତ, ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ କରି…
ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ (MIGM)ର ସଫଳତାର ସହ…
ଇଂଲଣ୍ଡ ଟୁରରେ ଯିବ ଭାରତ ଏ’ ଦଳ
ନୂଆଦିଲ୍ଲୀ,୫ା୫: ଆସନ୍ତା ୨୫ ତାରିଖରେ ଭାରତ ଏ’ ଦଳ ଇଂଲଣ୍ଡ ଟୁର କରିବାର ବିଶେଷ ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଦଳ ଘୋଷଣା ହୋଇ ନ ଥିବା ବେଳେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଚିହ୍ନଟ କରିଥିବା ଖେଳାଳିଙ୍କ ଲାଗି ଭାରତୀୟ…
Archives


