Home Left

Operation Sindoor 2.0: ସାନ ଭାଇଙ୍କୁ ବୁଝାଇବାକୁ ଲଣ୍ଡନରୁ ପାକିସ୍ତାନ ପଳାଇ ଆସିଲେ ନଓ୍ବାଜ ସରିଫ, କହିଲେ ଆମେ ଏମିତି ପୋଜିଶନରେ…

ଇସଲାମାବାଦ,୯।୫: ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁରକୁ ଦେଖି ପାକିସ୍ତାନ ଏକ ପ୍ରକାର ଭୟଭୀତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଲଣ୍ଡନରୁ ପାକିସ୍ତାନ ଫେରି ଆସି ବଢୁଥିବା ସଙ୍କଟର…

ଯୁଦ୍ଧ ଭିତରେ ବଡ଼ ଖବର: ଆତ୍ମସମର୍ପଣ କରିବ ପାକିସ୍ତାନ! ଆଊ ମାତ୍ର ୪ଦିନ…

ନୂଆଦିଲ୍ଲୀ,୯।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଆକ୍ରମଣାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଏହି ସମୟ…

‘ଅପରେଶନ ସିନ୍ଦୂର’ଖବରର ଶିରୋନାମାରେ ଥିବା ସୋଫିଆ କୁରେଶୀଙ୍କ ଦରମା କେତେ ଜାଣନ୍ତି କି? 

‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ  କୁରେଶୀ।ସେ କହିଥିଲେ, ୨୨ ଏପ୍ରିଲରେ ପହଲଗାମରେ ଯେଉଁ ଆକ୍ରମଣ ହୋଇଥିଲା ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ବୁଧବାର ଭୋର୍‌ରୁ…

Atom Bomb War: ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ କିଏ ଜିତିବ? ଚମକାଇଲା AIର ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଆଲୋଚନା ସାମ୍ନାକୁ ଆସିଛି ଯେ, ଯଦି ଏହି ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କିଏ ଜିତିବ? ଏକ ସମ୍ପ୍ରତି ପ୍ରକାଶିତ…

Operation Sindoor 2.0: କାଳେ ମୃତ୍ୟୁ ହେବ ଭାବି ଡରି ଗଲେଣି ଇମ୍ରାନ ଖାଁ! କହିଲେ, ‘ମୁକୁଳାଇ ଦିଅ, ଭାରତ ଯଦି…’

ଇସଲାମାବାଦ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ସବୁଠି ଭୟର ବାତାବରଣ ରହିଛି। ଏବେ ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଶୁକ୍ରବାର ପାକିସ୍ତାନର ଏକ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ପାକିସ୍ତାନ…

Operation Sindoor: ଅପରେଶନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଲେ ମୁସଲମାନ ମନ୍ତ୍ରୀ, କହିଲେ ମୋଦି ଯଦି ମୋତେ ଅନୁମତି ଦିଅନ୍ତି…

ବେଙ୍ଗାଲୁରୁ,୯।୫: ପାକିସ୍ତାନର ଆକ୍ରମଣ ଏବଂ ଭାରତର ପ୍ରତିଶୋଧ ମଧ୍ୟରେ, କର୍ନାଟକର ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ଏକ ବଡ଼ ବୟାନ ଦେଇଛନ୍ତି। କର୍ନାଟକ ଗୃହ ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ସମ୍ବାଦ ସଂସ୍ଥା ଏଏନଆଇକୁ କହିଛନ୍ତି ଯେ ମୁଁ ଦେଶ ପାଇଁ…

ଭାରତ-ପାକିସ୍ତାନ ଉତ୍ତେଜନା: LOCରେ ପ୍ରବଳ ଗୁଳିବର୍ଷା, ୧୪ଟି ଟେରିଟୋରିଆଲ ଆର୍ମୀଙ୍କୁ ସକ୍ରିୟ କଲା ଭାରତ

ନୂଆଦିଲ୍ଲୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପାକିସ୍ତାନର ମିସାଇଲ ଓ ଡ୍ରୋନ ଆକ୍ରମଣକୁ ବିଫଳ କରିଛି। ଏହା ସହିତ ଭାରତ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଇନ୍ଫାଣ୍ଟ୍ରୀ…

ଭାରତର ଡ୍ରୋନ୍‌ ଆଟାକ୍‌କୁ କାହିଁକି ରୋକି ପାରିଲା ନାହିଁ ପାକିସ୍ତାନ? ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତର ଶୁଣିଲେ ରୋକି ପାରିବେନି ହସ

ଇସଲାମାବାଦ,୯।୫: ଭାରତର ଅପରେଶନ ‘ସିନ୍ଦୂର’ ଯୋଗୁ ବିଳିବିଳେଇଲାଣି ପାକିସ୍ତାନ। ଗୋଟିଏ ପଟେ ଆବଶ୍ୟକୀୟ ଯୁଦ୍ଧ ଉପକରଣ ନ ଥିଲା ବେଳେ କେବଳ ମୁହଁ ଫୁଟାଣୀ ମାରୁଛି ସେ। ଏପରିକି ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୋଧିତ ପାକିସ୍ତାନ ଗୁରୁବାର ରାତିରେ ଭାରତର ଅନେକ…

ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ବଡ଼ ଖବର: କାଲିଠାରୁ ପେଟ୍ରୋଲ ପମ୍ପରେ UPI ଓ କାର୍ଡ ପେମେଣ୍ଟ ବନ୍ଦ

ନୂଆଦିଲ୍ଲୀ,୯।୫: ଭାରତରେ ଡିଜିଟାଲ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସାଇବର ଠକେଇର ବୃଦ୍ଧି ଏକ ବଡ଼ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ନାଗପୁରରେ ଥିବା ପେଟ୍ରୋଲ ପମ୍ପ ମାଲିକମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମେ ୧୫ ଯାଏ….

ଗୁଜୁରାଟ,୯।୫: ଦେଶରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟରେ ବାଣ ଫୁଟାଇବା ଓ ଡ୍ରୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏହି କଟକଣା ଆସନ୍ତା ୧୫ ତାରିଖ ଯାଏ ଘୋଷଣା ହୋଇଛି ତଥା ବଳବତ୍ତର…

ଓଡ଼ିଶାରେ ହାଇ ଆଲର୍ଟ: ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା

ପୁରୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ବୃଦ୍ଧି ପାଇବା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନର ବିଫଳ ଡ୍ରୋନ ଓ ମିସାଇଲ ଆକ୍ରମଣ ପ୍ରୟାସ ପରେ ରାଜ୍ୟ ସରକାର ଏବଂ ପୁଲିସ ଉଚ୍ଚ ସତର୍କତା…

‘ସମ୍ପୂର୍ଣ୍ଣ କଶ୍ମୀର ଭାରତର’, LIVE TVରେ CNN ହୋଷ୍ଟଙ୍କୁ ସଂଶୋଧନ କଲେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୯।୫: ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଉଭୟଙ୍କ ମଧ୍ୟରେ ଉତ୍ତେଜନା ଶେଷ ହେବାର କୌଣସି ସଙ୍କେତ ଦେଖାଉନାହିଁ। ଏବେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସମୟରେ, ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରାଙ୍କ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri