Home Left

ହିଜାବକୁ ନେଇ ଉଠିଲା ଝଡ଼, ଇରାନରେ ହିଜାବ ଲାଗୁ କରିଥିବା ନେତାଙ୍କ ଝିଅ ଏମିତି ଡ୍ରେସ ପିନ୍ଧିଲେ ଯେ ତାତିଲେ ଲୋକେ

ତେହେରାନ,୨୧।୧୦: ଇରାନରେ ସାଧାରଣ ମୁସଲମାନ ମହିଳାମାନେ ହିଜାବ ନ ପିନ୍ଧିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଜଣେ ବରିଷ୍ଠ ସହାୟକଙ୍କ ଝିଅଙ୍କ ଷ୍ଟ୍ରାପଲେସ ବିବାହ ଗାଉନ ପିନ୍ଧିଥିବାର ଏକ ଭିଡିଓ ଭାଇରାଲ…

ଆମେରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ବଡ଼ ଏଗ୍ରିମେଣ୍ଟ, ଛାନିଆ ହେଲାଣି ଚାଇନା!

ଓ୍ବାଶିଂଟନ,୨୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ଦ୍ୱିପାକ୍ଷିକ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ସୋମବାର ହ୍ବାଇଟ ହାଉସରେ ହୋଇଥିବା ୮.୫ ବିଲିୟନ ଡଲାରର ଚୁକ୍ତିନାମା ଆମେରିକାକୁ ଅଷ୍ଟ୍ରେଲିଆର ବିରଳ ପୃଥିବୀ…

ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି

କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ ବଗି ନାଚିକା। ଗାଁଠାରୁ ପ୍ରାୟ ୬ଶହ ମିଟର ଦୂରରେ ଥିବା କେନ୍ଦୁଗୁଡା ଗାଁ ପାର୍ଶ୍ୱ…

ନାମାଙ୍କନ ଦାଖଲ ପରେ RJD ପ୍ରାର୍ଥୀଙ୍କୁ ଉଠାଇନେଲା ଝାଡ଼ଖଣ୍ଡ ପୋଲିସ, ୨୧ ବର୍ଷ ପୁରୁଣା ମାମଲାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରୋହତାସର ସାସାରାମର ମହାଗଠବନ୍ଧନ ପ୍ରାର୍ଥୀ ସତ୍ୟେନ୍ଦ୍ର ସାହଙ୍କୁ ପୋଲିସ ଗିରଫ କରିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରଜେଡି ପ୍ରାର୍ଥୀ ସତ୍ୟେନ୍ଦ୍ର ସାହ ନାମାଙ୍କନର ଶେଷ ଦିନରେ ପର୍ଚ୍ଚା ଭରିବାକୁ ଆସିଥିଲେ। ନାମାଙ୍କନ…

ବର୍ଷକରେ ୧.୬୦ ଲକ୍ଷ ଛୁଇଁବ ସୁନା, ୨.୨୪ ଲକ୍ଷ ହୋଇପାରେ ରୂପା

ନୂଆଦିଲ୍ଲୀ,୨୦।୧୦: ସୁନାର ଦାମ୍ ନୂଆ ରେକର୍ଡ ଛୁଇଁଛି। ବର୍ତ୍ତମାନ ୧୦ ଗ୍ରାମ୍ ସୁନା ୧,୩୦,୦୦୦ ଟଙ୍କା। ଧନତେରସ୍‌ରେ ୬୦,୦୦୦ କୋଟିରୁ ଅଧିକ ସୁନା-ରୂପା ବିକ୍ରି ହୋଇଛି। ନିବେଶରେ ଲାଭ ମିଳୁଛି। କାରଣ ୨୦୨୦ ଅକ୍ଟୋବରରେ ସୁନା ମୂଲ୍ୟ ୪୭,୦୦୦ ଟଙ୍କା ଥିଲା,…

ପେଟ୍ରୋଲ୍ ପମ୍ପ ନିକଟରୁ ମୋବାଇଲ୍ ଛଡ଼େଇ ନେଉଥିଲେ ବାପ-ପୁଅ, ମାଡ଼ିବସିଲେ ଲୋକେ

ଭୁବନେଶ୍ୱର,୨୦।୧୦: ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ବାପା ଓ ତାଙ୍କ ପୁଅଙ୍କୁ ମୋବାଇଲ୍ ଛଡାଇ ନେଉଥିବା ବେଳେ ମାଡି ବସିଛନ୍ତି ଲୋକେ। ନୂଆଗାଁ ପେଟ୍ରୋଲ୍ ପମ୍ପ ନିକଟରେ ଏହି ଘଟଣା ଘଟିଛି। ଅଜିତ୍ କୁମାର ରାୟ ନାମକ ଜଣେ ବ୍ୟକ୍ତି ବଜାରରେ…

ପୀତବାସ ହତ୍ୟା: ରାଜନେତାଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର,୨୦।୧୦: ଆଇନ୍‌ଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ସହରର ଜଣେ ରାଜନେତାଙ୍କୁ ପୋଲିସ୍ ଉଠାଇ ନେଇଛି। ସେହି ରାଜନେତାଙ୍କ ନାଁରେ ଅନେକ ମାମଲା ରହିଛି। ପୂର୍ବରୁ ପୋଲିସ ଜଣେ କର୍ପୋରେଟର୍, ଜଣେ ଛାତ୍ରନେତା ସହ ୮ ଜଣଙ୍କୁ ଅଟକ ରଖି…

ଦୀପାବଳୀରେ ବେସନ ଲଡୁ ତିଆରି କଲେ ରାହୁଲ ଗାନ୍ଧୀ, ଦୋକାନୀ କହିଲେ ବିବାହ କଲେ ମିଠା ପଠାଇବୁ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦୀପାବଳୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନକୁ ଯାଇ ଇମରତି ଓ ବେସନ ଲଡ୍ଡୁ ତିଆରି କରିଛନ୍ତି। ରାହୁଲ ଏକ ଭିଡିଓ ଏକ୍ସରେ…

ନିହାରଙ୍କ ଡିଜିଟାଲ ଆର୍ଟରେ ମା’କାଳୀଙ୍କ ଅପରୂପ ଚିତ୍ର:ପ୍ରଂଶସା ସାଉଣ୍ଟୁଛନ୍ତି…

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): ଆଜି ପବିତ୍ର ଦୀପାବଳୀ ତଥା ମା’କାଳୀଙ୍କ ପୂଜା ଆଜିର ଦିନରେ ଘରେ ଘରେ ଏହି ପର୍ବ ପାଇଁ ଉତ୍ସବ ମୁଖର ବ୍ୟବସାୟୀ ମାନେ ତାଙ୍କ ଅନୁଷ୍ଠାନରେ ପୂଜାର୍ଚନା କରୁଥିବା ବେକେ ଗାଡି ମୋଟର ପୂଜାର୍ଚନା…

ଦୀପାବଳୀରେ ଆସିଲା ଦୁଃଖଦ ଖବର: ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସୋମବାର ଦୀପାବଳୀ ପାଇଁ ଚାରିଆଡେ ଉତ୍ସବ ମୁଖର ଥିବାବେଳେ ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରୁ ଆସିଛି ଏକ ଦୁଃଖଦ ଖବର। ସହରର ଶମ୍ଭୁନଗର ପଡାସ୍ଥିତ ଏକ ଜମିରୁ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ଗଳିତ…

ଭଞ୍ଜନଗରର ଗର୍ବ: ତାଇକୋଣ୍ଡରେ ସ୍ବର୍ଣ୍ଣ, ରୌପ୍ୟ ବିଜେତା ହେଲେ ଡିଏଭି ଛାତ୍ରୀଛାତ୍ର

ଭଞ୍ଜନଗର,୨୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଡିଏଭି ସ୍କୁଲ ଛାତ୍ରୀଛାତ୍ରମାନେ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡାରେ ଅନୁଷ୍ଠିତ କ୍ଲଷ୍ଟର/ଜେନେରାଲ ଖେଳ – ୨୦୨୫ରେ ଭାଗ ନଇ ତାଇକୋଣ୍ଡରେ ବେଶ ସଫଳତା ପାଇଛନ୍ତି। ଏଥିସହ ବିଦ୍ୟାଳୟକୁ ସାମଗ୍ରିକ ଚ୍ୟାମ୍ପିୟନ ସ୍କୁଲ ଭାବେ ସମ୍ମାନିତ…

କମ ଖର୍ଚ୍ଚରେ ହୋଇପାରିବ କଳିଙ୍ଗା ଘାଟି ବିକଳ୍ପ ରାସ୍ତା : କେବଳ ଲୋଡ଼ା…

ଭଞ୍ଜନଗର,୨୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥର କିଛି ମିଟର ରାସ୍ତା ଗତମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡି ପଡ଼ିଥିଲା। ଏହାପରଠୁ ଉକ୍ତ ରାସ୍ତା ଗମନାଗମନ ପାଇଁ ବନ୍ଦ ଅଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?