Home Left

ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ…

ଓ୍ବାଶିଂଟନ୍‌,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ସେମାନଙ୍କୁ ସେଠାରେ ପ୍ରାୟ ୯ ମାସ ରହିବାକୁ ପଡିଲା।…

ଘର ସମ୍ମୁଖରେ ପଡ଼ି ବୁଜିଦେଲେ ଆଖି

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ ): ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର( ୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ…

୨୨ ବୋତଲ ବିଦେଶୀ ମଦ ଜବତ: ଜଣେ ଗିରଫ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଟୁଟୁ ସେଠୀଙ୍କ ନିକଟରୁ ପୋଲିସ ୨୨ ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ବିନା ଲାଇସେନ୍ସରେ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବା ସହ…

ବ୍ଲକ ଯୋଗାଣ ଅଧିକାରୀ ଲାଞ୍ଚ ନେବା ଭିଡିଓ ଭାଇରାଲ

ପାତ୍ରପୁର, ୧୮ା୩(ଉମା ଚରଣ ନେପାକ): ପାତ୍ରପୁର ବ୍ଲକରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ବଳରାମ ଜେନା ଲାଇସେନ୍ସ ନବୀକରଣ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ସମ୍ପର୍କିତ ଏକ ଭିଡିଓ ଗତ ସୋମବାରଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୀମାନ୍ତ ଗୁଡ଼ିପଦର ପଞ୍ଚାୟତର…

ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ମଙ୍ଗଳବାର ଦେବୀଙ୍କ ଶୀତଳ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ…

ଜଣେ କି ଦୁଇଜଣ ନୁହେଁ, ୧୩ ଖେଳାଳିଙ୍କୁ ବାହାର କରିଦେବ ପଞ୍ଜାବ କିଙ୍ଗ୍ସ; ଏଭଳି ହେବ…

ନୂଆଦିଲ୍ଲୀ,୧୮।୩: ଆଇପିଏଲ୍‌ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଗୋଟିଏ ବି ଖେଳାଳିଙ୍କୁ ରିଟେନ କରି ନ ଥିଲା। ଦଳ ମେଗା ନିଲାମରେ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ପଞ୍ଜାବ ଫ୍ରାଞ୍ଚାଇଜ ମୋଟ ୨୫ ଜଣ ଖେଳାଳିଙ୍କୁ କିଣିଛି। କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ…

ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ: ୩୨ ରୁ ଅଧିକ ଆହତ, ୧୮ ଗୁରୁତର

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକ ଅପ ଭ୍ୟାନ ନଂ.( ଓଡ଼ି ୦୭ଏସି -୩୧୬୫ ) ଓଲଟି ପଡିବାରୁ ୩୨ରୁ ଉଦ୍ଧର୍‌ବ…

ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!

ନୂଆଦିଲ୍ଲୀ,୧୮।୩: ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି ଆଶାକୁ ଅଧିକ ବୃଦ୍ଧି କରିଛି ପୂର୍ବତନ କ୍ରିକେଟର ଏ ବି ଡିଭିଲିୟର୍ସଙ୍କ ପରାମର୍ଶ। ସେ…

କୋରାପୁଟର ନୀଳାବାଡିରେ ଚାଲିଛି ମା ଅଗ୍ନୀଗଙ୍ଗାଙ୍କ ବଡଯାତ୍ରା, ଶେଷ ଦିନରେ ଭୋଗ ହେବ ମାଗୁର ମାଛ

କୋରାପୁଟ,୧୮।୩( ଅମିତାଭ ବେହେରା) କୋରାପୁଟ ଜିଲାର ବନ୍ଦୁଗାଁ ବ୍ଲକର ନିଳାବାଡି ପଞ୍ଚାୟତରେ ବର୍ତମାନ ମା’ ଅଗ୍ନୀଗଙ୍ଗା ମାଙ୍କ ଚାଲିଛି ବଡ ଯାତ୍ରା। ଏଥିପାଇଁ ଏହି ଅଞ୍ଚଳ ଏକ ପ୍ରକାଣ ଚଳଚଞ୍ଚଳ ହୋଇଛି। ଚଳିତ ମାସ ୮ରୁ ଆରମ୍ଭ ହୋଇଥିବା ମା’ ଅଗ୍ନୀଗଙ୍ଗାଙ୍କ…

ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ବିଦାୟ ଏବଂ ନବ ନିଯୁକ୍ତ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଗପହଣ୍ଡି ସ୍ଥିତ ଏକ…

ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୪୫୦ ଲିଟର ଦେଶୀମଦ ସହ କାର ଜବତ, ଜଣେ ଗିରଫ

ଖଲ୍ଲିକୋଟ,୧୯।୩( ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୪୫୦ ଲିଟର ଦେଶୀମଦ ସହ ଗୋଟିଏ କାରକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ…

ଷ୍ଟୁପିଡ! ଷ୍ଟୁପିଡ! ଷ୍ଟୁପିଡ!, ଗାଭାସ୍କରଙ୍କୁ କପି କଲେ ପନ୍ତ, ରାଗିଗଲେ ପ୍ରଶଂସକ

ନୂଆଦିଲ୍ଲୀ,୧୮।୩: କିଛି ସମୟ ପୂର୍ବରୁ, ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା, ଯେଉଁଠାରେ ମ୍ୟାଚର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭୁଲ ସଟ ଖେଳି ରିଷଭ ପନ୍ତ ଆଉଟ ହୋଇଥିଲେ। ସୁନୀଲ ଗାଭାସ୍କରଙ୍କ କ୍ରିକେଟ ପ୍ରତି ପ୍ରେମ ଲୁଚି ରହିନାହିଁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri