ମହାନଦୀ ଶାଖା ନଦୀର ପ୍ରଦୂଷଣ ସ୍ତର ଗମ୍ଭୀର, ଗାଧୋଇବା ପାଇଁ ନୁହେଁ ଉପଯୁକ୍ତ
ଭୁବନେଶ୍ୱର,୧୬।୫: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି), ଓଡ଼ିଶା, ମହାନଦୀ ନଦୀର ଏକ ଶାଖା ଜୀରା ନଦୀରେ ବିପଦଜନକ ସ୍ତରରେ ପ୍ରଦୂଷଣ ହେଉଥିବା ନେଇ ଚେତାବନୀ ଜାରି କରିଛି। ଏସପିସିବି ଜାତୀୟ ହରିତ ଅଧିକରଣ (ଏନଜିଟି)କୁ ଦାଖଲ କରିଥିବା ଏକ ଶପଥପତ୍ରରେ…
ଆଇପିଏଲ୍ ପ୍ଲେଅଫ ମିସ କରିବେ ଦକ୍ଷିଣ ଆଫ୍ରିକାର ଏହି ପ୍ରମୁଖ ଖେଳାଳି
ଜୋହାନ୍ସବର୍ଗ,୧୫ା୫: ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଆଇପିଏଲ୍ ଫ୍ଲେଅଫ୍ ମିସ କରିବେ। କାରଣ ସେମାନଙ୍କୁ ୨୬ ତାରିଖ ସୁଦ୍ଧା ଛାଡ଼ିବା ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ସମସ୍ତ…
ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ
ନୂଆଦିଲ୍ଲୀ,୧୫।୫: ଭାରତରେ ବୟକଟ ତୁର୍କୀର ଟ୍ରେଣ୍ଡ ଚାଲିଥିବା ବେଳେ ଗୁରୁବାର ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ ପୁଣିଥରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ପୋଷ୍ଟକୁ ରି-ପୋଷ୍ଟ କରି…
୫୦୦ କୋଟି ଟଙ୍କାର ବାଙ୍କେ ବିହାରୀ କରିଡର ଯୋଜନାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଲେ
ନୂଆଦିଲ୍ଲୀ,୧୫ା୫: ସୁପ୍ରିମକୋର୍ଟ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କ ୫୦୦ କୋଟି ଟଙ୍କାର ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ଅଧୀନରେ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ନିକଟରେ ୫ ଏକର ଜମି କ୍ରୟ ପାଇଁ…
ପୁଣି କଟିଲା ଟ୍ରମ୍ପଙ୍କ ନାକ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଲେ କହିଦେଲେ ବଡ଼ କଥା
ନୂଆଦିଲ୍ଲୀ,୧୫ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିକୁ ୧୮ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ଗୁରୁବାର (୧୫ ମେ) ଏହି ଘୋଷଣାର ପୁଷ୍ଟି କରିଛନ୍ତି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ…
ବେଆଇନ ମଦ କାରବାର: ଚଢାଉ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ, ଭାଙ୍ଗିଲା ଗାଡ଼ି
ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ଗୁରୁବାର ସାରେ ବେଆଇନ ମଦ କାରବାର ନେଇ ଚଢାଉ ସମୟରେ ଅବକାରୀ ବିଭାଗର ଏକ ଟିମ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ ଅବକାରୀ କନଷ୍ଟେବଳ ରାଜେଶ ରାଉତ…
ସାଙ୍ଗ ହୋଇ ଖେଳୁ ଥିଲେ: ହେଲା ବଜ୍ରପାତ
ପାଇକମାଳ,୧୫।୫(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ ପୁରେନା ଗ୍ରାମରେ ଗୁରୁବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତ ଧରୁଆ (୮)। ଗୁରୁବାର ଅପରାହ୍ନ ୩ଟାରେ ପୁରେନା ଗ୍ରାମର ରଞ୍ଜିତଙ୍କ ସମେତ ଓ ସନୋ ଦନସନା…
ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!
ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ସରକାରୀ ସୂତ୍ରଗୁଡ଼ିକ ଗୁରୁବାର (୧୫ ମଇ, ୨୦୨୫) ଏହି…
ବାପାଙ୍କ ଦଶାହ କାର୍ଡ ବାଣ୍ଟିବାକୁ ଯାଇଥିଲେ: ଘରକୁ ଫେରିବା ବେଳେ ଧକ୍କା ଦେଲା କାର୍, ଆଉ ତା’ପରେ…
ବରପାଲି,୧୫।୫(ଚିତ୍ତରଞ୍ଜନ ସାହୁ): ବାପାଙ୍କ ଦଶାହ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିବା ବେଳେ ବରପାଲି ନିକଟ ମହଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ ବାଇକ୍କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୁ ସା(୩୫)।…
ସ୍ତ୍ରୀ’ ମୃତ୍ୟୁପରେ ପୁଅ-ଝିଅଙ୍କୁ ବିଷ ପିଆଇ ଶେଷରେ ନିଜେ ଜୀବନ ହାରିଲେ ବ୍ୟକ୍ତି
ପାରଳାଖେମୁଣ୍ଡି,୧୫ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ପୁଅଝିଅଙ୍କୁ ବିଷ ଦେଇ ମାରିଥିବା ବାପା ଶୁଭାଶିଷ ପାଣିଗ୍ରାହୀ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଛନ୍ତି। ଗତ ମାର୍ଚ୍ଚ ୨୧ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀଙ୍କ ସନ୍ଦେଜନକ ମୃତ୍ୟୁ…
୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ନୂଆପଡ଼ା,୧୫ା୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ସିଳଭା ଗାଁରେ ୨୦୧୭ ଜାନୁଆରୀ ୧୫ରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। କପିଲ ଶବର (୫୦) ଓ ଅନ୍ୟ ଏକ ପରିବାରର ୫ ଜଣ…
ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର
ନୂଆଦିଲ୍ଲୀ,୧୫ା୫: ଇଂଲଣ୍ଡର ବିସ୍ଫୋରକ ଉଇକେଟକିପର ବ୍ୟାଟର ଜସ ବଟଲର ଗୁଜରାଟ ଟାଇଟନ୍ସ (ଜିଟି) ଲାଗି ଅନ୍ତିମ ୩ ଲିଗ୍ ମ୍ୟାଚ୍ରେ ଖେଳିବେ। ହେଲେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଟି୨୦ ସିରିଜ୍ ଖେଳିବାକୁ ଥିବାରୁ ସେ ପ୍ଲେଅଫ୍ସ ମ୍ୟାଚ୍ ଲାଗି ଉପଲବ୍ଧ ରହିବେ…
Archives


