ମହିଳାଙ୍କ ହେଉଥିଲା ପ୍ରସବ ଯନ୍ତ୍ରଣା, ନଦୀରେ ପାଣି ବଢ଼ିଯିବାରୁ ଘଟିଲା..

ଗଜପତି,୨୭/୧୦(ଗିରିଧାରୀ ପରିଛା): ବାଦପୁର ନଦୀ ପାର କରି ଗର୍ଭବତୀ ମହିଳା ଓ 2 ଶିଶୁଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ l ଏଥିସହ ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି l ଗଜପତି ଜିଲା ଆର.ଉଦୟଗିରି ବ୍ଲକ ପୁରୁଣାପାଣି ବାଦପୁର ଗାଁର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ତାଙ୍କୁ ଉଦ୍ଧାର କରି ମା’ ଗୃହକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା l ତେବେ ଘୋଡ଼ାହାଡ଼ ନଦୀରେ ପାଣି ବଢ଼ିବାରୁ ଗର୍ଭବତୀ ମହିଳାଙ୍କୁ ନେଇ ଆସି ପାରୁ ନ ଥିଲେ ଅଙ୍ଗନବାଡି ଓ ଆଶାକର୍ମୀ l
ଖବର ପାଇ ଆର.ଉଦୟଗିରି ବିଡ଼ିଓ ଲୋରିମାନ ଖରସେଲ ଓ ସିଡିପିଓ ଲଳିତା ପୂଜାରୀ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ବାଦପୁର ନଦୀରେ ପହଞ୍ଚିଥିଲେ l ଜିଲା ଅଗ୍ନିଶମ ଅଧିକାରୀ ଧୀରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଆର. ଉଦୟଗିରି ଅଗ୍ନିଶମ କର୍ମଚାରୀ, ବିଡ଼ିଓଙ୍କ ଉପସ୍ଥିତରେ ମୋଟର ବୋଟ ସହାୟତାରେ ନଦୀ ପାର ହୋଇଥିଲେ l ଏହାପରେ ଗର୍ଭବତୀ ମହିଳା, ୨ ଜଣ ଶିଶୁ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀଙ୍କୁ ଉଦ୍ଧାର କରିଛନ୍ତି l ଉଦ୍ଧାର ପରେ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ଅଣାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ମହମ୍ମଦ ଶାମି: ଜାଣନ୍ତୁ କେତେ କୋଟିର ମାଲିକ ଏହି ଷ୍ଟାର୍‌ ପେସର୍‌

ନୂଆଦିଲ୍ଲୀ,୭।୧୧:ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଭାରତୀୟ ଟେଷ୍ଟ ଦଳକୁ ଫେରିବା…

ଦିନିକିଆ କ୍ରିକେଟ ଇତିହାସରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ କମ ସ୍କୋର; ଗୁରନୁର ବ୍ରାରଙ୍କ ଘାତକ ବୋଲିଂ

ନୂଆଦିଲ୍ଲୀ,୭।୧୧: ଟେଷ୍ଟ ମ୍ୟାଚ ଶୈଳୀରେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୧୩୪ ରନ ସଂଗ୍ରହ କରିଛି। ବର୍ଷା କାରଣରୁ ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା ଏବଂ ପରବର୍ତ୍ତୀ…

IND vs NZ 2nd ODI: ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ; ୧୩୪ ରନରେ ଅଲଆଉଟ ହେଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ବୋଲିଂ ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୧୩୪ ରନରେ ଅଲଆଉଟ କରିଦେଇଛି, ଫଳରେ ଭାରତକୁ…

କମାଲ୍‌ କଲେ ଗୁରନୁର: ଗୋଟିଏ ଓଭରରେ ଦେଲେ ଡବଲ ଝଟକା, ଚାପରେ ନ୍ୟୁଜିଲାଣ୍ଡ

ୱେଲିଂଟନ,୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଧିନାୟକ ଶୁଭମନ ଗିଲ ଟସ…

ନ୍ୟୁଜିଲାଣ୍ଡରେ ଗୌତମ ଗମ୍ଭୀରଙ୍କ ‘ବୁଲେଟପ୍ରୁଫ’ ପ୍ଲାନ୍‌ ସଫଳ: ସମାଲୋଚକଙ୍କୁ କଡ଼ା ଜବାବ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବେ ଚର୍ଚ୍ଚାରେ। ଟିମ ମ୍ୟାନେଜମେଣ୍ଟର ନୂଆ ରଣନୀତି ଯୋଗୁ ଅଭିଜ୍ଞ…

କଣ୍ଟାମାଳ ବିଡିଓ ନିଲମ୍ବିତ

କଣ୍ଟାମାଳ,୭ା୧୧: ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ…

୬ ବର୍ଷରେ ନିବେଶକଙ୍କ ସବୁଠୁ ଲାଭଦାୟକ ସପ୍ତାହ

ମୁମ୍ବାଇ,୭ା୧୧: ବୈଶ୍ୱିକ ସ୍ତରରେ ପୁଞ୍ଜିବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଶେୟାର ବଜାରର ସାମ୍ପ୍ରତିକ ସ୍ଥିତି ଉତ୍ତମ ରହିଛି। ଚଳିତ ସପ୍ତାହରେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ…

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?