ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଇଁ ପଦଯାତ୍ରା: ଆଜିଠୁ ଆରମ୍ଭ ହୋଇ ଏହି ଦିନ ଯାଏ ଚାଲିବ
ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହି ଦୁର୍ନୀତି ସଚେତନତା ସପ୍ତାହ ପାଳନ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨…
ମାସୁଦ ଆଝାରଙ୍କ ସାଂଘାତିକ ଅଡିଓ ଆସିଲା ସାମ୍ନାକୁ, ଭାରତ ବିରୋଧରେ ବୁଣୁଛନ୍ତି ବିଷ
ଇସଲାମାବାଦ,୨୭।୧୦: ଅକ୍ଟୋବର ୯ରୁ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ପ୍ରଥମ ଥର ପାଇଁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମହିଳା ବ୍ରିଗେଡର କାର୍ଯ୍ୟ ପ୍ରଣାଳୀର ପର୍ଦ୍ଦାଫାସ କରିଛି। ଏବେ, ଏହି ସିରିଜରେ, ଗତ ସପ୍ତାହରେ ବାହାବଲପୁରର ମର୍କଜ ଉସମାନ ଓ…
ବିପଦରେ ଦାରିଙ୍ଗବାଡି-ସୋରଡ଼ା ଘାଟି: ଚିନ୍ତା ବଢାଉଛି ମୋନ୍ଥା
ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ )-ସାମୁଦ୍ରିକ ଝଡ଼ ତଥା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ଦାରିଙ୍ଗବାଡି ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ତେବେ କନ୍ଧମାଳ ଜିଲାରେ ମଙ୍ଗଳବାର ଏହାର ପ୍ରଭାବ ଅଧିକା ରହିବ ବୋଲି…
ଖୋଲିଲା ମାଛକୁଣ୍ଡ ଜଳ ଭଣ୍ଡାରର ଗେଟ୍
କୋରାପୁଟ,୨୭।୧୦: କୋରାପୁଟ ଜିଲା ଲମତାପୁଟ ମାଛକୁଣ୍ଡ ଜଳ ଭଣ୍ଡାରର ୬ଟି ଗେଟ୍ ଖୋଲିଛି। ଜଳ ଭଣ୍ଡାରରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମାଛକୁଣ୍ଡ ଡି ଡ୍ୟାମରୁ ମଧ୍ୟ ୨ ଟି ଗେଟ ଦେଇ ଜଳ ନିଷ୍କାସନ ହେୁଥିବା ସୂଚନା…
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୧୨ ରାଜ୍ୟରେ ହେବ SIR
ନୂଆଦିଲ୍ଲୀ,୨୭।୧୦: ଭାରତର ନିର୍ବାଚନ କମିଶନ (ଇସିଆଇ) ଦେଶବ୍ୟାପୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାରରେ SIRର ସଫଳ କାର୍ଯ୍ୟାନ୍ବୟନ ପରେ, SIRର ଦ୍ୱିତୀୟ…
ଭଉଣୀମାନଙ୍କ ଅଶ୍ଳୀଳ AI ଫଟୋ ଦେଖାଇ ବ୍ଲାକମେଲ, ଆତ୍ମହତ୍ୟା କଲେ ଭାଇ
ନୂଆଦିଲ୍ଲୀ,୨୭।୧୦: ହରିୟାଣାର ଫରିଦାବାଦ୍ର ବସେଲୱା କଲୋନୀରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ରାହୁଲ ଭାରତୀ ତାଙ୍କ ତିନି ଭଉଣୀଙ୍କ ଏଆଇ-ଜେନେରେଟେଡ୍ ଅଶ୍ଳୀଳ ଫଟୋ ଓ ଭିଡିଓ ବ୍ଲାକମେଲ ଦେଖି ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ଡିଏଭି କଲେଜର…
ମହିଳାଙ୍କ ହେଉଥିଲା ପ୍ରସବ ଯନ୍ତ୍ରଣା, ନଦୀରେ ପାଣି ବଢ଼ିଯିବାରୁ ଘଟିଲା..
ଗଜପତି,୨୭/୧୦(ଗିରିଧାରୀ ପରିଛା): ବାଦପୁର ନଦୀ ପାର କରି ଗର୍ଭବତୀ ମହିଳା ଓ 2 ଶିଶୁଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ l ଏଥିସହ ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି l ଗଜପତି ଜିଲା ଆର.ଉଦୟଗିରି ବ୍ଲକ ପୁରୁଣାପାଣି…
ପୁଣି ଭାରତ ସହ ବିବାଦ ସୃଷ୍ଟି କଲେ ୟୁନୁସ: ଭାରତର ଏହି ଅଞ୍ଚଳକୁ କହିଲେ ବାଂଲାଦେଶର
ଢାକା,୨୭।୧୦: ବାଂଲାଦେଶର ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ ପୁଣି ଥରେ ଭାରତର ସାର୍ବଭୌମତ୍ୱ ପ୍ରତି ଆହ୍ୱାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନର ମିଳିତ ସେନା ମୁଖ୍ୟ ଜେନେରାଲ୍ ସାହିର୍ ଶମସାଦ୍ ମିର୍ଜାଙ୍କୁ ଏକ ବିବାଦୀୟ ମାନଚିତ୍ର ଉପହାର ଦେଇଛନ୍ତି,…
ମାତ୍ର ଏତିକି ବଲ୍ରେ ଦ୍ୱିଶତକ ହାସଲ କଲେ ପୃ୍ଥ୍ବୀ ଶ’: ବଡ଼ ରେକର୍ଡ ସୃଷ୍ଟି
ପୁଣେ,୨୭।୧୦: ମହାରାଷ୍ଟ୍ର ପାଇଁ ତାଙ୍କର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ ଖେଳୁଥିବା ପୃ୍ଥ୍ବୀ ଶ’ ସିଜିନର ଦ୍ୱିତୀୟ ମ୍ୟାଚ୍ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଡାହାଣହାତୀ ଓପନର ମାତ୍ର ୧୪୧ ବଲ୍ରେ ତାଙ୍କର ଦ୍ୱିଶତକ ହାସଲ କରିଥିଲେ। ଚଣ୍ଡିଗଡ଼ ବିପକ୍ଷରେ ସେମାନଙ୍କ ଘରୋଇ…
ପେଟରୁ ରକ୍ତସ୍ରାବ ପରେ ICUରେ ଶ୍ରେୟସ ଆୟର, ଶୀଘ୍ର ଭିସା ପାଇଁ ଆବେଦନ କଲେ ବାପା-ମା’
ନୂଆଦିଲ୍ଲୀ,୨୭।୧୦: ଭାରତର ଦିନିକିଆ ଉପ-ଅଧିନାୟକ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଆହତ ହେବା ପରେ ସିଡନୀର ଏକ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU) ରେ ଭର୍ତ୍ତି ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ପଞ୍ଜରା…
ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଏହି ଜିଲାରେ ପଡିବ ବଡ଼ ପ୍ରଭାବ, IMD ଡିଜି କହିଲେ…
ଭୁବନେଶ୍ୱର,୨୭।୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।…
ଏକ୍ସ-ବୟପ୍ରେଣ୍ଡଙ୍କ ସହ ମିଶି ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କଲେ ଗର୍ଲଫ୍ରେଣ୍ଡ: ଗୋଟିଏ ଭୁଲ୍ରୁ ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀର ତିମାରପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମଲାକୁ ଏକ ଦୁର୍ଘଟଣା…

