ବାଇକ୍ ଆଗକୁ ଚାଲିଆସିଲା ବାର୍ହା: ବାପ ମୃତ, ପୁଅ ଆହତ
ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍ ବାଇକ୍ ଆଗରେ ପଶିଗଲା ଏକ ବାର୍ହା । ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ହେଲେ ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।…
IPL 2025: କିଏ ସେହି ପ୍ରିନ୍ସ ଯାଦବ? ଯାହାଙ୍କ ସାମ୍ନାରେ କ୍ଲିନ ବୋଲ୍ଡ ହେଲେ ଟ୍ରାଭିସ ହେଡ
ନୂଆଦିଲ୍ଲୀ,୨୭।୩: IPL ୨୦୨୫ରେ, ଅଜଣା ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ସହିତ ନିଜର ଛାପ ସୃଷ୍ଟି କରୁଛନ୍ତି। ଏବେ ଏହି ତାଲିକାରେ ଦିଲ୍ଲୀର ପ୍ରିନ୍ସ ଯାଦବଙ୍କ ନାମ ମଧ୍ୟ ଯୋଡି ହୋଇଛି। ଘରୋଇ କ୍ରିକେଟରେ ନାମ କମାଇବା ପରେ, ପ୍ରିନ୍ସ ଏବେ ଲକ୍ଷ୍ନୌ…
ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ
ନୂଆଦିଲ୍ଲୀ,୨୭।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ସମୟରେ, ପ୍ରବାସ ବିଲ ଆଜି (୨୭ ମାର୍ଚ୍ଚ) ଲୋକ ସଭାରେ ଗୃହୀତ ହୋଇଛି। ଅନୁପ୍ରବେଶ ଏବଂ ଅବୈଧ ପ୍ରବାସକୁ ରୋକିବା ଲକ୍ଷ୍ୟରେ ଅଣାଯାଇଥିବା ଏହି ବିଲ୍ର ନାମ ହେଉଛି ଇମିଗ୍ରେସନ…
ଭାରତୀୟ ଦଳର କୋଚିଂ ଷ୍ଟାଫ୍ରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୨୭ା୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫରେ କିଛି ବଡ଼ ପରିବର୍ତ୍ତନ କରାଯାଇପାରେ। ଏକ ଜାତୀୟ ହିନ୍ଦୀ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସହାୟକ କୋଚ ଅଭିଷେକ ନାୟର…
WPLରୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି ଯୋଜନା ନ ଥିବା ଆଇପିଏଲ୍ ଚେୟାରମ୍ୟାନ ଅରୁନ ଧୁମାଲ କହିଛନ୍ତି। ବିସିସିଆଇ ସଭାପତି ରୋଜର…
ଇତିହାସ ରଚିଲେ ରୋଶନି ନାଦର, ହେଲେ ବିଶ୍ୱର ୫ମ ଧନୀ ମହିଳା, ଜାଣନ୍ତୁ ତାଙ୍କ ସମ୍ପତ୍ତିର ମୂଲ୍ୟ
ନୂଆଦିଲ୍ଲୀ,୨୭।୩: ସମ୍ପ୍ରତି, HCL ଗ୍ରୁପ ପ୍ରତିଷ୍ଠାତା ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ଦିଲ୍ଲୀରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ସ୍ଥାନାନ୍ତର ୬ ମାର୍ଚ୍ଚ, ୨୦୨୫ରେ ଏକ ଗିଫ୍ଟ…
ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ
ନୂଆଦିଲ୍ଲୀ,୨୭ା୩: ଆସନ୍ତା ୨୮ ତାରିଖରେ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ)ର ହେବାକୁଥିବା ନିର୍ବାଚନକୁ ବୁଧବାର ମହାସଂଘ ବାତିଲ କରିଦେଇଛି। ଇଲେକ୍ଟୋରାଲ କଲେଜରୁ ବାଦ୍ ଦିଆଯାଇଥିବା ନାମକୁ ପୁନଃ ସାମିଲ କରିବା ପାଇଁ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ…
ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର
ଅମରପାଲି, ୨୭/୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦଗୁଦା ଗ୍ରାମରେ ଜଣେ ଦିବ୍ୟାଙ୍ଗଙ୍କ ଘରକୁ ଗୁରୁବାର ଅପରାହ୍ନରେ ଜଣେ ନିଶାଶକ୍ତ ଯୁବକ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗୁଦୁଗୁଦା ଗ୍ରାମର…
Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ
ଶ୍ରୀନଗର,୨୭।୩: ଜମ୍ମୁ-କଶ୍ମୀରର କଠୁଆ ଜିଲାର ରାଜବାଗରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। କଠୁଆର ଜୁଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଅନ୍ୟପକ୍ଷରେ, ରାଜବାଗ ଥାନା ଅନ୍ତର୍ଗତ ଜୁଥାନାର ଆମ୍ବା ନାଲରେ ୫ ଜଣ ସନ୍ଦିଗ୍ଧ…
ବ୍ରିଜ ଉପରେ ଷ୍ଟଣ୍ଟ କରୁଥିଲେ ଯୁବତୀ, ହଠାତ୍ ଖସିଗଲା ହାତ, ଭିଡିଓ ହେଉଛି ଭାଇରାଲ
ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀ କାଠ ପୋଲ ଉପରେ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି। ଏହି ସମୟରେ ହଠାତ୍ ତାଙ୍କ ହାତ ଖସିଯାଇଛି ଏବଂ ସେ ସିଧା ତଳେ ପ୍ରବାହିତ…
ଋଷିମାଳରେ ମହାବାରୁଣୀ ଯାତ୍ରା: ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ
ଦାରିଙ୍ଗବାଡି,୨୭।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପି ଗ୍ରାମ ଅଞ୍ଚଳରେ ଥିବା ପବିତ୍ର ତୀର୍ଥକ୍ଷେତ୍ର ଋଷିମାଳଠାରେ ମହାବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଥମ ଦିନରେ କଳସ ଯାତ୍ରା,ମଣ୍ଡଳାଧୀବାସ, ଅଙ୍କୁରରୋପଣ ଆଦି କରାଯାଇ ଶୁଭାରମ୍ଭ କରାଯାଇଥିଲା। ସନ୍ଧ୍ୟାରେ…
‘ଧରା ହୋଇଥିବା ବାଂଲାଦେଶୀଙ୍କ ପାଖରୁ ମିଳିଲା ପଶ୍ଚିମବଙ୍ଗ ଆଧାର କାର୍ଡ’, ମମତାଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ଶାହା
ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଲୋକ ସଭାରେ ପ୍ରବାସ ଏବଂ ବିଦେଶୀ ବିଲ ୨୦୨୫ ଉପରେ ଭାଷଣ ଦେବା ସମୟରେ ବଙ୍ଗଳା ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ବଙ୍ଗଳାଦେଶ ସରକାର ଭାରତ-ବାଂଲାଦେଶ ସୀମାରେ ବାଡ଼…
Archives


