Home Left

ବଦଳିବ ଲାଲସିଂ ନର୍ସରୀ ଠିକଣା, ୧୦୩ ବର୍ଷ ପରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିବର୍ତ୍ତନ ଯୋଜନା

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସକମାନେ ଗଞ୍ଜାମ ଜିଲା ଭଞ୍ଜନଗର (ଘୁମୁସର)କୁ ଶାସନ କରିବାକୁ ଆସିବା ପରେ ଏଠାରେ ଶିକ୍ଷା, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ୧୮୮୪ ପୂର୍ବରୁ ପଦକ୍ଷେପ ନେଇଥିବାର ପ୍ରମାଣ ଅଛି। ତେଣୁ ଭଞ୍ଜନଗର ଲୋହରାଖଣ୍ଡି ସେତୁ, ଭଞ୍ଜନଗର…

ଦୋକାନକୁ ଆସୁଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଟ୍ରକ୍‌

ଜୁନାଗଡ଼,୨୪ା୫(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ଠାରେ ଶନିବାର ସକାଳେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାମ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି…

ସିବିଏସଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି: ଅନଶନରେ ବସିଲେ ଛାତ୍ରୀଛାତ୍ର

ପଦ୍ମପୁର,୨୪।୫ (ପ୍ରଦୀପ୍ତ ଦାଶ):ସିବିଏସଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପରିଣାମ ଆସିବା ସପ୍ତାହେ ଉପରେ ହେଲାଣି, କିନ୍ତୁ ପଦ୍ମପୁର ଉପଖଣ୍ଡର ୬ଟି ସ୍କୁଲର ଛାତ୍ରୀଛାତ୍ରଙ୍କ ପରିଣାମ ଏଯାଏ ଆସି ନାହିଁ। ସହସ୍ରାଧିକ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ଅନ୍ଧକାର ଘେରରେ ରହିଛି।…

ହଠାତ୍‌ ଦୋହଲିଗଲା ପାକିସ୍ତାନ! ଭାରତ ସହ ମିଶି ତାଲିବାନ କଲା…

ଇସଲାମାବାଦ,୨୪।୫: ପାକିସ୍ତାନ ଏକ ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଭାରତ ଏପ୍ରିଲ ୨୨ରେ ପହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଇଣ୍ଡସ ଜଳ ଚୁକ୍ତି (ଇଣ୍ଡସ ଓାଟର୍ସ ଟ୍ରିଟି)କୁ ସ୍ଥଗିତ ରଖିବା ପରେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ନଦୀ…

ଭାରତୀୟଙ୍କୁ ୮୫ହଜାର ଟଙ୍କା ଦେବେ ଟ୍ରମ୍ପ! ବଡ଼ ଘୋଷଣା…

ଓ୍ବାଶିଂଟନ୍‌,୨୪।୫: ଏବେ ଆମେରିକାରେ ଜନ୍ମ ହେଲେ 100 ଡଲାର ଅର୍ଥାତ 85 ହଜାର ଟଙ୍କା ମିଳିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଟିକସ ବିଲରେ ଏ ବିଷୟରେ କହିଛନ୍ତି। ଏହା ସହିତ, ଆମେରିକାର ହାଉସ ରିପବ୍ଲିକାନମାନେ ମଧ୍ୟ ସେମାନଙ୍କର ଟିକସ…

ଫରେଷ୍ଟଗାର୍ଡଙ୍କୁ ହତ୍ୟା: ସହାୟତା ରାଶି ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୫: ଶିକାରୀ ଗୁଳିରେ ଶନିବାର ଜଣେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ PCCFକୁ…

ମୋ ସ୍ବାମୀ ବିକିନି ପିନ୍ଧି ଅନ୍ୟ ପୁରୁଷଙ୍କ ସହ…ଡାକ୍ତରଙ୍କ ସ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୪।୫: ଉତ୍ତର ପ୍ରଦେଶର ସନ୍ଥ କବୀର ନଗରରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସରକାରୀ ଡାକ୍ତର ନିଜକୁ ଟ୍ରାନ୍ସଜେଣ୍ଡର ଭାବରେ ଉପସ୍ଥାପନ କରିବା ଏବଂ ଅଶ୍ଳୀଳ ଭିଡିଓ ତିଆରି କରି ଅନଲାଇନରେ ବିକ୍ରି କରିବାର…

ଆତ୍ମସମର୍ପଣ କଲେ ୨୪ ମାଓବାଦୀ, ସମସ୍ତଙ୍କ ନାମରେ ହୋଇଥିଲା ପୁରସ୍କାର ରାଶି ଘୋଷଣା

ମାଲକାନଗିରି,୨୪ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ମୋଟ୍‌ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ…

ଆମ୍ବୁଲାନ୍ସ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ଧର୍ମଶାଳା, ୨୪।୫( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, କଟକରୁ ରୋଗୀକୁ ଛାଡି ଆମ୍ବୁଲାନ୍ସଟି ଯାଜପୁର ଦଶରଥପୁର ଅଭିମୁଖେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆଉ ୨ ମାଓବାଦୀ

ମାଲକାନଗିରି,୨୪ା୫: ଝାଡ଼ଖଣ୍ଡରେ ୨ ହାର୍ଡକୋର୍‌ ମାଓବାଦୀଙ୍କୁ ଏନ୍‌କାଉଣ୍ଟର୍‌ କରି ନିହତ କରିଛନ୍ତି। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ଆହତ…

ଜାମିନ ପରେ ବିଜୟ ଶୋଭାଯାତ୍ରାରେ ବାହାରିଲେ ବଳାତ୍କାର ଅଭିଯୁକ୍ତ: ତା’ପରେ ଘଟିଗଲା ଏମିତି…

ବେଙ୍ଗାଲୁରୁ, ୨୪।୫:କର୍ନାଟକର ହାବେରୀ ଜିଲାର ବହୁ ଚର୍ଚ୍ଚିତ ହନାଗଲ ଗଣବଳାତ୍କାର ମାମଲାରେ ୭ ମୁଖ୍ୟ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ୧୬ ମାସ ପରେ ଜେଲରୁ ମୁକୁଳିବା ପରେ ଏହି ଅଭିଯୁକ୍ତମାନଙ୍କ ପାଇଁ ଏକ ରୋଡ୍‌ଶୋ’ର ଆୟୋଜନ ହୋଇଥିଲା।…

ଅଭାବନୀୟ ଘଟଣା: ଶିକାରୀଙ୍କ ଗୁଳିରେ ଟଳିପଡ଼ିଲେ ଫରେଷ୍ଟର

ହିନ୍ଦୋଳ,୨୪।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ନିଜଗଡ଼ ଫରେଷ୍ଟର ମାନସ ଓରଫ ପ୍ରହ୍ଲାଦ ପ୍ରଧାନ ଶିକାରୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଶନିବାର ଭୋର ସମୟରେ ଏହି ଘଟଣା ଘଟିଛି। ବିଳମ୍ବିତ ରାତିରେ ତଣ୍ଟିଚିରା ଠାରେ ବନ୍ୟଜନ୍ତୁ ଶିକାରୀ କରି ଶିକାରୀମାନେ ମାଂସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri