୫ ଜଣଙ୍କୁ ଚାପିଦେଲା ଟ୍ରେନ୍, ଖଣ୍ଡଖଣ୍ଡ ହୋଇଗଲା ଶରୀର
ଲକ୍ଷ୍ନୌ,୫ା୧୧: ଉତ୍ତରପ୍ରଦେଶର ମିର୍ଜାପୁର ଜିଲାରେ ବୁଧବାର ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୫ ଜଣ ଲୋକ ଟ୍ରେନ୍ରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।…
ଅଷ୍ଟମ ବେତନ କମିଶନ: ଦରମା ବଢ଼ିବ, କିନ୍ତୁ DA ହୋଇଯିବ ଶୂନ?
ନୂଆଦିଲ୍ଲୀ,୫।୧୧:ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ସମ୍ପ୍ରତି 8ମ ବେତନ କମିଶନ ପାଇଁ ସର୍ତ୍ତାବଳୀ (ToR)କୁ ମଞ୍ଜୁର କରିଛନ୍ତି। ଏହାର ଅର୍ଥ ହେଉଛି ଆଗାମୀ ମାସଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ବେତନ ଏବଂ…
କିଏ ସେହି ଭର୍ଜିନିଆର ଉପ ରାଜ୍ୟପାଳ ଗଜାଲା ହାସମି, ହାଇଦ୍ରାବାଦ ସହ ରହିଛି କ’ଣ ସମ୍ପର୍କ? ଜାଣନ୍ତୁ…
ଓ୍ବାଶିଂଟନ,୫।୧୧: ଭାରତୀୟ-ଆମେରିକୀୟ ଡେମୋକ୍ରାଟ ଗଜାଲା ହାସମି ରିପବ୍ଲିକାନ ଜନ ରିଡଙ୍କୁ ପରାସ୍ତ କରି ଭର୍ଜିନିଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ହାସମି ହେଉଛନ୍ତି ପ୍ରଥମ ମୁସଲମାନ ଏବଂ ପ୍ରଥମ ଦକ୍ଷିଣ ଏସୀୟ ଆମେରିକୀୟ ଯିଏକି ଭର୍ଜିନିଆ ସେନେଟରେ ସେବା…
କେବଳ ଫିଲ୍ମ ନୁହେଁ ଏହି ଜିନିଷରୁ ମୋଟା ଅକାରର ଟଙ୍କା ଆୟ କରୁଛନ୍ତି ଅମିତାଭ ବଚ୍ଚନ, କୋଟିଏ ଟଙ୍କାର ମିଳୁଛି ରିଟର୍ନ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ ବରଂ ରିଅଲ ଇଷ୍ଟେଟ ନିବେଶରୁ ମଧ୍ୟ ଏକ ବଡ଼ ଆୟ କରୁଛନ୍ତି। ସେ ସମ୍ପ୍ରତି ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ତାଙ୍କର ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ ବିକ୍ରି କରି ଏକ ବଡ଼…
ଲଷ୍ମୀ ବସ ଚଳାଚଳ ଦାବି: ଯାତ୍ରୀ ହନ୍ତସନ୍ତ
କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଦୀର୍ଘ ଦୁଇବର୍ଷ ହେଲା ଲଷ୍ମୀ ବସ ଚଳାଚଳ କରୁଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ବିଜେଡି…
ମୋଦିଙ୍କୁ ଭେଟିବେ ବିଶ୍ୱ ବିଜେତା ଟିମ୍
ନୂଆଦିଲ୍ଲୀ,୫।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବୁଧବାର, ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପୂର୍ଣ୍ଣ ମହିଳା ଦଳ ମଙ୍ଗଳବାର ରାତିରେ, ନଭେମ୍ବର ୪ରେ ଦିଲ୍ଲୀରେ ପହଞ୍ଚିଥିଲା। ହୋଟେଲକୁ…
ଆରୋପ ପ୍ରତ୍ୟାରୋପରେ ଚାଲିଛି ପ୍ରଚାର
ନୂଆପଡ଼ା,୫ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ପ୍ରମୁଖ ଦଳର ଆରୋପ ପ୍ରତ୍ୟାରୋପ ମଧ୍ୟରେ ପ୍ରଚାର ଚାଲିଛି। ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପଛରେ ନାହାନ୍ତି। ସେମାନେ ମଧ୍ୟ ନିର୍ବାଚନୀ ବୈତରଣୀ ପାରିହେବା ପାଇଁ ଦିନରାତି ଏକ କରିଦେଇଛନ୍ତି ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…
ଗଞ୍ଜାମରେ ପ୍ରଥମ ‘ବୋଇତ ବନ୍ଦାଣ’ ଉତ୍ସବ: ଋଷିକୂଲ୍ୟା ନଦୀ ତଟରେ ଭବ୍ୟ ଆୟୋଜନ
ଗଞ୍ଜାମ,୫।୧୧(ଅଖିଳ ତରାଇ): ଓଡ଼ିଶାର ଏକ ପୁରାତନ ତଥା ଐତିହାସିକ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଗଞ୍ଜାମରେ ପ୍ରଥମଥର ପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗାଭସା ତଥା ରାସ ପୂର୍ଣ୍ଣିମା ଅବସରରେ ଏକ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୁରାତନ କାଳରୁ ଗଞ୍ଜାମର…
୩ନେତାଙ୍କ ଗୁପ୍ତ ମନ୍ତ୍ରଣା: କାହିଁକି ନରସିଂହଙ୍କ ଘରେ ପହଞ୍ଚିଲେ…
ବଲାଙ୍ଗୀର,୧୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ପ୍ରତି ରାଜ୍ୟ ରାଜନୀତି ଜୋର ଧରିଛି। ଏତିକି ବେଳେ ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ମିଳିତ ଆଲୋଚନା ବା ଗୁପ୍ତ ମନ୍ତ୍ରଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…
ଋଷିକୂଲ୍ୟା ନଦୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ, ପ୍ରଥମଥର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ହେଲା…
ଗଞ୍ଜାମ ,୫।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ନଦୀରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳି ବୋଇତ ବନ୍ଦାଣ କରିଛନ୍ତି। ଋଷିକୂଲ୍ୟା ନଦୀ ବ୍ରିଜ ନିକଟରେ ଲୋକାରଣ୍ୟ ହୋଇଯାଇଥିଲା। ପ୍ରଥମଥର ପାଇଁ…
ଆମେରିକାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କର ମୃତ୍ୟୁ
ଓ୍ବାଶିଂଟନ୍,୫।୧୧: ଆମେରିକାର କେଣ୍ଟକି ରାଜ୍ୟର ଲୁଇସଭିଲ ସହରରେ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ UPS ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। UPS ଏକ ପାର୍ସଲ କମ୍ପାନୀ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା,…
ସାଧବ ପୁଅଙ୍କୁ ମେଲାଣି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସବୁଠି ଚଳଚଞ୍ଚଳ। ଜଳାସୟରେ ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲାା। ତେବେ ପାରାଦୀପ ବନ୍ଦର ପକ୍ଷରୁ ଆଜି ବନ୍ଦର ଦିବସ ପାଳନ ହେଉଛି…

