ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର
ଭଦୋଦରା,୨୬।୫: ପ୍ରଧାନମନ୍ତ୍ରୀ ମୋଦି ସୋମବାର ଗୁଜରାଟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଭଦୋଦରାରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଏକ ମେଗା ରାଲିର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଶହ ଶହ ଲୋକ ଯୋଗ ଦେଇଥିଲେ, ପ୍ରଧାନମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ସ୍ବାଗତ…
ସାବିତ୍ରୀରେ ଶ୍ୱଶୁର ଘରକୁ ଆସିବା ବେଳେ ବାଟରେ ହେଲା ବଡ଼ ଦୁର୍ଘଟଣା: ଚାଲିଗଲା ୨ ଜୀବନ
ଭଞ୍ଜନଗର,୨୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର ଲାଠିପଡ଼ା ନିକଟରେ ସୋମବାର ପୂର୍ବାହ୍ନରେ ଗୋଟିଏ ବୁଲେଟ୍ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ଘର ସୋରଡ଼ା ନିକଟବର୍ତ୍ତୀ…
ବିଦେଶୀ ମହିଳାଙ୍କୁ ବିବାହ କର ନାହିଁ: କାହିଁକି ନିଜ ଦେଶର ଲୋକଙ୍କୁ ଏମିତି ଅପିଲ୍ କଲା ଚାଇନା
ବେଜିଂ/ଢାକା,୨୬।୫: ଶେଖ ହାସିନାଙ୍କ ସମୟରୁ, ଚାଇନା ବାଂଲାଦେଶ ସହିତ ତାର ସମ୍ପର୍କକୁ ମଜଭୁତ କରିଆସୁଛି। କିନ୍ତୁ ସମ୍ପ୍ରତି ଚାଇନା ଦୂତାବାସ ଏକ ନୋଟିସ ଜାରି କରି ବାଂଲାଦେଶର ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କିମ୍ବା ବିବାହ କରିବା ବିରୋଧରେ ଚାଇନା ନାଗରିକମାନଙ୍କୁ…
ବୁଡ଼ିଗଲା ମୁମ୍ବାଇ! ୧୨ ଦିନ ପୂର୍ବରୁ ପହଞ୍ଚି ତାଣ୍ଡବ ରଚିଲା ମୌସୁମୀ
ମୁମ୍ବାଇ,୨୬।୫: ବୁଡିଯାଇଛି ମାୟନଗରୀ। ଅଚାନକ ବର୍ଷାରେ ବେହାଲ ମୁମ୍ବାଇ ବାସିନ୍ଦା। ସୂଚନା ମୁତାବକ ୧୨ ଦିନ ପୂର୍ବରୁ ମହାରାଷ୍ଟ୍ରରେ ମୌସୁମୀ ପହଞ୍ଚି ସାରିଛି। ଏହା ସହିତ, ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ମୁଷଳଧାରାରେ ବର୍ଷା ଅନେକ କ୍ଷୟକ୍ଷତି ଘଟାଇଛି। ଆଇଏମଡି…
କିଏ ସେହି ଅନୁଷ୍କା,ଯାହାଙ୍କ ପାଇଁ ଲାଲୁଙ୍କ ଘରେ ଲାଗିଲା କଳି
ନୂଆଦିଲ୍ଲୀ,୨୬।୫: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଏବଂ ଅନୁଷ୍କା ଯାଦବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କାଙ୍କ ସହ ତେଜ ପ୍ରତାପଙ୍କ ଏକ ଫଟୋ ଏବଂ ଫେସବୁକ ଆକାଉଣ୍ଟରୁ ଶେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଥିବା…
Viral Video: ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଦେଖି ଭୋ ଭୋ ହୋଇ କାନ୍ଦିଲେ ସ୍ବାମୀ…ଆଉ ତା’ପରେ ଘଟିଲା…
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ଦେଖି ହସ୍ପିଟାଲରେ କାନ୍ଦୁଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜର ଜଣେ ଲୋକପ୍ରିୟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉମ୍ମୁଲ ଖୈର ଫାତିମାଙ୍କ…
ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍ରେ କହିପାରୁନି ଘର ଠିକଣା
ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ବରଗଡ଼- ସୋହେଲା ରାସ୍ତାର ପଥର୍ଲା ରାଇସ୍ ମିଲ୍ ଛକ ପାଖ ଏକ ଚା’ ଦୋକାନ ନିକଟରେ ବୁଲାବୁଲି କରୁଥିବା ସମୟରେ ଶିଶୁ ଉଦ୍ଧାର ହୋଇଛି। ଶିଶୁକୁ…
୭୪ ବର୍ଷ ବୟସରେ ବି ଫିଟ୍ ପ୍ରଧାନମନ୍ତ୍ରୀ ମୋଦି: ସକାଳୁ କରନ୍ତି ଏହି ଯୋଗ
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍ରେ ପ୍ରତିଦିନ ଯୋଗ କରିବାକୁ ଲୋକଙ୍କୁ ଅପିଲ୍ କରିଥିଲେ। ଏକ ଯୋଗ ଶୃଙ୍ଖଳ ଏବଂ ରିଲ ତିଆରି କରିବା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ-କଲେଜ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ସମସ୍ତେ ଯୋଗର…
୨୪ ଦାଦନ ଶ୍ରମିକଙ୍କୁ କେସିଙ୍ଗା ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର କଲା ଶ୍ରମ ବିଭାଗ
କେସିଙ୍ଗା,୨୬ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ତଥା ପଶ୍ଚିମ ଓଡ଼ିଶାରୁ ପ୍ରତି ଦିନ ଟ୍ରେନ୍ ଯୋଗେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ହଇରାଣ ହରକତ ହେଉଥିବା ଦେଖାଯାଇଥିଲା। କଳାହାଣ୍ଡି ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରା କେସିଙ୍ଗା ରେଳ ଷ୍ଟେଶନରୁ ରବିବାର ସନ୍ଧ୍ୟାରେ ଉଦ୍ଧାର…
ପୁଟିନଙ୍କ ଉପରେ ରାଗିକି ନିଆଁବାଣ ଟ୍ରମ୍ପ: କହିଲେ, ସେ ଜଣେ ପାଗଳ
ଓ୍ବାଶିଂଟନ,୨୬।୫:ରୁଷିଆ ପୁଣି ଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣରେ ଏହା ମିଶାଇଲ୍ ଏବଂ ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଛି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି…
ମୌସୁମୀ ଅପେକ୍ଷାରେ ଇନ୍ଦ୍ରାବତୀ
ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଚାଷୀ ଉପର ଇନ୍ଦ୍ରାବତୀ ବିଦ୍ୟୁତ୍ ପ୍ରକଳ୍ପ ଉପରେ ନିର୍ଭରଶୀଳ। ଏହି ପ୍ରକଳ୍ପ ହେବା ଦ୍ୱାରା ଶହ ଶହ ହେକ୍ଟର ଚାଷ ଜମିରେ ଜଳସେଚନ ହେବା ସହ ୬୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ଶକ୍ତି ଉତ୍ପାଦନ ଲକ୍ଷ୍ୟ…
ବର୍ଷାପାଣି ଘେରରେ କ୍ଷେତ, ଖଳାଧାନ
ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍ ଧରିଛି। ଚାଷୀଙ୍କ କଟାଧାନ କ୍ଷେତ ଏବଂ ଅମଳ ଧାନ ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ପଡ଼ିଛି। ଏଭଳି ସ୍ଥଳେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି।…
Archives


