Home Left

କାର୍ବନ ନିର୍ଗମନ ହ୍ରାସରେ କେତେ ସଫଳ

ର୍ତ୍ତମାନ ପୃଥିବୀ ଜଳବାୟୁ ପରିବର୍ତ୍ତନ ଭଳି ଏକ ସଙ୍କଟମୟ ସ୍ଥିତି ଦେଇ ଗତି କରୁଛି। ଏହାର ପ୍ରଭାବକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କାରଣ ଜାଗତିକ ଉଷ୍ଣତା ବୃଦ୍ଧି। କେତୋଟି ସବୁଜଗୃହ ଗ୍ୟାସ୍‌ର ନିର୍ଗମନ ହେଉଛି ଏହାର କାରଣ। ଏହି ଗ୍ୟାସ୍‌ଗୁଡ଼ିକ…

ବ୍ରହ୍ମାର୍ପଣ

ସତ୍ୟନାରାୟଣ ବାବୁଙ୍କ ପୁଅ ରବି ନାରାୟଣ ଦିନେ ବାପାଙ୍କୁ ପଚାରିଲା, ”ବାପା! ଦୈନନ୍ଦିନ ଜୀବନରେ ଆମ ଶରୀରକୁ କିଏ ଶକ୍ତି ଯୋଗାଉଛି?“ ବାପା କହିଲେ, ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଏ। ଖାଦ୍ୟର ସାର ଶରୀର, ମନ, ଚିନ୍ତା ବା ଭାବନାକୁ…

ଅନ୍ତର୍ଜାତୀୟ ସହାୟତା ଅଭାବ

ଚଳିତ ବର୍ଷ ଜାନୁଆରୀରୁ ଅନ୍ତର୍ଜାତୀୟ ସହାୟତା କ୍ଷେତ୍ରରେ ଆମେରିକା ଭୂମିକାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପଦକ୍ଷେପ କ୍ରମେ ଅନେକ ସଂସ୍ଥାକୁ ବନ୍ଦ କରିଛି, ନୀତିଗୁଡ଼ିକୁ ବଦଳାଇଦେବା ସହ ପାଣ୍ଠି ଯୋଗାଣ ହ୍ରାସ କରିଛି। ତେବେ ଆମେରିକାର ନୀତିରେ ଅନ୍ତର୍ଜାତୀୟ ସହାୟତା…

ଫେବୃଆରୀ ୧୭ରୁ ଆଇସିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ,୧୪ା୧୧(ପି.ଟି.): କାଉନସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା ଫେବୃଆରୀ ୧୭ରୁ ଏବଂ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୨ରୁ ଆରମ୍ଭ ହେବ। ପ୍ରାୟ ୨.୬ ଲକ୍ଷ…

ଦୀର୍ଘତମ ଶଟ୍‌ଡାଉନ୍‌ର ଅନ୍ତ ପାଇଁ ବିଲ୍‌ରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୩ା୧୧: ଆମେରିକାରରେ ଦୀର୍ଘ ୪୩ ଦିନ ହେଲା ଶଟ୍‌ଡାଉନ୍‌ ଲାଗିରହିଥିବା ବେଳେ ଏହାର ଅନ୍ତ ଘଟାଇବା ପାଇଁ ଆସିଥିତ୍ବା ବ୍ୟୟମଞ୍ଜୁରୀ ବିଲ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ବାକ୍ଷର କରିଛନ୍ତି। ରିପବ୍ଲିକାନ୍‌ ସଂଖ୍ୟାଗରିଷ୍ଠତା ଥିବା ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ୨୨୨-୨୦୯ରେ ବିଲ୍‌…

କ୍ରୀଡ଼ା ଇତିହାସରେ ଯୋଡିହେଲା ବଲାଙ୍ଗୀରର ନବନିର୍ମିତ ଲନ୍‌ବଲ୍‌ କୋର୍ଟ: ହୋଇପାରିବ ଜାତୀୟ, ଅନ୍ତର୍ଜାତୀୟସ୍ତରର ମ୍ୟାଚ୍‌

ବଲାଙ୍ଗୀର, ୧୩ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର କ୍ରୀଡା ଇତିହାସରେ ଗୁରୁବାର ଏକ ଗୌରବମୟ ଫର୍ଦ୍ଦ ଯୋଡି ହୋଇଛି। ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋଟର୍‌ସ୍‌ କମ୍ପ୍ଲେକ୍ସ ଭିତରେ ନବନିର୍ମିତ ଲନ୍‌ବଲ୍‌ କୋର୍ଟକୁ ବିଶେଷଜ୍ଞ ଟିମ୍‌ ସ୍ବୀକୃତି ପ୍ରଦାନ କରିଛି। ଆଗାମୀ…

ମହଙ୍ଗା ପଡ଼ିଲା ICUରେ ଧର୍ମେନ୍ଦ୍ରଙ୍କ ଭିଡିଓ କରିବା, ଗିରଫ ହେଲେ ହସ୍ପିଟାଲ କର୍ମଚାରୀ

ମୁମ୍ବାଇ,୧୩।୧୧: ଅଭିନେତା ଧର୍ମେନ୍ଦ୍ର ଅସୁସ୍ଥ ଅଛନ୍ତି। ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ କିଛି ଦିନ ହେବ ଭର୍ତ୍ତି କରାଯାଇଥିଲା, ଯେଉଁଠାରୁ ତାଙ୍କୁ ବୁଧବାର ଡିସଚାର୍ଜ କରାଯାଇଥିଲା। ସେ ଏବେ ଘରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ, ବୁଧବାର ବିଳମ୍ବିତ ରାତିରେ,…

ଜ୍ୟାକବ ଡଫିଙ୍କ ଘାତକ ବୋଲିଂ: ୩-୧ରେ ସିରିଜ୍‌ ପୋଛିନେଲା ନ୍ୟୁଜିଲାଣ୍ଡ

ଡୁନେଡିନ, ୧୩ା୧୧- ଜ୍ୟାକବ ଡଫିଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଜିତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱାରା ପ୍ରଦତ୍ତ ୧୪୧ ରନର ଟାର୍ଗେଟକୁ ନ୍ୟୁଜିଲାଣ୍ଡ ୧୫.୪ ଓଭରରେ ୨…

ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼: ଠେଲାପେଲାରେ ୨ ଅଚେତ୍‌

କଟକ,୧୩।୧୧: କଟକ ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଛି। ଏପରିକି ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା ହୋଇ ୨ଜଣ ଦର୍ଶକ ଅଚେତ୍‌ ହୋଇଯାଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଯୋଗେ ୨ ଅଚେତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…

ଶ୍ରୀଅନ୍ନ ଯୋଜନାରେ ଉଦ୍‌ଘାଟନ ହେଲା ମାଣ୍ଡିଆ ରଥ

ଦାରିଙ୍ଗବାଡ଼ି,୧୩ା୧୧ (ଅରୁଣ ସାହୁ): ଶ୍ରୀଅନ୍ନ ଯୋଜନାରେ ମାଣ୍ଡିଆ ଚାଷ ଓ ମାଣ୍ଡିଆ ଖାଦ୍ୟକୁ ବହୁଳ ପରିମାଣରେ ବ୍ୟବହାର କରିବା ଲକ୍ଷ୍ୟରେ ଏକ ସଚେତନତା ରଥକୁ ଗୁରୁବାର ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଉଦ୍‌ଘାଟନ କରାଯାଇଛି। ଏହାକୁ ଗୋଷ୍ଠୀ କୃଷି ଅଧିକାରୀ ସୀତାଂଶୁ…

ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି କହିଲେ ଶାହା, ଶତ୍ରୁ ଚକିତ

ନୂଆଦିଲ୍ଲୀ,୧୩।୧୧: ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ଯାହା ବିଶ୍ୱକୁ ଏକ ବାର୍ତ୍ତା ଦେଇଛି ଯେ ଆଉ କେହି ଏପରି ଆକ୍ରମଣ କରିବାକୁ ସାହସ କରିବେ ନାହିଁ। ଶାହା…

ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ: ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଇସ୍ପାତ ଟ୍ରେନ

ଭବାନୀପାଟଣା,୧୩।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ ଇସ୍ପାତ ଏକ୍ସପ୍ରେସ ଟ୍ରେନ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ନେଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?