Home Left

ବିଶ୍ୱ ଚାମ୍ପିଅନ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କାବର୍ଷା କଲେ ମହାରାଷ୍ଟ୍ର ସରକାର, ଦେଲେ ଏତେ କୋଟି…

ନୂଆଦିଲ୍ଲୀ,୭।୧୧: ମହାରାଷ୍ଟ୍ର ସରକାର ବିଶ୍ୱକପ ବିଜୟୀ ଉପ-ଅଧିନାୟିକା ସ୍ମୃତି ମନ୍ଧାନା, ରାଧା ଯାଦବ ଏବଂ ଜେମିମାଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ ସମସ୍ତେ ଭାରତର ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ମୁଖ୍ୟମନ୍ତ୍ରୀ…

୬୫ ବର୍ଷ ବୟସରେ ସୁପରଫିଟ୍‌ ଜେଜେ ମା’: ସୋସିଆଲ ମିଡିଆରେ ପଡ଼ିଲା ଚହଳ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ନିଜକୁ ଫିଟ୍‌ ରଖିବା କଷ୍ଟକର ବ୍ୟପାର। କିନ୍ତୁ ଅଷ୍ଟ୍ରେଲିଆର ଜଣେ ଜେଜେ ମା’ ୬୫ ବର୍ଷ ବୟସରେ ମଧ୍ୟ ନିଜକୁ ସୁପରଫିଟ୍‌ ରଖିଛନ୍ତି। ତାଙ୍କ ଆକର୍ଷଣୀୟ ଚେହେରା ସହ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି। ଏହି…

କାହିଁକି ବଢୁଛି ଦୁର୍ଘଟଣା: କାରଣ କହିଲେ ଗଡ୍‌କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଗଡ଼କରୀ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ…

ନବୀନଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀଙ୍କ ସମାଲୋଚନା: କହିଲେ ଯଦି ନବୀନଙ୍କ ପୁଅ ଥାଆନ୍ତେ…

ଭୁବନେଶ୍ୱର,୭।୧୧: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ର ସମାଲୋଚନା କରିଛନ୍ତି। ନବୀନଙ୍କୁ ୨ PSO ହାତ ଧରି ନେଉଥିବା ଭିଡିଓ ପୋଷ୍ଟ କରି ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ଶ୍ରୀମୟୀ କହିଛନ୍ତି, ଯଦି ନବୀନଙ୍କ ପୁଅ…

ପୁଣି ପାକିସ୍ତାନକୁ ଧୋଇଦେଲା ଭାରତ: ୨ ରନ୍‌ରେ ଜିତିଲା…

ନୂଆଦିଲ୍ଲୀ,୭।୧୧: ଆଜି ହଂକଂ ସିକ୍ସେସ ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଭାରତ ପାକିସ୍ତାନକୁ ୨ ରନରେ ପରାସ୍ତ କରିଛି। ହଂକଂର ମଙ୍ଗ କକ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ, ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୮୬ ରନ…

ରାହୁଲ ଗାନ୍ଧୀ ହଠାତ୍‌ କମାଇଲେ ୧୭ହଜାର କୋଟି ଟଙ୍କା! ଜାଣନ୍ତୁ କେମିତି?

ନୂଆଦିଲ୍ଲୀ,୭।୧୧: ଯଦିଓ ଷ୍ଟକ ବଜାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି, ତଥାପି ଦେଶର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରିୟ ଷ୍ଟକ ବର୍ତ୍ତମାନ ବଜାରରେ ହଇଚଇ ସୃଷ୍ଟି କରିଛି। ରାହୁଲ ଗାନ୍ଧୀଙ୍କ ପ୍ରିୟ ଷ୍ଟକ ମଧ୍ୟରୁ ଗୋଟିଏ ମାତ୍ର କିଛି ଘଣ୍ଟା…

ଗୋଟିଏ ଫୋନ କଲ ଯୋଗୁ ବଞ୍ଚିଯାଇଥିଲା ଶେଖ ହାସିନାଙ୍କ ଜୀବନ! ଖୋଲିଲା ନୂଆ ରାଜ

ନୂଆଦିଲ୍ଲୀ/ଢାକା,୭।୧୧: ବାଂଲାଦେଶରେ ବିଦ୍ରୋହର ପ୍ରାୟ ଗୋଟିଏ ବର୍ଷ ପରେ, ଏକ ଖୁଲାସା ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପ୍ରକୃତରେ, ବାଂଲାଦେଶରେ ବିଦ୍ରୋହ ପରେ ପ୍ରକାଶିତ ‘ଇନଶାଲ୍ଲାହ ବାଂଲାଦେଶ: ଦି ଷ୍ଟୋରୀ ଅଫ ଆନ ଅନଫିନିସଡ ରିଭୋଲ୍ୟୁସନ’ ନାମକ ଏକ ପୁସ୍ତକ…

ମ୍ୟାଚ୍‌ ମଝିରେ ହଠାତ୍‌ ଭୟଙ୍କର ରାଗିଗଲେ ସୂର୍ଯ୍ୟକୁମାର: କଲେ ଏମିତି କାମ

କାରାରା,୭।୧୧: ଭାରତର ଟି-୨୦ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ପଡ଼ିଆରେ ତାଙ୍କର ସଂଯମ ଆଚରଣ ପାଇଁ ଜଣାଶୁଣା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି-୨୦ ସମୟରେ, ତାଙ୍କୁ ରାଗ ମୁଡ୍‌ରେ ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ସେ ନିଜର…

ଡ୍ୟୁଟି ସମୟରେ ଟଳିପଡିଲେ କନଷ୍ଟେବଳ, ଆଉ ତା’ପରେ…

ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସରୋଜ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। ଶୁକ୍ରବାର ଉଲୁଣ୍ଡାରେ ଆୟୋଜିତ ହେବାକୁ ଥିବା ଏକ…

ଓଡ଼ିଶା ପାଇଁ ଅର୍ଥର ଅଭାବ ନାହିଁ, ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ: ନୀତିନ ଗଡ଼କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଗଡ଼କରୀ କହିଥିଲେ,…

‘ଦୋଷର ସ୍ପଷ୍ଟିକରଣ ନ ଦେଲେ, ରଦ୍ଦ ହେବ ପ୍ରାର୍ଥୀପତ୍ର’, ବିହାର ନିର୍ବାଚନ ମଧ୍ୟରେ ସୁପିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟ ନାମାଙ୍କନ ପତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି ଯେ ନାମାଙ୍କନ ଫର୍ମରେ ପୂର୍ବ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟ ପ୍ରକାଶ ନ କରିବା…

ଏହି ତାରିଖରୁ ଲାଗୁ ହେବ ୮ମ ବେତନ କମିଶନ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୧୧: କେନ୍ଦ୍ର ସରକାର ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି। ନଭେମ୍ବର ୩ ତାରିଖରେ ଅର୍ଥ ମନ୍ତ୍ରଣାଳୟ ଏହାର କାର୍ଯ୍ୟକାଳ ଏବଂ ସଦସ୍ୟଙ୍କ ନାମ ଉଲ୍ଲେଖ କରି ଏକ ଗେଜେଟ ବିଜ୍ଞପ୍ତି ଜାରି କରିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?