ବେଙ୍ଗାଲୁରୁ ଦଳାଚକଟା ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: “ହୃଦୟ…”
ବେଙ୍ଗାଲୁରୁ,୪।୬: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଆଇପିଏଲ ଟାଇଟଲ ବିଜୟ ଉତ୍ସବ ସମୟରେ ଘଟିଥିବା ଏକ ଦଳାଚକଟା ଘଟଣାରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ…
‘ଜଣେ ବି ବ୍ୟକ୍ତି ଭୂମିହୀନ ରହିବା ଉଚିତ ନୁହେଁ’: ଓଡ଼ିଶା ରାଜସ୍ୱ ମନ୍ତ୍ରୀଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ
ଦାରିଙ୍ଗବାଡି,୪।୬: ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ସମ୍ପୃକ୍ତ ଅଧିକାରୀମାନଙ୍କୁ ତହସିଲ କାର୍ଯ୍ୟାଳୟଗୁଡ଼ିକୁ ଲୋକଙ୍କ ପାଇଁ ସୁବିଧାଜନକ ସେବା କେନ୍ଦ୍ରରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ଭାଷଣ ଦେଇ ମନ୍ତ୍ରୀ ‘ନାଗରିକ ପ୍ରଥମ’ ସେବା,…
ଦାରିଙ୍ଗବାଡ଼ିରେ ବାଜି ମାରିଲେ ଶକ୍ତିମୟୀ-ଶ୍ୱେତପଦ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ
ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୨ ମହିଳା ସ୍ବୟଂ…
ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା, ପିକ୍ଅପ୍ ଭ୍ୟାନ୍ ସହ ଜବତ କଲା ୧୨ ଲକ୍ଷ ଟଙ୍କାର…
ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ )- କନ୍ଧମାଳ ଜଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ମଙ୍ଗଳବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରିବା ସମୟରେ ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଧରିଛି। ଘଟଣାସ୍ଥଳରୁ ପୋଲିସକୁ ଦେଖି ଚାଳକ ଚମ୍ପଟ…
ବିଜୟ ଉତ୍ସବ ପାଳନ ବେଳେ ମରିଗଲା ମାନବିକତା: ଲୋକେ ମରୁଛନ୍ତି, ଉପମୁଖ୍ୟମନ୍ତ୍ରୀ କହିଲେ ୧୦ ମିନିଟ୍…
ବେଙ୍ଗାଲୁରୁ,୪।୬: ଭିଡ଼ ପରିଚାଳନାରେ ଅବହେଳା ପାଇଁ ସମାଲୋଚନା ମଧ୍ୟରେ, କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ ରାଜ୍ୟ ସରକାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପାଇଁ ଆୟୋଜିତ ସମ୍ମାନ ସମାରୋହକୁ ୧୦-୧୫ ମିନିଟ୍ରେ ସମାପ୍ତ କରିଦେଇଛି। ତାଙ୍କ କହିବା ଅନୁଯାୟୀ,…
ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…?
ନୂୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା IPL ୨୦୨୫ରେ ଆଖିଦୃଶିଆ ପ୍ରଦର୍ଶନ କରି ନ ଥିବା କୁଲଦୀପ ବ୍ୟକ୍ତିଗତ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ…
Video: ସାମ୍ନାକୁ ଆସିଲା ବେଙ୍ଗାଲୁରୁ ଦଳାଚକଟାର ଭୟଙ୍କର ଦୃଶ୍ୟ, ସେପଟେ ଷ୍ଟାଡିୟମ ଭିତରେ ଚାଲିଛି ଉତ୍ସବ
ବେଙ୍ଗାଲୁରୁ,୪।୬: ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଭିଡ଼ଜନିତ ଦୁର୍ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ହଜାର ହଜାର ପ୍ରଶଂସକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)…
ଅନୁମାନ ଥିଲା ପହଞ୍ଚିବେ ୨ ଲକ୍ଷ, ପହଞ୍ଚିଗଲେ ୬ ଲକ୍ଷ, RCB Victory Paradeରେ କେଉଁଠି ହେଲା ଭୁଲ? ଜାଣନ୍ତୁ…
ବେଙ୍ଗାଲୁରୁ,୪।୬: ୧୮ ବର୍ଷର ଅପେକ୍ଷା, ଆଇପିଏଲ ଟ୍ରଫି ଏବଂ ସହର ସାରା ଉତ୍ସବ ପାଇଁ ପ୍ରସ୍ତୁତି, କିନ୍ତୁ ଆରସିବିର ଐତିହାସିକ ବିଜୟର ଏହି ଉତ୍ସବ ବୁଧବାର ଏକ ଦୁଃଖଦ ଦୁର୍ଘଟଣାରେ ପରିଣତ ହେଲା, ଯେତେବେଳେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଭିଡ଼ ନିୟନ୍ତ୍ରଣ…
ଥାନା ନିକଟରୁ ଚାଷୀଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ସାଢ଼େ ୩ ଲକ୍ଷ
ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ନିକଟ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ସାଢ଼େ ୩ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ଭେଡେନ ଥାନା ବୁର୍ଦ୍ଦା ଗ୍ରାମର ଜନୈକ ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ବରଗଡ଼ ଷ୍ଟେଟ୍ବ୍ୟାଙ୍କରୁ…
ମୁନୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଇମ୍ରାନ, କହିଲେ ମୋ ସ୍ତ୍ରୀଙ୍କ ସହ…
ଇସଲାମବାଦ,୪।୬: ଆଦିଆଲା ଜେଲରେ ବନ୍ଦୀ ଥିବା ଇମ୍ରାନ ଖାନ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଇମ୍ରାନ କହିଛନ୍ତି ଯେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଚୌକିରେ ଥିଲି, ମୁନିର ବୁଶ୍ରା ବିବିଙ୍କୁ ଭେଟିବା ପାଇଁ ଯଥାସମ୍ଭବ…
Axar Patel Retirement: ସନ୍ୟାସ ନେଲେ ଅକ୍ଷର ପଟେଲ? Retirement ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୪।୬: ଗୋଟିଏ ପଟେ, RCB ପ୍ରଥମ ଥର ପାଇଁ IPL ଚାମ୍ପିୟନ ହେବାର ଉତ୍ସବ ପାଳନ କରୁଛି। ଅନ୍ୟପଟେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ଅବସର ନେଇଛନ୍ତି। ପଟେଲ କହିଛନ୍ତି ଯେ ସେ କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି।…
ଶ୍ରେୟସ ଆୟର: IPLରେ ସୁବର୍ଣ୍ଣ ଇତିହାସ ଦୋହରାଇବାରେ ବିଫଳ, କିନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପାଇଁ ଖୋଲିଲା ପଥ
ମୁମ୍ବାଇ,୪।୬: ଭାରତୀୟ କ୍ରିକେଟରେ ଶ୍ରେୟସ ଆୟରଙ୍କ ନାମ ଏକ ଉଜ୍ଜ୍ୱଳ ତାରକା ଭାବେ ଉଭା ହୋଇଛି। ଆଇପିଏଲ୍ (IPL) ୨୦୨୫ରେ ‘ପଞ୍ଜାବ କିଙ୍ଗସ’କୁ ନେତୃତ୍ୱ ଦେଇ ସେ ପୁଣି ଥରେ ନିଜର ନେତୃତ୍ୱ ଦକ୍ଷତା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। ୨୦୨୪ରେ…
Archives


