Home Left

ଜାଡେଜା CSK ଛାଡି ଯିବାରେ ଧୋନୀଙ୍କ ହାତ ? ଜଣାପଡିଗଲା ସବୁ ସତ! କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୫।୧୧: ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଏମଏସ ଧୋନୀଙ୍କର ଏକ ଅତୁଟ ସମ୍ପର୍କ ରହିଛି। ସେ ୨୦୦୮ ରେ ଆଇପିଏଲ ଆରମ୍ଭ ହେବା ପରଠାରୁ CSK ପାଇଁ ଖେଳିଛନ୍ତି। ଦୁଇ ବର୍ଷର ବାସନ୍ଦ ପରେ ଯେତେବେଳେ ଚେନ୍ନାଇ ଦଳ ଇଣ୍ଡିଆନ ପ୍ରିମିୟର…

CSKରେ ଯୋଗ ଦେବା ପରେ ଏମିତି କହିଲେ ସଞ୍ଜୁ ସାମସନ, କ୍ରିକେଟରେ ଖେଳିଗଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧୧: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ (IPL ୨୦୨୬) ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଏମଏସ ଧୋନୀଙ୍କ ସହ ସଞ୍ଜୁ ସାମସନ ଖେଳିବେ। ବିସିସିଆଇ ଏହା ଆନୁଷ୍ଠାନିକ ଭାବରେ ଘୋଷଣା କରିଛି, ଯାହା ପରେ ସଞ୍ଜୁ ସାମସନ ଦୁଇଟି ପୋଷ୍ଟ କରିଛନ୍ତି।…

‘ମୁଁ ରାଜନୀତି ଛାଡୁଛି’, ନିର୍ବାଚନର ଫଳାଫଳ ପରେ ବଡ଼ ଘୋଷଣା କରି ଚମକାଇଦେଲେ…

ନୂଆଦିଲ୍ଲୀ,୧୫।୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିହାର ନିର୍ବାଚନର ଫଳାଫଳ ପରେ ରାଜନୀତି ଛାଡିବା ନେଇ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ ସେ ରାଜନୀତିରୁ ଅବସର ନେଉଛନ୍ତି ଏବଂ ନିଜ…

ମୁଣ୍ଡ ନୁଆଁଇଲେ ଟ୍ରମ୍ପ! କଲେ ଏମିତି କାମ, ଏହି ଦେଶର ଚମକିଲା ଭାଗ୍ୟ

ଓ୍ବାଶିଂଟନ,୧୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟାରିଫ୍‌ ଆମେରିକା ଉପରେ ବିନାଶକାରୀ ପ୍ରଭାବ ପକାଉଛି। ଜନସାଧାରଣ କ୍ରୋଧିତ, ଏବଂ ଏହା ନିର୍ବାଚନରେ ପ୍ରତିଫଳିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ଟ୍ରମ୍ପ ଶୁକ୍ରବାର ଟାରିଫ୍‌ରେ ଏକ ବଡ଼ ପରିବର୍ତ୍ତନ…

ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା

କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍‌ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପୁଟସିଲଠାରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ…

ଜଣାପଡିଗଲା ବିହାରର କିଏ ହେବେ ମୁଖ୍ୟମନ୍ତ୍ରୀ? ଆସିଲା ବଡ଼ ଅପଡେଟ୍‌

ପାଟନା,୧୫।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ମୁଖ୍ୟମନ୍ତ୍ରୀଙ୍କ ପଦବୀ ସମ୍ପର୍କରେ ଆଲୋଚନା ଏବେ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, HAM (ଧର୍ମନିରପେକ୍ଷ) ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ କୁମାର ସୁମନ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି…

ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ , ଅଭିଯୋଗ ପରେ ଘଟଣା ସ୍ଥଳକୁ ପହଞ୍ଚି ଯାଞ୍ଚ କଲେ ବ୍ଳକ ଅଧ୍ୟକ୍ଷ

ପାଟଣାଗଡ଼ ୧୫।୧୧( ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଳକ ଡାଙ୍ଗବାହାଳ ପଞ୍ଚାୟତ ଗଡିଆଯୋର ଗ୍ରାମରେ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ଚାଲିଥିବା ରାସ୍ତା କାମ ନିମ୍ନମାନର କାମ ହେଉଥିବା ନେଇ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ…

ଅନୁପ୍ରବେଶ ବନ୍ଦ ପାଇଁ ବାହାରୁନାହିଁ ସ୍ଥାୟୀ ସମାଧାନ ରାସ୍ତା, ଆନ୍ଧ୍ର ଅଧିକାରୀଙ୍କୁ ଘଉଡାଇ ମୁଣ୍ଡରୁ ଦାୟିତ୍ୱ ହଟାଉଛି ଓଡ଼ିଶା

ପଟ୍ଟାଙ୍ଗି,୧୫।୧୧(ଶରତ କୁମାର ଧଳ): ପଡୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡିକରେ ବାରମ୍ବାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ପଛାଉ ନ ଥିବାବେଳେ ଓଡିଶା କିନ୍ତୁ ଆନ୍ଧ୍ର ଅନୁପ୍ରବେଶକାରୀଙ୍କୁ ଘଉଡାଇ ଭୁଣ୍ଡରୁ ଦାୟତ୍ୱ ହଟାଇ ଦେଉଛି। ଖବର ପାଇ…

ମହିଳା ଗ୍ୟାଙ୍ଗକୁ ଧରିଲା ପୋଲିସ: ସୁନା ମାଳ ଗୁନ୍ଥିବା ନାଁରେ କରୁଥିଲେ ଲୁଟ୍‌

ପରଜଙ୍ଗ,୧୫।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ସୁନା ଚୋରି ମହିଳା ଗ୍ୟାଙ୍ଗକୁ ସ୍ଥାନୀୟ ଲୋକେ ଧରି ପରଜଙ୍ଗ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଛତିଶଗଡରୁ ଆସି ଓଡ଼ିଶାର ବିଭିନ୍ନ ଅଂଚଳକୁ ଯାଇ କରୁଥିଲେ ସୁନା…

ଜୟ ଢୋଲକିଆଙ୍କୁ ଆଜିଠୁ ମିଳିବ କି ବିଧାୟକ ଭାବେ ଦରମା? ଜାଣନ୍ତୁ…

ଭୁବନେଶ୍ୱର,୧୫।୧୧: ବିଜେଡି ଗଡ଼ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡା ପୁଣି ଥରେ ପଦ୍ମ ଫୁଟିଛି । ଭାଜପା ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩…

ଚାଷୀଙ୍କ ଧାରଣାକୁ ବିଜେଡ଼ିର ସମର୍ଥନ: ଦାବି ଅଣଦେଖା କଲେ ଆନ୍ଦୋଳନ ଧମକ

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ)- ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି। ଧାରଣାକୁ ମଧ୍ୟ…

ଜୟଙ୍କ କୁନି ଝିଅ ବାପାଙ୍କ ବିଜୟ ନେଇ କ’ଣ କହିଲେ ଜାଣନ୍ତୁ

ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟ ଢୋଲକିଆଙ୍କ ବିଜୟ ପରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ପୁରା ପରିବାର ସ୍ତ୍ରୀ ସୁମାନଙ୍କ ସହ ବିଜୟ ଉତ୍ସବରେ ଯୋଗ ଦେଇଛନ୍ତି ୨ ଝିଅ। ତାଙ୍କ ଝିଅ କହିଛନ୍ତି ବାପା ଜିତିଛନ୍ତି ସେଥିପାଇଁ ଆସିଛୁ। ଅନ୍ୟପକ୍ଷେ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?