Home Left

ମହାନତା ଦେଖାଇଲେ ପ୍ରକୃତିପ୍ରେମୀ: ଚାରା ନେଲେ, ପୁରସ୍କାର ବାବଦକୁ ଦିଆଯାଇଥିବା ଚେକ୍‌ ଫେରାଇ ଦେଲେ

ବରଗଡ଼,୬ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବନଖଣ୍ଡ ବିଭାଗ ତଥା ଜିଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଏକ ହୋଟେଲସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ବଶ୍ୱେ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର…

ଏଇ ଭାରତରେ

ଶିକ୍ଷୟିତ୍ରୀଙ୍କ ବୟସ ୪୮। କିନ୍ତୁ ସେ ପଢ଼ାଉନ୍ତି ତାଙ୍କଠାରୁ ଅଧିକ ବୟସ୍କା ମହିଳାଙ୍କୁ। ଏମିତି ଏକ ଶିକ୍ଷାଦାନ କେନ୍ଦ୍ର ଚାଲିଛି ଗୁଜରାଟ ସୁରଟରେ। ଏଠାରେ ବୀଣା କଳାଥିୟା ୧୨୦ ଜଣ ମହିଳାଙ୍କୁ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ପଢ଼ାଇ ସାକ୍ଷର…

କପେ ଚା’ର ମୂଲ୍ୟ

ରେ ଗୋଟିଏ ବ୍ୟକ୍ତିଗତ କାମ ନେଇ ଆମ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ଅବସରରେ ସମସ୍ତଙ୍କ ମୁହଁରେ ବଡ଼ବାବୁ (ହେଡ୍‌କ୍ଲର୍କ)ଙ୍କ ପ୍ରଶଂସା ଶୁଣିବାକୁ ପାଇଲି। ଫଳରେ ମୋ କାମଟି ସହଜ ଓ ସରଳରେ ହୋଇଯିବ ବୋଲି ଭାବି ଯେତିକି ଆନନ୍ଦିତ ହେଉଥିଲି ତା’ଠାରୁ…

ଏକ କୁଲିର କାହାଣୀ

କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ ଝିଅ…

ବଦଳିଲେ ଭଦ୍ରକ ଏସ୍‌ପି: ମନୋଜଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୫।୬: ଗୃହ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଭଦ୍ରକ ଏସ୍‌ପି ଏମ୍‌. ସନ୍ଦୀପ ସମ୍ପତଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ନୂଆ ଏସ୍‌ପି ଭାବେ ମନୋଜ କୁମାର ରାଉତଙ୍କୁ ନିଯୁକ୍ତି…

‘ପ୍ଲାଷ୍ଟିକ ବ୍ୟବହାର ମାନବ ସମାଜ ପାଇଁ ବିପଦ’

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ସେକସନରେ ଗୁରୁବାର ବିଶ୍ବ ପରିବେଶ ଦିବସ ପାଳନ ସହ ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସଚେତନତା…

କାହିଁକି ଜର୍ମାନୀରେ ବିବାହ କଲେ ମହୁଆ-ପିନାକୀ? ଏହା ପଛର କାରଣ କହିଲେ ପରିବାର ସଦସ୍ୟ, କେବେ ଫେରିବେ ସ୍ବଦେଶ…

କୋଲକାତା,୫।୬: ପଶ୍ଚିମବଙ୍ଗ ନାଦିଆ ଜିଲାର କୃଷ୍ଣନଗର ଲୋକ ସଭା ଆସନରୁ ତୃଣମୂଳ ଏମପି ମହୁଆ ମୋଇତ୍ରା ଗତ ସପ୍ତାହରେ ୩୦ ମେ’ରେ ଜର୍ମାନୀର ବର୍ଲିନ ପ୍ୟାଲେସରେ ପୂର୍ବତନ ପୁରୀ (ଓଡ଼ିଶା)ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଥିଲେ। ୬୫ ବର୍ଷୀୟ ପିନାକୀ ଏବଂ…

ଗାଡ଼ିଆରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି,୫।୬(ଗିରିଧାରୀ ପରିଛା): ଗାଡ଼ିଆରେ ବୁଡି ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ଗ୍ରାମର ଈଶ୍ବର ବଡ଼ରଇତଙ୍କ ଝିଅ ଆରତି ବଡରଇତ(୧୦)।…

ବିଜେଡ଼ି ଛାଡି ହାତ ଧରିଲେ

ଜି.ଉଦୟଗିରି,୫ା୬(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ. ୱାର୍ଡ କାଉନସିଲର ଜାକେଶ ପ୍ରଧାନ ଓ ପୂର୍ବତନ ବ୍ଲକ୍‌ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ ଲାଲୁ ଜୀଙ୍କୁ ଭେଟି…

ବିବାହକୁ ନେଇ ପ୍ରଥମଥର ବଡ଼ କଥା କହିଲେ ମହୁଆ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରା ବିଜେଡି ନେତା ପିନାକୀ ମିଶ୍ରଙ୍କ ସହ ତାଙ୍କ ବିବାହ ଖବର ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୁରୁବାର (ଜୁନ ୫, ୨୦୨୫) , ଟିଏମସି ଏମପି ମହୁଆ ମୋଇତ୍ରାଙ୍କ…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଲା ଅମରନାଥ ଯାତ୍ରାର ‘ସୁରକ୍ଷା କବଚ’

ନୂଆଦିଲ୍ଲୀ,୫।୬: ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସରକାର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଚାର କରୁଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ର ୫୮୧ୟୁନିଟ, ଡ୍ରୋନ, ଜାମର୍‌ ଏବଂ K9 ୟୁନିଟ ମୁତୟନ କରିବାର…

ପାରିବାରିକ କଳହର କରୁଣ ପରିଣତି: ଜେଜେ ମା’ଙ୍କୁ ପିଟିପିଟି ହତ୍ୟା

କବିସୂର୍ଯ୍ୟନଗର/ଖଲ୍ଲିକୋଟ,୫ା୬(କୃପାସିନ୍ଧୁ ସ୍ବାଇଁ/ପ୍ରଶାନ୍ତ କୁମାର ମିଶ୍ର)): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ କୋଦଳା ଥାନା ଅନ୍ତର୍ଗତ ନାୟିକାଣିପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ନାତି ଚିତ୍ରସେନ ସ୍ବାଇଁ ଜେଜେ ମା’ଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଅନି ସ୍ବାଇଁ(୭୨)। ପାରିବାରିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri