ଭାଜପା ଉତ୍ସବ ପାଳନ ନ କରି ସେହି ଅର୍ଥରେ ଆମ୍ବୁଲାନ୍ସ କିଣୁ: ବିଜେଡି
ଭୁବନେଶ୍ୱର,୬ା୬(ସୁନିତ୍ ମିଶ୍ର): ରାଜ୍ୟରେ ସ୍ବାସ୍ଥ୍ୟସେବା ଉଦ୍ବେଗଜନକ ସ୍ଥିତିରେ ଥିବାବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନଠାରେ ଗୁରୁବାର ଖବରଦାତା ସମ୍ମିଳନୀ କରି ଦଳୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପରିତାପର ବିଷୟ,…
୨୦ ଲକ୍ଷ କରିନାହାନ୍ତି ଇ- କେଓ୍ବାଇସି, କାଟି ଦିଆଯିବ ରାଶନ କାର୍ଡ: ମନ୍ତ୍ରୀ
ଭୁବନେଶ୍ୱର,୬ା୬(ସୁନିତ୍ ମିଶ୍ର): ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ଏ ଯାଏଁ ଇ-କେଓ୍ବାଇସି କରିନାହାନ୍ତି। ଯେଉଁମାନେ ଜୁନ୍ ଶେଷ ସୁଦ୍ଧା ଇ-କେଓ୍ବାଇସି ନ କରିଥିବେ ସେମାନଙ୍କ ରାଶନ କାର୍ଡ କାଟି ଦିଆଯିବ। ପ୍ରାୟ ୫ ପ୍ରତିଶତ ଲୋକ ବର୍ତ୍ତମାନ ସୁଦ୍ଧା ଇ-କେଓ୍ବାଇସି କରିନାହାନ୍ତି।…
Video: କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ, ବ୍ୟକ୍ତିଙ୍କୁ ଉଠାଇ ପକାଇ ମାରିଲା ଷଣ୍ଢ
ନୂଆଦିଲ୍ଲୀ,୫।୬: ଦିଲ୍ଲୀର ଚତରପୁର ଅଞ୍ଚଳରେ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏକ ଭବଘୁରେ ଷଣ୍ଢ ଆକ୍ରମଣ କରିବାର ଭୟଙ୍କର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ,…
ମହାନତା ଦେଖାଇଲେ ପ୍ରକୃତିପ୍ରେମୀ: ଚାରା ନେଲେ, ପୁରସ୍କାର ବାବଦକୁ ଦିଆଯାଇଥିବା ଚେକ୍ ଫେରାଇ ଦେଲେ
ବରଗଡ଼,୬ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବନଖଣ୍ଡ ବିଭାଗ ତଥା ଜିଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଏକ ହୋଟେଲସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ବଶ୍ୱେ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର…
ଏଇ ଭାରତରେ
ଶିକ୍ଷୟିତ୍ରୀଙ୍କ ବୟସ ୪୮। କିନ୍ତୁ ସେ ପଢ଼ାଉନ୍ତି ତାଙ୍କଠାରୁ ଅଧିକ ବୟସ୍କା ମହିଳାଙ୍କୁ। ଏମିତି ଏକ ଶିକ୍ଷାଦାନ କେନ୍ଦ୍ର ଚାଲିଛି ଗୁଜରାଟ ସୁରଟରେ। ଏଠାରେ ବୀଣା କଳାଥିୟା ୧୨୦ ଜଣ ମହିଳାଙ୍କୁ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ପଢ଼ାଇ ସାକ୍ଷର…
କପେ ଚା’ର ମୂଲ୍ୟ
ରେ ଗୋଟିଏ ବ୍ୟକ୍ତିଗତ କାମ ନେଇ ଆମ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ଅବସରରେ ସମସ୍ତଙ୍କ ମୁହଁରେ ବଡ଼ବାବୁ (ହେଡ୍କ୍ଲର୍କ)ଙ୍କ ପ୍ରଶଂସା ଶୁଣିବାକୁ ପାଇଲି। ଫଳରେ ମୋ କାମଟି ସହଜ ଓ ସରଳରେ ହୋଇଯିବ ବୋଲି ଭାବି ଯେତିକି ଆନନ୍ଦିତ ହେଉଥିଲି ତା’ଠାରୁ…
ଏକ କୁଲିର କାହାଣୀ
କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ ଝିଅ…
ବଦଳିଲେ ଭଦ୍ରକ ଏସ୍ପି: ମନୋଜଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର,୫।୬: ଗୃହ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ନୂଆ ଏସ୍ପି ଭାବେ ମନୋଜ କୁମାର ରାଉତଙ୍କୁ ନିଯୁକ୍ତି…
‘ପ୍ଲାଷ୍ଟିକ ବ୍ୟବହାର ମାନବ ସମାଜ ପାଇଁ ବିପଦ’
ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ସେକସନରେ ଗୁରୁବାର ବିଶ୍ବ ପରିବେଶ ଦିବସ ପାଳନ ସହ ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସଚେତନତା…
କାହିଁକି ଜର୍ମାନୀରେ ବିବାହ କଲେ ମହୁଆ-ପିନାକୀ? ଏହା ପଛର କାରଣ କହିଲେ ପରିବାର ସଦସ୍ୟ, କେବେ ଫେରିବେ ସ୍ବଦେଶ…
କୋଲକାତା,୫।୬: ପଶ୍ଚିମବଙ୍ଗ ନାଦିଆ ଜିଲାର କୃଷ୍ଣନଗର ଲୋକ ସଭା ଆସନରୁ ତୃଣମୂଳ ଏମପି ମହୁଆ ମୋଇତ୍ରା ଗତ ସପ୍ତାହରେ ୩୦ ମେ’ରେ ଜର୍ମାନୀର ବର୍ଲିନ ପ୍ୟାଲେସରେ ପୂର୍ବତନ ପୁରୀ (ଓଡ଼ିଶା)ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଥିଲେ। ୬୫ ବର୍ଷୀୟ ପିନାକୀ ଏବଂ…
ଗାଡ଼ିଆରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ
ପାରଳାଖେମୁଣ୍ଡି,୫।୬(ଗିରିଧାରୀ ପରିଛା): ଗାଡ଼ିଆରେ ବୁଡି ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ଗ୍ରାମର ଈଶ୍ବର ବଡ଼ରଇତଙ୍କ ଝିଅ ଆରତି ବଡରଇତ(୧୦)।…
ବିଜେଡ଼ି ଛାଡି ହାତ ଧରିଲେ
ଜି.ଉଦୟଗିରି,୫ା୬(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ. ୱାର୍ଡ କାଉନସିଲର ଜାକେଶ ପ୍ରଧାନ ଓ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ ଲାଲୁ ଜୀଙ୍କୁ ଭେଟି…
Archives


