Home Left

ରାତିଅଧରେ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା: ଘେରିଲେ ଗ୍ରାମବାସୀ

ପାଟଣା,୨୭।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ପାଟଣା ବ୍ଲକ ଯମୁନାପଶି ଗ୍ରାମରେବୁଧବାର ଭୋର ୩ଟାରେ ୬ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଗିରଫ ନେତାଙ୍କୁ ଛାଡ଼ିବା ଦାବିରେ…

ବିଦେଶୀ ପକ୍ଷୀ ଗୋଡ଼ରେ ଅଜଣା ଟ୍ୟାଗ: ଋଷିକୂଲ୍ୟା ମୁହାଣରେ ବୁଲୁଥିବାବେେଳେ…

ଛତ୍ରପୁର, ୨୭/୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ବିଦେଶରୁ ଆସିଥିବା ପରିବ୍ରାଜକ ପକ୍ଷୀ। ସୁଦୁର ୟୁରୋପ ଓ ଉତର ଆମେରିକାରୁ ଶୀତଦିନେ ଉଡ଼ିଆସନ୍ତି ବିଭିନ୍ନ ପକ୍ଷୀ। କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ…

୪ ଘଣ୍ଟାର ଅପେକ୍ଷା: ରାଗିକି ନିଆଁବାଣ ହୋଇଗଲେ ମହମ୍ମଦ ସିରାଜ, ଖୋଲାଖୋଲି କହିଲେ…

ଗୌହାଟୀ,୨୭।୧୧: ଘରୋଇ ମାଟିରେ ପୁଣି ଥରେ ଟେଷ୍ଟ ସିରିଜ ପରାଜୟ ବରଣ କରିଛି ଟିମ ଇଣ୍ଡିଆ। ଗୌହାଟୀ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ହାତରୁ ଦଳ ୪୦୮ ରନର ଲଜ୍ଜାଜନକ ପରାଜୟ ବରଣ କରିଛି। ଫଳରେ ୨-୦ କ୍ଲିନ୍‌ସୁଇପ୍‌ କରିଛି ଦକ୍ଷିଣ ଆଫ୍ରିକା।…

ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ଶାଳକ: ବଳାତ୍କାର ପରେ….

ରାଜକୋଟ,୨୭।୧୧:ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଚେତେଶ୍ୱର ପୂଜାରା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତାଙ୍କ ଶାଳକ ଜିତ ପାବାରୀ ଆତ୍ମହତ୍ୟା କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ରେ ପାବାରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିଲା ଏବଂ ଠିକ ଗୋଟିଏ ବର୍ଷ…

ବିନା ନିରୀକ୍ଷକରେ ଚାଲିଛି କେସିଙ୍ଗା ଡାକଘର: ୨୦ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅବ୍ୟବସ୍ଥା

କେସିଙ୍ଗା,୨୭।୧୧(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ ଆଜିକୁ ୪ ମାସ ହେଲାଣି ଡାକ ନିରୀକ୍ଷକ ପଦବୀ ଖାଲି ଥିବାରୁ ବିଭିନ୍ନ ଉପ ଡାକ ଘରେ ଅନେକ ଦୁର୍ନୀତି ହେଉଥିବା ଜଣାପଡ଼ିଛି। ଏହା…

ଭାରତର ନାକ କାଟିଦେଲେ ଏହି ୫ ଭିଲିଆନ୍‌: ଲଜ୍ଜାଜନକ ପରାଜୟ ପଛରେ ରହିଛି ବଡ଼ ହାତ

ଗୌହାଟୀ,୨୭।୧୧: ଦକ୍ଷିଣ ଆଫ୍ରିକା ଗୌହାଟି ଟେଷ୍ଟରେ ଟିମ ଇଣ୍ଡିଆକୁ ୪୦୮ ରନରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ କ୍ଲିନ ସୁଇପ କରିଛି। ଏହି ପରାଜୟ କେବଳ ସ୍କୋରବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତୀୟ କ୍ରିକେଟ ପାଇଁ…

ଭୁବନେଶ୍ୱର ଷ୍ଟେଶନରେ ବୋମା ଆତଙ୍କ

ଭୁବନେଶ୍ୱର, ୨୭ ୧୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର ଷ୍ଟେଶନରେ ବୋମା ଆତଙ୍କ ଦେଖିବାକୁ ମିଳିଛି। କେହି ପାର୍ସଲରେ ବୋମା ପଠାଇଥିବା ଖବର ଗୋଇନ୍ଦା ପୋଲିସ ପାଇଥିଲା। ଏହି ଖବର ଆଧାରରେ ଏସ୍‌ଟିଏଫ୍‌ ବୁଧବାର ସକାଳୁ ଚଢାଉ କରି ଛାନ୍‌ଭିନ୍‌ କରିଥିଲା। ଷ୍ଟେଶନର ରେଲଓ୍ବେ…

ଭଞ୍ଜନଗରର ୧୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପୁରସ୍କାର, ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଦିଆଯାଉଛି…

ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଲକ୍ଷ୍ୟ ରଖିଛନ୍ତି। ତେଣୁ ୨୦୨୨ରୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ…

ଦେବାଶିଷଙ୍କୁ ନେଇ ବିଜେଡିରେ ତେଜିଲା ରାଜନୀତି

ଭୁବନେଶ୍ୱର, ୨୭।୧୧(ସୁନିତ୍‌ ମିଶ୍ର):ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ପଦବୀରୁ ଇସ୍ତଫା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କେତେଜଣ ସ୍ବାର୍ଥପର ନେତା ଅଛନ୍ତି ସେମାନଙ୍କ ସ୍ବାର୍ଥରେ ବାଧା ଆସିଲେ ଦଳ…

ବିବାହ ପାଇଁ ଜିଦ୍‌ ଧରିବାରୁ ମହିଳାଙ୍କୁ ମାରିଦେଲେ ହୋମଗାର୍ଡ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦେବଗଡ଼,୨୭ା୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନାଞ୍ଚଳରେ ଗତ ୨୧ ତାରିଖ ରାତିରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ମହିଳାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲଇମୁରା ଥାନାରେ କାର୍ଯ୍ୟରତ ଥିବା…

୭,୨୦୦ କୋଟିର ବିରଳ ମୃତ୍ତିକା ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୧୧: ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକ (ଆର୍‌ଇପିଏମ୍‌) ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୭,୨୦୦ କୋଟି ଟଙ୍କାର ଏକ ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ସିଣ୍ଟର୍‌ଡ ରେଆର୍‌…

କଡ଼ାକଡ଼ି ହେବ ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ଯାଞ୍ଚ

୨୭ା୧୧ (ମକାରୁ ବେମାଲ):ନୂଆପଡ଼ା ମୁଖ୍ୟାଳୟ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲାପାଳ ସୁର୍ମି ସୋରେନ, ସିଡିଏମ୍‌ଓ ଡା. ଧନେଶ୍ୱର ସେଠୀ, ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?