Home Left

ବର୍ଷେଯାଏ ସବୁ ଫ୍ରି, ମାତ୍ର ଏତିକି ଟଙ୍କାରେ ମିଳିବ ମାଗଣା କଲିଂ ସହ 600 GB ଡାଟା

ଯେବେଠାରୁ ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ପ୍ଲାନଗୁଡ଼ିକୁ ମହଙ୍ଗା କରିଛନ୍ତି, ସେବେଠାରୁ ଉପଭୋକ୍ତାମାନେ BSNL ଆଡକୁ ମୁହାଁଇଛନ୍ତି। କାରଣ BSNL ହେଉଛି ଏକମାତ୍ର କମ୍ପାନୀ ଯାହା କମ ମୂଲ୍ୟରେ ଅଧିକ ଲାଭ ଦେଉଛି। ସମ୍ପ୍ରତି, କମ୍ପାନୀ ଏହାର ପରବର୍ତ୍ତୀ ଜେନେରେସନ…

କାହାକୁ ମିଳିବ ଦୁର୍ଘଟଣାରେ ଉଦ୍ଧାର ୮୦ ଲକ୍ଷର ସୁନା? ଯଦି କେହି ଦାବି ନ କଲେ…

ନୂଆଦିଲ୍ଲୀ,୨୦।୬: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଆରମ୍ଭ ହେବାର ତୁରନ୍ତ ପରେ ଏକ ହଷ୍ଟେଲ ଛାତ ଉପରେ…

ଗୋପାଳପୁର ଗଣବଳାତ୍କାର: ଚିହ୍ନାଇଦେଲେ ପୀଡ଼ିତା, କିଏ ସେ ରାକ୍ଷାସ

ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ଏହି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଶୁକ୍ରବାର ଟିଆଇ ପରେଡ୍‌ରେ ପୀଡ଼ିତା ଚିହ୍ନଟ କରିଛନ୍ତି। ଘଟଣାଟି ଅତ୍ୟନ୍ତ…

କାମରେ ଆସୁନି ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ଲାଞ୍ଜିଗଡ଼,୨୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ କାଣ୍ଡମାଠାରେ ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ସୂଚନାନୁସାରେ ୨୦୦୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ୨୦୦୪ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ଶେଷ…

ଦୋକାନରୁ ଜିନିଷ କିଣି ଘରକୁ ଫେରିବାବେଳେ ନାବାଳିକାଙ୍କୁ ଯୌନ ଅସଦାରଣ, ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ସମ୍ବଲପୁର/ଜମନକିରା,୨୧ା୬ (ପ୍ରମୋଦ ବହିଦାର/ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ନାବାଳିକାଙ୍କୁ ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍‌ ତଥା ପୋକ୍‌ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି…

ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା

ତୁମୁଡିବନ୍ଧ,୨୧।୬:(ଦୀପକ କୁମାର ପରାସେଠ): ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ପୂରା ଆବଶ୍ୟକତା ରହିଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସହିତ ସୁସ୍ଥ ଜୀବନଯାପନ କାରବାର ଏକ ମାର୍ଗ । ଏହି ବାର୍ତ୍ତା ସାର୍ବଜନୀନ ପାଇଁ ଶନିବାର ପୂର୍ବାହ୍ନରେ କନ୍ଧମାଳ…

ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ

ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍‌ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ…

ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍‌ ଋତୁଠାରୁ ମଣ୍ଡିଗୁଡିକରେ ସିସି କ୍ୟାମେରା…

୯୩ ବର୍ଷ ଭିତରେ ଯାହା ଘଟି ନ ଥିଲା, ତାହା କରିଦେଖାଇଲେ ଯଶସ୍ବୀ ଜୟସ୍ବାଲ: ରଚିଲେ ଇତିହାସ

ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଶତକ ମାରିଛନ୍ତି। ଜୟସ୍ବାଲ ଶତକ ମାରିବା ମାତ୍ରେ ଇତିହାସ ପୃଷ୍ଠାରେ ନିଜ ନାମ ସାମିଲ କରିଛନ୍ତି। ଜୟସ୍ବାଲ ଏପରି ଏକ କୃତିତ୍ୱ କରିଛନ୍ତି, ଯାହା ଅନ୍ୟ କୌଣସି ଭାରତୀୟ…

ଆଜି ୫ରାଶିଙ୍କ ବାଜିବ ବଡ ଡିଲ୍! ଦିନର ଏହି ସମୟରୁ ଆପଣ ପାଲଟିବେ ଧନୀ

ଜୁନ ୨୦୨୫ ମାସ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥାନ ପରିବର୍ତ୍ତନ ଏହି ମାସରେ ୫ଟି ରାଶିଙ୍କୁ ବିଶେଷ ଲାଭ ପ୍ରଦାନ କରିବ। ଏହି ରାଶିଗୁଡ଼ିକ…

ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…

ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର ସକାଳ ୮ଟା ମଧ୍ୟରେ ଜଣେ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ ୪୨ଜଣ…

ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ମଦ୍ୟପ ବ୍ୟକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri