Home Left

ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏଥି ସହିତ ତାଙ୍କ ଶୃଙ୍ଖଳାଗତ ଖାତାରେ ଏକ ଡିମେରିଟ୍ସ ପଏଣ୍ଟ…

ହାତୀ ଗୋବରର ମିଠେଇ, ଦୁର୍ଗନ୍ଧ ଯୁକ୍ତ ଫୁଲର ବ୍ୟଞ୍ଜନ, China Restaurantରେ ମିଳୁଛି ଅଜବ ଆଇଟମ

ବେଜିଂ,୧୭।୪: ଚାଇନାର ଅଜବ ଖାଦ୍ୟ ଅଭ୍ୟାସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ। କିନ୍ତୁ ସଦ୍ୟତମ ମାମଲାଟି ଏପରି ଯେ ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ, Chinaର ସାଂଘାଇ ସହରରେ ଅବସ୍ଥିତ ଏକ Restaurantରେ ଅନେକ ଅଜବ ଜିନିଷ…

‘ୟୁପିରେ ମସଜିଦ ଭାଙ୍ଗି ଦିଆଯାଉଛି, ଭାଜପା କହୁଛି ମୁସଲମାନଙ୍କ ଉନ୍ନତିର କଥା’, Mehbooba Mufti

ଶ୍ରୀନଗର,୧୭।୪: ପିଡିପି ଅଧ୍ୟକ୍ଷା Mehbooba Mufti ଗୁରୁବାର ଭାଜପା ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଗୋଟିଏ ପଟେ ଏହା ମସଜିଦ ଭାଙ୍ଗି ଦେଉଛି ଏବଂ ଅନ୍ୟପଟେ ଏହା ୱକଫ ଜମି ଦଖଲ କରୁଛି। ଶ୍ରୀନଗରରେ ଏକ ସାଧାରଣ ସଭାରେ ସେ…

IPL 2025: ପୁଣିଥରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଲେ M S Dhoni, ବିମାନ ବନ୍ଦରରେ କଲେ ଏମିତି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ,୧୭।୪: IPL 2025ରେ, CSK ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ୱାଙ୍ଖେଡେ ଷ୍ଟାଡିୟମ ଏହି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏ ସମ୍ପର୍କରେ ଚେନ୍ନାଇ ଟିମ୍‌ ମୁମ୍ବାଇରେ ପହଞ୍ଚିଛି। ନିକଟରେ ଦଳର ସମସ୍ତ ଖେଳାଳିଙ୍କୁ ବିମାନବନ୍ଦରରେ ଦେଖାଯାଇଥିଲା।…

US Vice President J D Vanceଙ୍କ ଭାରତ ଗସ୍ତ ଦ୍ୱିପାକ୍ଷୀୟ ସମ୍ପର୍କକୁ ଆହୁରି ମଜଭୁତ କରିବ: ଭାରତ

ନୂଆଦିଲ୍ଲୀ,୧୭।୪: ଭାରତ ବୁଧବାର କହିଛି ଯେ, ଆମେରିକା ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଆସନ୍ତା ଭାରତ ଭ୍ରମଣ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ପର୍କକୁ ‘ଆଉ ଅଧିକ ମଜଭୁତ’ କରିବ ଓ ଏହି ସମ୍ପର୍କରେ ସମସ୍ତ ‘ସମ୍ପୃକ୍ତ ବିଷୟ’ ଉପରେ ଆଲୋଚନା ହେବ।…

ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ହୃଦୟ ରଞ୍ଜନ ମନୋନୀତ

ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ବରିଷ୍ଠ ଆଇନଜୀବି ହୃଦୟ ରଞ୍ଜନ ମେକାପ ରାଜ୍ୟ ଆଇନଜୀବି ପରିଷଦ ମନୋନୀତ କରିଛନ୍ତି।ଗୁରୁବାର ଏନେଇ ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ଚିଠି ଆସି ପହଞ୍ଚିଛି।…

ବନ୍ଧାହେଲେ କୁବେର ଯନ୍ତ୍ରୀ: ଘରୁ ମିଳିଲା ବିଡାବିଡ଼ା ନୋଟ୍‌, ପୁଳାପୁଳା ସୁନା

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ବନ୍ଧାହେଲେ କୁବେର ଯନ୍ତ୍ରୀ । ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କୁ ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି। ଯନ୍ତ୍ରୀ ରାମଚନ୍ଦ୍ର…

ସାଧାରଣ ଖାଇବା ତେଲରେ ଥିବା ଉପାଦାନ ସ୍ତନ କର୍କଟ ସହ ଜଡ଼ିତ: ଗବେଷଣାରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ,୧୭।୪: ସାଧାରଣ ଖାଇବା ତେଲରେ ବ୍ୟବହୃତ ଏକ ପ୍ରମୁଖ ଉପାଦାନ, ଲିନୋଲେଇକ ଏସିଡ (Linoleic Acid), ଆକ୍ରମଣାତ୍ମକ ସ୍ତନ କର୍କଟର ଆଶଙ୍କା ବଢ଼ାଇପାରେ ବୋଲି ସାମ୍ପ୍ରତିକ ଗବେଷଣାରୁ ଜଣାପଡ଼ିଛି। ବ୍ରିଟେନର ଖ୍ୟାତନାମା କର୍କଟ ବିଶେଷଜ୍ଞଙ୍କ ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ…

Video: ଶାଢି ପିନ୍ଧି ବୁଲ୍‌ଡୋଜର ଉପରେ ଚଢିଗଲେ ମହିଳା,ପାର୍ଟନର୍‌ଙ୍କ ସହ କଲେ ଏମିତି କାମ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଛି। ଅନେକ ସମୟରେ ଲୋକମାନେ ଭାଇରାଲ ହେବା ପାଇଁ ଜାଣିଶୁଣି ଏପରି କାର୍ଯ୍ୟ କରନ୍ତି। ଭାଇରାଲ ପାଇଁ ଲୋକମାନେ ଏପରି ବିଷୟବସ୍ତୁ ତିଆରି କରନ୍ତି ଏବଂ ଶେୟାର କରନ୍ତି, ଯାହା ସେମାନଙ୍କୁ…

Sonakshi sinha divorce:ଜହିର ଇକବାଲଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା? ମୁସଲିମ ପତିଙ୍କଠାରୁ ଅଲଗା ହେବାକୁ ରଖିଲେ ଏମିତି ସର୍ତ୍ତ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କୁ ୨୩ ଜୁନ ୨୦୨୪ରେ ବିବାହ କରିଥିଲେ। ପରିବାର ବ୍ୟତୀତ ଅଭିନେତ୍ରୀଙ୍କ ନିକଟତର ବନ୍ଧୁମାନେ ମଧ୍ୟ ତାଙ୍କ ବିବାହରେ ଯୋଗ ଦେଇଥିଲେ। ଦୁହେଁ ପ୍ରାୟ ୭ ବର୍ଷ ଧରି ଗୁପ୍ତରେ…

କିଏ ଅଧିକ ପାଓ୍ବାରଫୁଲ୍‌, ରାଷ୍ଟ୍ରପତି ନା ସୁପ୍ରିମକୋର୍ଟ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୭।୪: ତାମିଲନାଡୁରେ ରାଜ୍ୟ ସରକାର ବନାମ ରାଜ୍ୟପାଳ ବିବାଦ ଏବେ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଛି। ସୁପ୍ରିମକୋର୍ଟ ବିଲ ପାସ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବା ପରେ, ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଏକ ବିବୃତ୍ତି ସାମ୍ନାକୁ…

ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

କେସିଙ୍ଗା,୧୭।୪,(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଶାସନରେ ବହୁ ମାତ୍ରାରେ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ବଳାତ୍କାର, ଅତ୍ୟାଚାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri