ମନମୋହନ ସାମଲ ପୁଣି ଭାଜପା ରାଜ୍ୟ ସଭାପତି
ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି। ସୋମବାର ଭାଜପା ରାଜ୍ୟ…
୭ ଦଫା ଦାବି ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ
ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):ସରକାର ଶୁଣିଲେନି। ସମୟ ସୀମା ପାର ହେଲା। ରାସ୍ତାକୁ ଓହ୍ଲାଇଲେ ରାଜ୍ୟର ଡ୍ରାଇଭର ସଙ୍ଘ। ଦାରିଙ୍ଗବାଡି ଶାଖାର ଡ୍ରାଇଭରମାନେ ୭ ଦଫା ଦାବି ନେଉ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ଫଳରେ ଦାରିଙ୍ଗବାଡିରୁ ଫୁଲବାଣୀ, ବ୍ରହ୍ମପୁର, ବାଲିଗୁଡା,…
Video: ଇଣ୍ଡିଗୋ ବିମାନରେ ମହୁମାଛି ଉପଦ୍ରବ, ଏକ ଘଣ୍ଟା ବିଳମ୍ବରେ ଉଡିଲା ସୁରଟ-ଜୟପୁର ବିମାନ, ଜାଣନ୍ତୁ କେମିତି ମିଳିଲା ମୁକ୍ତି
ସୁରଟ,୮।୭: ସୋମବର ଗୁଜରାଟର ସୁରତ ବିମାନବନ୍ଦରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ସୁରଟରୁ ଜୟପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ମହୁମାଛି ଯୋଗୁ ଠିକ ସମୟରେ ଉଡ଼ାଣ କରି ପାରି ନଥିଲା। ଅନେକ ମହୁମାଛି ବିମାନର ଖୋଲା ଲଗେଜ ଦ୍ୱାରକୁ…
ହାତୀ ଭାଙ୍ଗିଦେଲା ବାଇକ: ଲୋକେ ଭୟଭୀତ
ପାଟଣା,୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖୁଞ୍ଚୀବେଡା ଗ୍ରାମକୁ ଏକ ଗୋଠଛଡ଼ା ଦନ୍ତା ମଙ୍ଗଳବାର ପଶି ଆସି ଉପଦ୍ରବ ଚଳାଇଛି। ଦ୍ରୌପଦୀ ହୁଡି ନିକଟରେ ଥିବା ଏକ ବାଇକକୁ ହାତୀ ମାଡି ଭାଙ୍ଗି ଦେଇଛି। ଏବେ ଖୁଞ୍ଚିବେଡା…
ସୁନା ଦୋକାନ ସଟର ଭାଙ୍ଗି ପଶିଲେ ଚୋର: ସୁନା ବଦଳରେ ନେଲେ…
ପାଟଣା,୮।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ବଜାରରେ ଥିବା କବିତା ଜୁଏଲରୀ ଦୋକାନର ଶଟର ଚାବି ଭାଙ୍ଗି ଦୁର୍ବୁତ୍ତମାନେ ସୋମବାର ରାତ୍ରି ଦୋକାନ ଭିତରେ ପଶି ଚୋରି କରିଛନ୍ତି। ଦୀର୍ଘ ଦିନ ଧରି ଦୋକାନ ବନ୍ଦ ଥିବା…
ଗୋପାଳ ଖେମକା ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ
ପାଟନା,୮।୭: ବିହାରର ବଡ଼ ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯାଇଥିଲା କିନ୍ତୁ ସେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପାଲଟା ଗୁଳିଚାଳନା ସମୟରେ ତାଙ୍କ…
ସ୍କୁଲରେ ପଶିଲା ବର୍ଷାପାଣି: ଡ୍ରେନ୍ ନିର୍ମାଣ ଦାବି
ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ସାରା ରାଜ୍ୟରେ କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବ ଥୁଆମୂଳ ରାମପୁର ବ୍ଲକରେ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ବ୍ଲକ ଅଧୀନ ଓଡ୍ରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରୀ ସରକାରୀ…
ଅଷ୍ଟ୍ରେଲିଆରେ ଗବେଷଣାତ୍ମକ ତଥ୍ୟ ରଖି ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ
ଭବାନୀପାଟଣା,୮ା୭(ଉତ୍ତମ କୁମାର ଦାଶ): ଚଳିତଥର ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସର ଦଶମ ଅଧିବେଶନ ଅଷ୍ଟ୍ରେଲିଆର ଡରଓ୍ବିନଠାରେ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତ ବିରାଟ ଗାଁର ବୀରକିଶୋର ରଣାଙ୍କ କନିଷ୍ଠ ପୁତ୍ର ତଥା କଳାହାଣ୍ଡି ମା’ ମାଣିକେଶ୍ବରୀ…
ଶୋଚନୀୟ ହୋଇପଡ଼ିଛି ରାସ୍ତା: ମରାମତି ପାଇଁ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ
କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କସୃପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କସୃପଡା ଗ୍ରାମରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି। ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ହେବାରୁ ଗ୍ରାମବାସୀ…
ପାକିସ୍ତାନକୁ ଲାଗିବ ବଡ଼ ଝଟକା! ଶହବାଜ-ମୁନିରଙ୍କୁ ଏବେ କିଏ ବଞ୍ଚାଇବ? ଚାଇନା-ପାକିସ୍ତାନ ସମ୍ପର୍କକୁ ନେଇ ଆସିଲା ଏମିତି ଖବର
ବେଜିଂ,୮।୭: ଯାହାଙ୍କ ସମର୍ଥନରେ ପାକିସ୍ତାନ ଭାରତ ପ୍ରତି ନିଜର ମନୋଭାବ ଦେଖାଉଛି, ତାଙ୍କୁ ବହିଷ୍କାର ହେବାକୁ ଯାଉଛି। ଏକ ରିପୋର୍ଟରେ ଚାଇନାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟି ସି ଜିନପିଙ୍ଗଙ୍କ ବିକଳ୍ପ ଖୋଜିବାରେ ବ୍ୟସ୍ତ।…
ଖୁବଶୀଘ୍ର ଭବାନୀପାଟଣାରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୮।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଦିନରେ କଳାହାଣ୍ଡି ଜିଲାର ଭବାନୀପାଟଣାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ…
ଲେଖାଶ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ: ମହିଳା କମିସନ ନିକଟରେ ଭାଜପା ବିଧାୟକଙ୍କ ଗିରଫ ଦାବିରେ ଅଭିଯୋଗ
ଭୁବନେଶ୍ୱର, ୮।୭: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସୋମବାର ରାଜ୍ୟ ମହିଳା କମିସନ (ଏସସିଡବ୍ଲୁ)ରେ ଅଭିଯୋଗ ଦାୟର କରିଛନ୍ତି। ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ସନ୍ତୋଷ ଖଟୁଆଙ୍କୁ ତାଙ୍କ ବିରୁଦ୍ଧରେ ଅଶାଳୀନ ଓ…
Archives


