ବୁମରାଙ୍କ ସୁନାମିରେ ଉଡ଼ିଗଲା ଇଂଲଣ୍ଡ, ଭାଙ୍ଗିଗଲା କପିଲ ଦେବଙ୍କ ରେକର୍ଡ
ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ ଜସପ୍ରିତ ବୁମରା ଭାରତୀୟ ଦ୍ରୁତ ବୋଲରମାନଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବପ୍ନ ଭଳି କାମ କରିଥିଲେ। କାର୍ଯ୍ୟଭାର ପରିଚାଳନା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାହାରେ ବସିଥିବା ବୁମରା ତୃତୀୟ ଟେଷ୍ଟର ଦ୍ୱିତୀୟ ସକାଳେ ବଲ ଧରିବା ମାତ୍ରେ ଇଂଲିସ…
ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି ଅଧିକାରୀ
ବୈଶିଙ୍ଗା,୧୨ା୭(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ସଦର ସବ୍ଡିଭିଜନ ଅଧୀନରେ ଥିବା ବେତନଟୀ ତହସିଲ ଓ ବ୍ଲକର ପ୍ରଶାସନିକ ସେବା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି ମଧ୍ୟ ସମ୍ବେଦନଶୀଳ। ହେଲେ ଦୀର୍ଘ ୬ମାସରୁ ଊଦ୍ଧର୍ବ ସମୟ ଧରି ତହସିଲଦାର ପଦବୀ ଓ ୨…
ବାହାରୁଛନ୍ତି ଗୋଟିଏ ପରେ ଗୋଟି ଅଜଗର: ଗାଁ ଲୋକେ…
କର୍ଲାମୁଣ୍ଡା:୧୨।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲଠାରେ ବନ ବିଭାଗ ପକ୍ଷରୁ ଆଉ ଏକ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନାକ୍ରମେ, ଅବୁଜବାହାଲ ଗ୍ରାମରେ ଗତ ଗୁରୁବାର ଅଜଗର ଉଦ୍ଧାର ହୋଇଥିବା ବେଳେ…
ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ତାତିଲେ ଛାତ୍ରୀଛାତ୍ର-ଅଭିଭାବକ
ଛତ୍ରପୁର,୧୨ା୭(ଦିଲ୍ଲୀପ ସାମଲ): ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ନେଇ ଛତ୍ରପୁର ବ୍ଳକ ଟାକିରିଆ ବ୍ରହ୍ମପୁର ଅଭିଭାବକ ଓ ଛାତ୍ରୀ ଛାତ୍ର ଆନ୍ଦୋଳନ କରିଛନ୍ତି। ଶନିବାର ସକାଳୁ ସ୍କୁଲ ଗେଟ୍ ଆଗରେ ଆନ୍ଦୋଳନ କରିବା ସହ ଗେଟ୍ରେ ତାଲା ପକାଇ ରଖିଛନ୍ତ।…
ଗୁମର ଖୋଲିଲେ ଅର୍ଚ୍ଚନା: ମୋ ସହ ହୋଇଥିଲା ଷଡ଼ଯନ୍ତ୍ର, ବବିଙ୍କ ନାଁ ନେଇ କଲେ ଖୁଲାସା
ଭୁବନେଶ୍ୱର,୧୨।୭: ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ। ତାଙ୍କ ଗିରଫଦାରୀ ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି ଅର୍ଚ୍ଚନା। ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇଛନ୍ତି ଅର୍ଚ୍ଚନା ନାଗ। ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ…
ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ
ମହାକାଳପଡ଼ା,୧୨ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର…
ରାଇସ୍ ମିଲ୍ ପାଉଁଶଗଦାରେ ନାବାଳକଙ୍କ ମୃତ୍ୟୁ ଘଟଣା: ଏନ୍ଏଚ୍ଆର୍ସିର ରିପୋର୍ଟ ତଲବ, ୨୧ରେ ଶୁଣାଣି
ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ ରହିଥିବା କାଳେଶ୍ୱର ରାଇସ୍ ମିଲ୍ର ପାଉଁଶ ଗଦାରେ ପଡ଼ି ବଇପୁର ଗ୍ରାମର ଜଣେ ନାବାଳକ ପ୍ରତ୍ୟୁଷ ଭଏନାଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) ପାଖରେ ପହଞ୍ଚିଛି। ଭବାନୀପାଟଣା…
ରୁଷିଆରୁ ତୈଳ କିଣିବା ପଡିବ ମହଙ୍ଗା, ଭାରତ ଉପରେ ୫୦୦ ପ୍ରତିଶତ ଟାରିଫ୍ ଲଗାଇବେ ଟ୍ରମ୍ପ!
ଓ୍ବାଶିଂଟନ୍,୧୨।୭: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଯୋଗୁ ଆମେରିକା ଏବେ ଅଧିକ ବିରକ୍ତ। ଦୁଇ ବଡ଼ ଆମେରିକୀୟ ନେତା ଲିଣ୍ଡସେ ଗ୍ରାହାମ (ରିପବ୍ଲିକାନ) ଏବଂ ରିଚାର୍ଡ ବ୍ଲୁମେନ୍ଥଲ (ଡେମୋକ୍ରାଟ) ମିଳିତ ଭାବରେ ଏକ ବିଲ ଆଗତ କରିଛନ୍ତି, ଯେଉଁଥିରେ ରୁଷିଆରୁ…
କୋଲକାତା ଯାଉଥିଲା କେନ୍ଦୁପତ୍ର ବୋଝେଇ ଟ୍ରକ, ଅତାବିରାରେ ମାଡ଼ିବସିଲା ପୋଲିସ
ଅତାବିରା,୧୨।୭(ଯୁଧିଷ୍ଠିର ମହାପାତ୍ର)- ସମ୍ବଲପୁର ଜିଲା ରେଢାଖୋଲରୁ କଲିକତା ଯାଉଥିବା ଏକ କେନ୍ଦୁପତ୍ର ବୋଝେଇ ଟ୍ରକକୁ ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ଅପରାହ୍ନରେ ଜବତ କରିଛି। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।…
ମୁଁ ମୋ ପରିବାରରୁ ଦୂରେଇ ଯିବାକୁ ଚାହୁଁଛି…ରାଧିକାଙ୍କ ହ୍ବାଟସଆପ ଚାଟ ଭାଇରାଲ୍
ଗୁରୁଗ୍ରାମ,୧୨।୭: ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛି। ଅଭିଯୁକ୍ତ ବାପା ଦୀପକ ଯାଦବ ବର୍ତ୍ତମାନ ଗୋଟିଏ ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି। ସେ ତାଙ୍କର ଅପରାଧ ସ୍ବୀକାର କରିଛନ୍ତି। ଏହି…
ପ୍ରତିମାସରେ ରାହୁଲ ଗାନ୍ଧୀଙ୍କୁ ମିଳେ ଏତେ ଦରମା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ନୂଆଦିଲ୍ଲୀ, ୧୨।୭: ସଂସଦରେ ବିରୋଧୀ ଦଳ ନେତା ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ପଦବୀ ବହୁତ ଦାୟିତ୍ୱପୂର୍ଣ୍ଣ। ଏହା ସହିତ ଦରମା ଏବଂ ସୁବିଧା ମଧ୍ୟ ବହୁତ ଭଲ ମିଳିଥାଏ। ବିରୋଧୀ ଦଳ ନେତା ହେବା ପରେ, ରାହୁଲ…
ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ
କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ…
Archives


