ଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଖୋଲିବ ଆଉ ୫ ନୂଆ ଏନ୍ସିସି ବାଟାଲିଅନ
ଭୁବନେଶ୍ୱର,୧୭।୭: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଆଉ ୫ ନୂଆ ମହିଳା ଏନ୍ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି। ଚିଠିରେ କ୍ୟାଡେଟ୍ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ…
ଅର୍ଶାଦ ନଦୀମଙ୍କ କ୍ଷୋଭ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ମିଳିଥିବା ପୁରସ୍କାର ପ୍ରତିଶ୍ରୁତି ‘ମିଛ’
ନୂଆଦିଲ୍ଲୀ,୧୭।୭: ପାରିସ୍ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ପ୍ରଥମ ଆଥଲେଟ୍ ଅର୍ଶାଦ ନଦୀମ ତାଙ୍କୁ ଦିଆଯାଇଥିବା ‘ମିଛ’ ପୁରସ୍କାର ପ୍ରତିଶ୍ରୁତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ବର୍ଷ ପାରିସ୍ରେ ଅନୁଷ୍ଠିତ ଅଲିମ୍ପିକ୍ସରେ…
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଉଚ୍ଚଶିକ୍ଷା ବିଭାଗର ବଡ଼ ଘୋଷଣା, ଶୁକ୍ରବାର…
ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୋଟିଏ ପଟେ ବିଜେଡି ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଜୋରଦାର କରିଛି। ଏହି…
କଲେଜରେ ଏମିତି କରୁଥିଲେ ସମୀର ସାର୍, କହୁ କହୁ ସବୁ କହିଦେଲେ ଅଧ୍ୟାପିକା
ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୋଟିଏ ପଟେ ବିଜେଡି ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଜୋରଦାର କରିଛି। ବିରୋଧୀଙ୍କୁ ପ୍ରଶ୍ନବାଣରେ ଘାଇଲା…
ବଢ଼ିପାଣିରେ ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର
ଢେଙ୍କିକୋଟ,୧୭ା୭(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍ ପୋଲିସ ବିଟ୍ ହାଉସ ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ରାଇକୁଦୁରରେ ବନ୍ୟାପାଣି ଦେଖିବାକୁ ଯାଇଥିବା ଜଣେ ଛାତ୍ର ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ କାଶୀସାହି ଚତୁରା ନାୟକଙ୍କ ପୁଅ ସଞ୍ଜୀବ କୁମାର…
ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା: ବିଦ୍ୟାଳୟର ୪ କର୍ମଚାରୀ ଗିରଫ
ଚମ୍ପୁଆ,୧୭ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜଣେ ଛାତ୍ର ୪ ମହଲା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାର ୫ ଦିନ ପରେ ଚମ୍ପୁଆ ପୋଲିସ ୪ ଜଣ ବିଦ୍ୟାଳୟ କର୍ମଚାରୀଙ୍କୁ ଗିରଫ…
ପୁଣି ମୁହାଁଇଲେଣି! ବିଜେଡି ନେତାଙ୍କୁ ଭେଟିଲେ ପାଣ୍ଡିଆନ, ରାଜ୍ୟରେ ହଇଚଇ
ଭୁବନେଶ୍ୱର,୧୭।୭: FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବୁଧବାର ଭୁବନେଶ୍ୱର ଲୋୟର ପିଏମ୍ଜିରେ ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ମାଡ…
ସେଲଫି ନେବାବେଳେ ନଦୀରେ ଭାସିଗଲେ ଯୁବକ, ରହିଛି କଂଗ୍ରେସର ଓଡିଶା ବନ୍ଦ ଲିଙ୍କ
ଝାରସୁଗୁଡ଼ା ,୧୭।୭: ଝାରସୁଗୁଡ଼ା ଆକ୍ସିସ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ୨୭ ବର୍ଷୀୟ ଯୁବକ ଆଜି ସୋଢ଼ମାଳା ପଞ୍ଚାୟତ ଅନ୍ତର୍ଗତ ଏକ ଶିବ ମନ୍ଦିର ନିକଟରେ ସେଲଫି ନେବା ବେଳେ ଭେଡେନ ନଦୀରେ ଖସି ପଡ଼ି ନିଖୋଜ ହୋଇଛନ୍ତି। ନିଖୋଜ ଯୁବକଙ୍କ ନାମ…
ନନ୍-ଭେଜ୍ କ୍ଷୀର କ’ଣ? କାହିଁକି ଏହାକୁ ଭାରତରେ ବିକିବାକୁ ଚାହୁଁଛି ଆମେରିକା? ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୭: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଛି। ଆମେରିକା ଭାରତର ଦୁଗ୍ଧ ଶିଳ୍ପରେ ପ୍ରବେଶ କରିବାକୁ ଚାହୁଁଛି, କିନ୍ତୁ ଭାରତ ସବୁଜ ସଙ୍କେତ ଦେଉନାହିଁ। ଏହାର କାରଣ ହେଉଛି ନନ-ଭେଜ୍ କ୍ଷୀର। ଅନେକ ଗଣମାଧ୍ୟମ ରିପୋର୍ଟରେ…
ଟାର୍ଗେଟ୍ରେ ଥିଲେ ସୁରକ୍ଷାକର୍ମୀ: ଜଙ୍ଗଲରୁ ମିଳିଲା ୬୦୦ ଡିଟୋନେଟର
ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍ପି ହରିଶ ବିଶିଙ୍କ ଦ୍ୱାରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଭିଏଫ୍ ଯବାନ କୋମ୍ବିଂ ଅପରେସନ ବେଳେ ଗୁମ୍ମା ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି।…
କଲେଜ ସାର୍ଙ୍କ ମୁଖା ଖୋଲିଲେ ସୋମ୍ୟାଶ୍ରୀଙ୍କ ବାପା, କହିଲେ ଏହି ସାର୍ ଦେଉଥିଲେ ଧମକ
ଭୁବନେଶ୍ୱର,୧୭।୭: ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୋଟିଏ ପଟେ ବିଜେଡି ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ବିରୋଧୀଙ୍କୁ ପ୍ରଶ୍ନବାଣରେ ଘାଇଲା ହେଲେଣି ସରକାର। ଏପଟେ…
ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ କିଏ? ଯାହାଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା ପରେ…
ନୂଆଦିଲ୍ଲୀ,୧୭।୭: ଅନେକ ସମୟରେ ହସିନ ଜାହାଁଙ୍କ ବିଷୟରେ ଖବର ଆସିଥାଏ। ହେଲେ ଏବେ ଭିନ୍ନ କାରଣକୁ ନେଇ ଟିମ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ ଚର୍ଚ୍ଚାରେ। କାରଣ ଏବେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…
Archives


