Home Left

ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର କ୍ଷୟକ୍ଷତିର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହା…

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ ଏହା ସ୍ପଷ୍ଟ ହୋଇଛି। ଫିଲ୍ମଟି ତାମିଲ ଫିଲ୍ମ ‘କଞ୍ଚନା’ର ରିମେକ୍‌। ଅକ୍ଷୟଙ୍କ ସହ ପ୍ରମୁଖ…

ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଗୋପନୀୟତାର ଦ୍ୱାହି ଦେଇଛନ୍ତି। ଭାରତ ଓ ସୁଇଜରଲାଣ୍ଡ ପ୍ରତ୍ୟେକ ମାମଲାର ସୂଚନା ଆଦାନପ୍ରଦାନ କରୁଛନ୍ତି।…

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର : ୨ ଅପରାଧୀ ଗୁରୁତର

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୮ା୫ (ଡି.ଏନ.ଏ.): ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ତାଳଚୁଆ ପାହାଡ଼ ନିକଟରେ ଶନିବାର ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଜଣେ ହେଲେ ବେଗୁନିଆ ଥାନା…

ବିଶ୍ୱକପ୍‌ ଲାଗି କେଦାର ଫିଟ୍‌

ମୁମ୍ବାଇ,୧୮।୫- ଭାରତୀୟ ଦଳର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଓ କାମଚଳା ସ୍ପିନର କେଦାର ଯାଦବଙ୍କ ବିଶ୍ୱକପ୍‌ରେ ଖେଳିବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ହୋଇଛି। ତାଙ୍କୁ ଶନିବାର ଫିଟ୍‌ ଘୋଷିତ କରାଯାଇଛି। ଫଳରେ ଆସନ୍ତା ୨୨ ତାରିଖରେ ବଳକା ଭାରତୀୟ ଦଳର…

ଆଚାର ସଂହିତା ଉଲ୍ଲଂଘନ ପାଇଁ ସନ୍ନିଙ୍କୁ ନୋଟିସ୍‌

ଗୁରୁଦାସପୁର,୧୮।୫: ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁରରୁ ନିର୍ବଚନ ଲଢୁଥିବା ଭାଜପା ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନ ଏକ ନୋଟିସ୍‌ ଜାରି କରିଛନ୍ତି। ଫିଲ୍ମ ଅଭିନେତାରୁ ରାଜନେତା ହୋଇଥିବା ସନ୍ନିଙ୍କ ଉପରେ ଅଭିଯୋଗ ହେଉଛି ସେ ପ୍ରଚାର…

କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍‌ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ ଗୀତ ରିଲିଜ୍‌ ହୋଇଥିଲା। ଏହି ଗୀତର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିଲେ ‘ଭାରତ’ର ଲିଡ୍‌…

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା ପୂର୍ବରୁ କହୁଥିବା ବେଳେ ଏବେ କେଜରିଓ୍ବାଲ କହିଛନ୍ତି କି ଅଧିକାଂଶ ଭୋଟ କଂଗ୍ରେସକୁ ଯାଇଛି।…

ଧାରା ୩୭୦ ନେଇ ଭାଜପା ସହିତ ଜେଡିୟୁର ରହିଛି ମତଭେଦ

ପାଟନା,୧୮।୫: ୩୭୦ ଧାରା ନେଇ ଜେଡିୟୁର ଭାଜପା ସହିତ ମତଭେଦ ରହିଛି। ଏ ସମ୍ପର୍କରେ ଜେଡିୟୁ ପ୍ରବକ୍ତା ଅଜୟ ଆଲୋକ ସୂଚନା ଦେଇଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ଦ୍ୱାରା ଭୋଟର ବେଶ୍‌ ପ୍ରଭାବିତ ହେବେ। ଜେଡିୟୁର କୌଣସି ନିର୍ବାଚନୀ…

ବଦଳିଲେ ପୁରୀ ସିଡିଏମ୍‌ଓ, ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଲାଗି ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଶନିବାର ବଦଳିଛନ୍ତି ପୁରୀ ସିଡିଏମ୍‌ଓ। ତାଙ୍କ ସ୍ଥାନରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ବାତ୍ୟା ‘ଫନୀ’ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୀ ଜିଲାର ୪ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସେମାନେ ହେଲେ…

ଆସନ୍ତା ୨୩ରେ ନିର୍ବାଚନ ଫଳାଫଳ: ଏହା ପୂର୍ବରୁ ଭଙ୍ଗ ହେବ ରାଜ୍ୟ ବିଧାନସଭା, ଆଜି ବସିବ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଶନିବାର ଔପଚାରିକ ଭାବେ ରାଜ୍ୟ ବିଧାନସଭା ଭଙ୍ଗ ହେବ। ଏଥିସହ ରାଜ୍ୟ କ୍ୟାବିନେଟ୍‌ର ବୈଠକ ବସିବ। ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସୁପାରିସ କରାଯିବାର…

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା କଲେ ଚାକର। ସୂଚନାଯୋଗ୍ୟ, ସେହି କଲୋନୀରେ ରହୁଥିବା ରାଜେନ୍ଦ୍ର ସିକ୍କା ଜଣେ କ୍ରସର ମାଲିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?