କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍‌ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ ଗୀତ ରିଲିଜ୍‌ ହୋଇଥିଲା। ଏହି ଗୀତର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିଲେ ‘ଭାରତ’ର ଲିଡ୍‌ ରୋଲରେ ଥିବା କ୍ୟାଟ୍ରିନା ଓ ସଲମାନ। ହେଲେ ସେଠାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାକୁ କେହି ବିଶ୍ୱାସ କରିପାରିଲେ ନାହିଁ। ଏବେ ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ହେଉଛି ଉକ୍ତ ପ୍ରମୋଶନ ଇଭେଣ୍ଟରେ କ୍ୟାଟ୍ରିନାଙ୍କ ଶାଢିର କୁଞ୍ଚ ସାମାନ୍ୟ ବିଗିଡି ଯାଇଥିଲା। ଯାହାକୁ ଦେଖି ସଲମାନ ନଇଁପଡି ସଜାଡି ଦେଇଥିବା ଦେଖିବାକୁ ମିଳିଥିଲା। ଏବେ ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ହେଲେ ଏତିକିରେ କଥା ସରିନି। କ୍ୟାଟ୍ରିନା ମଧ୍ୟ ସଲମାନଙ୍କୁ ଆପଣାର ବୋଲି ଫିଲ୍‌ କରାଇବାକୁ ଯାଇ ଷ୍ଟେଜ୍‌ ଉପରେ ତାଙ୍କ ଗାଲ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଲମାନ ଦୂରେଇ ଯାଇଥିଲେ। ଏବେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ୟୁଜରମାନେ ବିଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି। ତେବେ ଖବରଦାତାମାନେ କ୍ୟାଟ୍ରିନାଙ୍କୁ ପ୍ରଶ୍ନ କରିଥିଲେ କି ସେ ସଲମାନଙ୍କୁ ଭାଇଜାନ୍‌ ବୋଲି କହିବାରେ କିଛି ଅସୁବିଧା ଅଛିକି। କିନ୍ତୁ କ୍ୟାଟ୍ରିନା ଏହାର ଉତ୍ତର ଦେବା ପୂର୍ବରୁ ସଲମାନ କହିଥିଲେ ମୁଁ ଆପଣଙ୍କର ଭାଇଜାନ, କ୍ୟାଟ୍ରିନାଙ୍କର ନୁହେଁ। ତେବେ କ୍ୟାଟ୍ରିନା ତାଙ୍କୁ କେଉଁ ଜାନ୍‌ ବୋଲି ଡାକିବେ କହିବାକୁ ପୁଣି ସଲମାନ କହିଥିଲେ ମେରି ଜାନ୍‌। ଯାହା ସେ ସମୟରେ ହାସ୍ୟରୋଳ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ କ୍ୟାଟ୍ରିନା

ସଲମାନ୍‌ ଖାନ୍‌ – କ୍ୟାଟ୍ରିନା କୈଫ୍‌ଙ୍କ ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।  ପ୍ରଥମ ଥର ପାଇଁ ଫିଲ୍ମ ‘ମୈନେ ପ୍ୟାର୍‌ କ୍ୟୁଁ କିୟା’ରେ ଏକାଠି...

କରଣଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ବର୍ତ୍ତମାନ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବିପକ୍ଷରେ ତାଙ୍କର ଆଗାମୀ ଆକ୍ସନ ଥ୍ରୀଲର ‘ବିକ୍ରମ ବେଦ’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି।...

ହାତକୁ ଦି’ହାତ ହେବେ ମୌନୀ ରାୟ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । କିଛି ସେଲିବ୍ରିଟି ଏହାରି ମଧ୍ୟରେ ହାତକୁ ଦି’ହାତ ହୋଇ ସାରି ଥିବା ବେଳେ...

ନିର୍ମାଣ ହେବ ଶେଫ ସଞ୍ଜିବ କପୁରଙ୍କ ବାୟୋପିକ

ମୁମ୍ବାଇ: ଶେଫ ସଞ୍ଜିବ କପୁରଙ୍କ ଶୋ’ ‘ସଞ୍ଜିବ କପୁରର୍ସ କିଚେନ’କୁ ସମସ୍ତେ ଅଳ୍ପ ବହୁତେ ମନେ ରଖିଥିବେ ନିଶ୍ଚୟ । ଟେଲିଭିଜନର ଏହା ଏକ ଲୋକପ୍ରିୟ...

ଦୁଇ ଦିନ ପର୍ଯ୍ୟନ୍ତ ଓବରୟ ହୋଟେଲ ବାହାରେ ଛିଡ଼ା ହୋଇଥିଲେ ଏହି ଅଭିନେତା: ଭଉଣୀଭିଣୋଇଙ୍କୁ ଗୁଳିମାରିଦେଇଥିଲେ ଆତଙ୍କବାଦୀ

ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଛି ବାରବର୍ଷ। ୨୦୦୮ ମସିହା ଆଜିର ଦିନରେ ଲସ୍କର-ଏ-ତୋଏବାର ଦଶଜଣ ଆତଙ୍କବାଦୀ ମୁମ୍ବାଇରେ ଆତଙ୍କ ଲୀଳା ଖେଳାଇଥିଲେ। ତିନିଦିନ ଧରି ଆତଙ୍କବାଦୀମାନେ...

ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ମିଳିଲା ପ୍ରଶଂସକଙ୍କ ଭଲପାଇବା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି...

ଚୁମ୍ବନ ଦୃଶ୍ୟ ପୂର୍ବରୁ ଏହି ଅଭିନେତାଙ୍କୁ ୫ ଥର ହାତ ଧୁଆଇଥିଲେ ନେହା ଧୁପିଆ

ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ସେ ଏବଂ ୟାମି ଗୌତମ ତାଙ୍କ ଫିଲ୍ମ ‘ଏ ଥର୍ସଡେ’ର...

ଜ୍ଞାନବ୍ୟାପି ମସଜିଦ ବିବାଦକୁ ନେଇ କଙ୍ଗନା ଦେଲେ ‘ଧାକଡ’ ଜବାବ

ମୁମ୍ବାଇ: ବାରାଣସୀର ଜ୍ଞାନବ୍ୟାପି ମସଜିଦ ବିବାଦ ମଧ୍ୟରେ ବଲିଉଡ ନାୟିକା କଙ୍ଗନା ରାନାୱତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ସୋସିଆଲ ମିଡିଆରେ...

Advertisement
Archives

Model This Week