ଫନୀ ପ୍ରଭାବିତଙ୍କୁ ଏଚ୍ପିସିଏଲ୍ ଦେଲା ୫ କୋଟି
ଭୁବନେଶ୍ୱର,୨୨।୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକ ଲାଗି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍ପିସିଏଲ୍) ପକ୍ଷରୁ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଏଲ୍ପିଜି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ମିଶ୍ରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୁଖ୍ୟ ତଥା…
ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ
ଯୋଡ଼ା,୨୨।୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବନେଇକଳା ଠାରେ ଜଣେ ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂତ୍ରରୁ ଜଣାପଡ଼ିଛି ଯେ, ବନେଇକଳା ବସ୍ତିରେ ରହୁଥିବା କିଶୋରଚନ୍ଦ୍ର ପାତ୍ରଙ୍କ ୧୩ବର୍ଷର ନାବାଳିକା ଝିଅ ମୋନାଲିସା ପାତ୍ର ବୁଧବାର ସକାଳ ସମୟରେ…
କନିଅର ମଞ୍ଜି ଖାଇ ଆତ୍ମହତ୍ୟା
ବଡବିଲ, ୨୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ମାଗାଜିନ ହଟିଂରେ ଅର୍ଜୁନ ହାଇବୁରୁ ନାମକ ଜଣେ ବ୍ୟକ୍ତି କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସେ କନିଅର ମଞ୍ଜିଖାଇ ଅସୁସ୍ଥ ହେବା ପରେ ଅର୍ଜୁନଙ୍କୁ ସ୍ଥାନୀୟ ଗୋଷ୍ଠୀ…
ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭଦ୍ରକ ଅଫିସ, ୨୨।୫: ଗୁରୁବାର ଭୋଟ ଗଣତି। ଏହାକୁ ଠିକ୍ ଭାବେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିଲାଗି ଜିଲା ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଭୋଟ…
ଜଟଣୀ ଗୋଶାଳାରେ ବ୍ୟାପକ କ୍ଷତି: ବିଦ୍ୟୁତ୍ ନ ଥିବାରୁ ପାଣି, ଖାଦ୍ୟର ଅଭାବ
ଜଟଣୀ,୨୨।୫(ଡି.ଏନ୍.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ ଏବେ ବି ଯନ୍ତ୍ରଣା ରହିଛନ୍ତି। ବିଦ୍ୟୁତ୍ ନ ଥିବାରୁ ପାଣି ଓ ଖାଦ୍ୟର ଅଭାବ…
ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ
ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା ‘#ମିଠୁ’ ଅଭିଯାନ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ…
ବିଗ୍ ବସ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର
ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍ ବସ୍’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ ସରିବା ପରେ ଆଗାମୀ ସିଜନରେ ସଲମାନ ହୋଷ୍ଟ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥାଏ।…
ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା
ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ରାଜିନାମା ହୋଇଥିଲା। ଚାଇନା ୨୦୦୭ରେ…
ଶରୀର ପାଇଁ ଉପଯୋଗୀ କଞ୍ଚା ପିଆଜ
ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା…
ମାଇଲଷ୍ଟୋନ ସ୍ପର୍ଶ କଲେ ଓଡ଼ିଆ ଖେଳାଳି ସୁନିତା
ଜିନଚେଓନ(କୋରିଆ),୨୨।୫- ଭାରତୀୟ ମହିଳା ହକି ଦଳର ଅନ୍ୟତମ ବ୍ୟାକଲାଇନ ଖେଳାଳି ସୁନିତା ଲାକ୍ରା ବୁଧବାର ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ରିପବ୍ଲିକ କୋରିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ଅବସରରେ ଓଡ଼ିଆ ଖେଳାଳି ଏହି ମାଇଲଷ୍ଟୋନ ସ୍ପର୍ଶ…
ଗର୍ଭସ୍ଥ ଶିଶୁ ପାଇଁ ବାୟୁ ପ୍ରଦୂଷଣ ହୋଇପାରେ ବିପଜ୍ଜନକ
ବାୟୁ ପ୍ରଦୂଷଣ ପ୍ରଭାବକୁ ନେଇ ଏକ ଆଶ୍ଚଯର୍ୟଜନକ ତ୍ଯଯ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ ଅନୁସାରେ, ଯେଉଁ ଗର୍ଭବତୀ ମହିଳାମାନେ ୬ ରୁ ୯ ମାସ ମଧ୍ୟରେ ବାୟୁପ୍ରଦୂଷଣର ଉଚ୍ଚସ୍ତରର ସାମ୍ନା କରିଥାନ୍ତି, ସେମାନଙ୍କ ଶିଶୁମାନେ ଜନ୍ମ ପରେ ଖୁବ୍ କମ୍ ବୟସରୁ…
ଫୁସ୍ଫୁସ୍ କ୍ୟାନସର୍ରୁ ରକ୍ଷାକରେ ଗାଜର
ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ ତୁଳନାରେ ଫୁସ୍ଫୁସ୍ କ୍ୟାନସର୍ ଆଶଙ୍କା କମ୍ ଦେଖାଯାଏ। ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ଦୁଇଥର ଗାଜର୍…

