ଦିନରେ ସମ୍ଭାଳୁଛନ୍ତି ବ୍ୟବସାୟ, ରାତିରେ ଗାୟକ: ୪୫ ବର୍ଷରେ ୫ ହଜାର ମଞ୍ଚ
(ଦୀନେଶ ଦେହୁରୀ) ବନ୍ତଳା,୨୩ା୫: ଦିନରେ ମା’ଙ୍କ ବ୍ୟବସାୟକୁ ବଢ଼ାଉଛନ୍ତି ଆଗକୁ। ଆଉ ରାତିରେ ଜାମାଯୋଡ ହୋଇ ଚାମର ଧରି ଗାୟକ, ପାଳିଆଙ୍କ ସାଥେ ଓହ୍ଲାଉଛନ୍ତି ମଞ୍ଚକୁ। ଦୀର୍ଘ ୪୫ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ସ୍ଥାନରେ ପାଲା ପରିବେଷଣ କରିସାରିଲେଣି…
ଭୋଟ ଗଣତି ଆଜି: ଛତ୍ରପୁର, ଭଞ୍ଜନଗର, ବ୍ରହ୍ମପୁର କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି
ଛତ୍ରପୁର,୨୩ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାର ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ, ବ୍ରହ୍ମପୁରର ପଲିଟେକନିକ୍ ଓ ଆଇଟିଆଇ ଏବଂ ଭଞ୍ଜନଗରର କେଏସୟୁବି କଲେଜରେ ଗୁରୁବାର ଭୋଟ ଗଣତି କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଭୋଟ ଗଣତିରେ ନିୟୋଜିତ କର୍ମଚାରୀ, ପ୍ରାର୍ଥୀ ଓ…
ପରିତ୍ୟକ୍ତ ସ୍ଲୁଇସ୍ ଗେଟ, ନଦୀ ପଡ଼ିଛି ଶୁଖିଲା
ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍ ଡ୍ୟାମ, ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ଏସବୁ ଯୋଜନା ଫେଲ୍ ମାରିଛି। ରକ୍ଷଣାବେକ୍ଷଣ ଅଭାବରୁ ଜଳସେଚନ…
ପ୍ରଥମ ଦେଖାରେ ବ୍ରଡଙ୍କୁ ସୁନ୍ଦରୀ ତରୁଣୀ ଭାବିଥିଲେ ଆଣ୍ଡରସନ
ଲଣ୍ଡନ,୨୩।୫(ପି.ଟି.)- ନିଜ ନୂଆ ବହି ‘ବୋଲ. ସ୍ଲିପ୍. ରିପିଟ୍’ରେ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ମଜାଦାର କଥା ଉଲ୍ଲେଖ କରିଛନ୍ତି। ସାଥୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଥମ ଦେଖାରେ ସେ ଅଲଗା…
ଡାଇବେଟିସ୍ଠାରୁ ଦୂରେଇ ରଖେ ଏହି ଚା’…
ସକାଳ ଚା’ ପିଇଲେ ଫୁର୍ତ୍ତି ଲାଗେ। ତେବେ ଚା’ ମଧ୍ୟ ଡାଇବେଟିସ୍ ସମସ୍ୟାରୁ ଦୂରେଇ ରଖିଥାଏ। ନିୟମିତ ଗ୍ରୀନ୍ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତ ଶର୍କରା କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
କେଉଁ ୪ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ଢାଳିବ ସୁନାକଳସ
ନୟାଗଡ଼ ଅଫିସ,୨୨।୫: ପ୍ରାୟ ଏକ ମାସ ଧରି ଇଭିଏମ୍ରେ ସିଲ୍ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଖୋଲାଯିବ। ଏହି ଦିନ ଭୋଟଗଣତି ହେଉଥିବାରୁ ସବୁଠି ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଜିଲାର ୪ ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ନିର୍ବାଚନର ଗଣତି କାର୍ଯ୍ୟକ୍ରମ ନୟାଗଡ଼…
ବ୍ରିଟିଶ ଓପନ୍ ସ୍କ୍ବାଶ: କ୍ୱାର୍ଟରରେ ଜ୍ୟୋତ୍ସ୍ନା
ହଲ୍ (ଇଂଲଣ୍ଡ), ୨୨।୫(ପି.ଟି.): ଏଠାରେ ଚାଲିଥିବା ପିଏସ୍ଏ ଓ୍ବାଲର୍ଡ ଟୁର୍ ପ୍ଲାଟିନମ ଇଭେଣ୍ଟ ବ୍ରିଟିଶ ଓପନ୍ ସ୍କ୍ବାଶରେ ଭାରତର ଜ୍ୟୋତ୍ସ୍ନା ଚିନାପ୍ପା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଜ୍ୟୋତ୍ସ୍ନା ୧୨-୧୦, ୧୧-୩, ୧୧-୯ରେ ଇଂଲଣ୍ଡର ମିଲିଏ…
ଆଇଡବ୍ଲ୍ୟୁଏଲ୍ ଟ୍ରଫି ଜିତିଲା ସେଥୁ ଏଫ୍ସି
ଲୁଧିଆନା, ୨୨।୫(ପି.ଟି.): ହିରୋ ଭାରତୀୟ ମହିଳା ଫୁଟ୍ବଲ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ସେଥୁ ଏଫ୍ସି ଚାମ୍ପିୟନ ହୋଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ସେଥୁ ଏଫ୍ସି ୩-୧ ଗୋଲରେ ମଣିପୁର ପୋଲିସକୁ ପରାସ୍ତ କରିଛି। ମଦୁରାଇ ବେସଡ୍…
ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା
ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ମୁହଁ।ମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା…
ଚୋରା କୋଇଲା ବୋଝେଇ ଟ୍ରକ ଜବତ
ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଅଞ୍ଚଳରେ ଥିବା ଏକ ଚୋରା କୋଇଲା ଖଣିରେ ମଙ୍ଗଳବାର ଛେଣ୍ଡିପଦା ପୋଲିସ ଚଢାଉ କରି ଏକ ଚୋରା କୋଇଲା ବୋଝେଇ ଟ୍ରକ(ନଂ.ଓଆର୦୪ଏଚ୪୫୯୫)କୁ ଜବତ କରିଛି। ପୋଲିସ କହିଛି, ବିଳମ୍ବିତ ରାତିରେ ଉକ୍ତ ଚୋରା କୋଇଲା ଖଣିରୁ…
କେବୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ
ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ-ଛେଣ୍ଡିପଦା ୬୩ ନଂ. ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ରିସର୍ଚ ନର୍ସରୀ ପାଖରେ ଥିବା ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ (ନଂ.ଓଡି୧୯ଏଫ୨୭୪୭) ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାପରେ ଗାଡ଼ି ଚାଳକ ଅଳ୍ପକେ ବର୍ତି ଯାଇ ଫେରାର ହୋଇ ଯାଇଥିବା…
ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ସାକ୍ଷୀଗୋପାଳ, ୨୨।୫(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ବଡ଼ବିଲ ସାହିର କୁମୁଦୀନି ମଲ୍ଲିକ(୪୦)ଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ବାତ୍ୟାରେ ଭାଙ୍ଗି ଯାଇଥିବା ଘରେ ମଙ୍ଗଳବାର ସେ ବସି ଭାତ ଖାଉଥିବା ବେଳେ ଘର ଭିତରକୁ ଗୋଟିଏ…

