ଅନୁଗୋଳରେ ମୋବାଇଲ ଅବକାରୀ ବିଭାଗର ଚଢ଼ାଉ: ୯ଶହ ଲିଟର ଦେଶୀ ମହୁଲି ଜବତ, ୨ ଗିରଫ
ଅନୁଗୋଳ ଅଫିସ,୨୨।୫: ଅନୁଗୋଳ ମୋବାଇଲ ଅବକାରୀ ବିଭାଗ ବୁଧବାର ଚଢ଼ାଉ କରି ୯ଶହ ଲିଟର ଦେଶୀ ମହୁଲି ଜବତ କରିଛି। ଜରାସିଂହାରୁ ଚୋରାରେ ଏହି ଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜିଲା ମୋବାଇଲ ଅବକାରୀ…
ଏମିତି ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ରାବଣଙ୍କୁ କରାଯାଏ ପୂଜା
ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ହେଲେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ଲଙ୍କେଶ୍ୱର ରାବଣଙ୍କ ପୂଜା ହୋଇଥାଏ। ଏହା ପଛରେ ଏକ କାହାଣୀ ରହିଛି। ଉଦୟପୁରଠାରୁ ୮୦…
ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ
ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍ ଅବା କୌଣସି ଫାଷ୍ଟ ଫୁଡ୍, ବର୍ଗର ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥାଏ। ମାତ୍ର ପୁନେର ଜଣେ ବ୍ୟକ୍ତିଙ୍କ ପାଇଁ…
ଅଂଶୁଘାତରେ ବୃଦ୍ଧାଙ୍କ ଜୀବନଗଲା
ହାଟଡ଼ିହୀ, ୨୨।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଜମ୍ଭରା ଶାଳବଣୀ ସାହିର ଜଣେ ବୃଦ୍ଧାଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସେ ହେଲେ ହଳଧର ନାୟକଙ୍କ ସ୍ତ୍ରୀ ସୁକାନ୍ତି(୬୫)। ସୁକାନ୍ତି ନିଜ ବଗିଚାରେ କାମ କରୁଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ।…
ଏକସଙ୍ଗରେ ୬ଟି ସନ୍ତାନ ଜନ୍ମଦେଲେ ମହିଳା: ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା
ଓ୍ବାର୍ଶ, ୨୨।୫: ୟୁରୋପୀୟ ଦେଶ ପୋଲାଣ୍ଡରେ ଜଣେ ମହିଳା ପ୍ରଥମଥର ପାଇଁ ୬ଟି ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ପୋଲାଣ୍ଡରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ସେଠାକାର ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡା ଉକ୍ତ ମାତାପିତାଙ୍କୁ ଟୁଇଟରରେ…
ମାଟ୍ରିକ ପରୀକ୍ଷା ଫଳ: ସରକାରୀ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ର ଆଗରେ
ପାଟଣା,୨୨।୫(ସ୍ବ.ପ୍ର.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଖରାପ ରହିଥିବା ବେଳେ ବେସରକାରୀ ବିଦ୍ୟାଳୟର ଫଳ ଭଲ ହୋଇଛି। ପାଟଣାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଜୟନ୍ତ…
ଜମ୍ମୁ-କଶ୍ମୀରରେ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଶହୀଦ୍
ଶ୍ରୀନଗର,୨୨।୫: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣରେ ବୁଧବାର ଜଣେ ଜବାନ ଶହୀଦ୍ ହୋଇଛନ୍ତି। ସ୍ଥାନୀୟ ମେଣ୍ଢର ଅଞ୍ଚଳରେ ଏଭଳି ହୋଇଥିବା ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।
ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ
ଜଳନ୍ଧର, ୨୨।୫: ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ସିଦ୍ଧୁଙ୍କ ଅଡୁଆ ପୁଣି ବଢିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ…
କେନ୍ଦ୍ରରେ ଗଠନ ହେଉ ମୋଦି ସରକାର: ଏହା ଚାହେଁନା ପାକିସ୍ତାନ
ଲାହୋର,୨୨।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ପ୍ରତି ପାକିସ୍ତାନ ଉତ୍ସୁକତାର ସହିତ ଚାହିଁ ବସିଛି। ତେବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ଥରେ ଗଠନ ହେଉ ଏହା ପାକିସ୍ତାନ ଚାହେଁନା। ମୋଦି ସରକାରଙ୍କ ଶାସନ ସମୟରେ ଅନୁପ୍ରବେଶ…
ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍
ମୁମ୍ବାଇ: ବଲିଉଡ୍ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ ପ୍ରାଧାନ୍ୟ ଦେଇଥିଲେ ସେ। ଶାହିଦଙ୍କୁ ଭଲ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୈଫ୍ଙ୍କୁ ବିବାହ…
ରାଜୀବ କୁମାରଙ୍କ ବଢିଲା ଚିନ୍ତା: ଜାମିନ ପାଇଁ ଗଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୨।୫: ସାରଦା ଚିଟ୍ଫଣ୍ଡ୍ ମାମଲାରେ ସମ୍ପୃକ୍ତ ଥିବା କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ସ୍ବତନ୍ତ୍ର ଖଣ୍ଡପୀଠରେ ଏନେଇ ଶୁଣାଣି ଲାଗି ଅଦାଲତ ମନାକରିଦେବାରୁ ଆଗୁଆ ଜାମିନ…
୩୮ ବର୍ଷ ପୂର୍ବେ ଅମିତାଭ୍ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା
ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍’ ରିଲିଜ୍ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏହି ସିନେମାକୁ ଦର୍ଶକ ଉକ୍ତ ସମୟରେ ବହୁତ ପସନ୍ଦ କରିଥିଲେ।…

