Home Left

ରାତାରାତି ଷ୍ଟ୍ରାଟେଜି ବଦଳାଇଲା ପାକିସ୍ତାନ! ଆକାଶରେ ଦେଖାଗଲା…

ନୂଆଦିଲ୍ଲୀ,୯।୫: ଆଜି ମଧ୍ୟ ପାକିସ୍ତାନ ବେସାମରିକ ବିମାନର ଆବରଣ ତଳେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଆଟାକ୍‌ର ୩ୟ ରାତିରେ ବଡ଼ ଆଟାକ୍‌ କରିଛି ପାକସ୍ତାନ। କିନ୍ତୁ ଭାରତ ଏହାକୁ ବିଫଳ କରିଦେଇଛି। ତେବେ ଏହାରି ଭିତରେ…

ଟଙ୍କା ଫେରାଇଲେ କାବ୍ୟା ମାରନ୍‌…IPL ୨୦୨୫ ସ୍ଥଗିତ ରହିବା ଉପରେ ନେଲେ ବଡ଼ ପଦକ୍ଷେପ 

ନୂଆଦିଲ୍ଲୀ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ୍‌ ୨୦୨୫କୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଛି। ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ମ୍ୟାଚ୍‌ ସ୍ଥଗିତ ରଖାଯାଇଛି। ବୋର୍ଡର ଏହି ନିଷ୍ପତ୍ତି ପରେ…

ରାତି ଅଧରେ ମୋଦି-ଡୋଭାଲ ବୈଠକ, ଆଜି ପାକିସ୍ତାନ ଉପରେ ହେବ ବଡ଼ ଆଟାକ୍‌!

ନୂଆଦିଲ୍ଲୀ,୯।୫: ପୁଣି ୩ୟ ରାତିରେ ଆଟାକ୍‌ କରିଛି ପାକିସ୍ତାନ। ସୀମାରେ ତୁହାକୁ ତୁହା ଡ୍ରୋନ ଓ ମିସାଇଲ ମାଡ କରିଛି ପାକ୍‌। ପାକ୍‌କୁ ମଧ୍ୟ ଜୋରଦାର ଜବାବ ଦେଉଛି ଭାରତୀୟ ବାୟୁସେନା। ତେବେ ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ…

ପାକିସ୍ତାନର ଅନେକ ଡ୍ରୋନ୍‌କୁ ଖସାଇଛନ୍ତି ଏହି ଯବାନ, ଫୁଟାଇଛନ୍ତି ୧୩୦ ଗୁଳି; କହିଲେ ସୌଭାଗ୍ୟ ଯେ…

ଶ୍ରୀନଗର,୯।୫: ଜମ୍ମୁ-କାଶ୍ମୀରର ପୁଞ୍ଚ ସୀମା ସମେତ ଅନେକ ସ୍ଥାନରୁ ପାକିସ୍ତାନ ପକ୍ଷରୁ ନିରନ୍ତର ଗୁଳିମାଡ଼ ହେଉଛି। ସେହିପରି ଗୁଳିବିନିମୟରେ ଶିବପୁରୀର କରୈରା ବିଧାନସଭା ନିର୍ବାଚନମଣ୍ଡଳୀର ଜାନୌରି ଗାଁରେ ରହୁଥିବା ଜଣେ ସୈନିକଙ୍କ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଆହତ…

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସୁଦର୍ଶନ ପରିବାର ସହ ଜଣେ ସମ୍ପର୍କୀୟଙ୍କ ଘରକୁ…

ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା: ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ

ପୁରୁଷୋତ୍ତମପୁର,୯ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରାର ଶୁକ୍ରବାର ତୃତୀୟ ଦିବସରେ ଘଟ ପରିକ୍ରମା ଆରମ୍ଭ ହୋଇଛି। ସନ୍ଧ୍ୟାରେ ମା’ ପଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କ ଘଟକୁ ପରମ୍ପରା ଅନୁସାରେ…

କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଅର୍ଥାତ…

କୋହଲିଙ୍କ ପୋଷ୍ଟର ସମ୍ମୁଖରେ ଛେଳି ବଳି ଦେଇ ବନ୍ଧା ହେଲେ ୩, ରାହୁଲ ବୈଦ୍ୟ…

ନୂଆଦିଲ୍ଲୀ,୯।୫: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍‌ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛି। ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଆରସିବିର ଏହି ମହାନ ପ୍ରଦର୍ଶନରେ ଖୁସି ହୋଇ ଏହାର ପ୍ରଶଂସକମାନେ କର୍ନାଟକରେ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପୋଷ୍ଟର ସାମ୍ନାରେ…

ଓଡ଼ାସିଙ୍ଗି ଠାକୁରାଣୀ ଯାତ୍ରା: ନାଟକ ଉଦ୍‌ଘାଟନ କଲେ ତହସିଲଦାର

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଓଡ଼ାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ୬ଷ୍ଠ ଦିନରେ ପହଞ୍ଚିଛି। ଗୁରୁବାର ସନ୍ଧ୍ୟାରେ କୁକୁଡାଖଣ୍ଡି ଓ ଲେଙ୍କାଖାଳି ଗ୍ରାମର ପୌରାଣିକ ରାମାୟଣ ନାଟକ ପରିବେଷଣ ହୋଇଥିଲା। ଦିଗପହଣ୍ଡି…

ମୋଦି ଦେଲେ ନିର୍ଦ୍ଦେଶ, ବର୍ଡରକୁ ଓହ୍ଲାଇବେ ଧୋନି-ସଚିନ ପାଇଲଟ!

ନୂଆଦିଲ୍ଲୀ,୯।୫: ପାକିସ୍ତାନ ମଧ୍ୟରେ ଜାରି ଯୁଦ୍ଧସ୍ଥିତି ମଧ୍ୟରେ ଭାରତ ସରକାର ଟେରିଟୋରିଆଲ ଆର୍ମିଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଅଧିସୂଚନା ଜାରି କରି ସରକାର ନିର୍ଦ୍ଦେଶ ଦେଇଛନ୍ତିି, ଭାରତୀୟ ସ୍ଥଳସେନା ପ୍ରମୁଖ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଟେରିଟୋରିଆଲ ଆର୍ମି ନିୟମ ଅନୁଯାୟୀ…

ପାକିସ୍ତାନର ଟାର୍ଗେଟରେ ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୯।୫: ସୀମାରେ ଭାରତ-ପାକ ଉତ୍ତେଜନା ମଧ୍ୟରେ, ସେନା ଏବଂ ବୈଦେଶିକ ମନ୍ତ୍ରଣାଳୟ ଆଜି ଏକ ଖବରଦାତା ସମ୍ମିଳନୀ କରି ପାକିସ୍ତାନର ଦୁଃସାହସ ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେନା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରି…

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ

ନୂଆଦିଲ୍ଲୀ,୯।୫: ସାମ୍ପ୍ରତିକ ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍‌ ଜାରି ହୋଇଛି। ମେଡିକାଲ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଛୁଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri