ଏହି ରୋଗୀଙ୍କ ପାଇଁ କ୍ଷତିକାରକ ପଣସ
ଅଧିକାଂଶ ଲୋକଙ୍କୁ ପଣସ ଖାଇବାକୁ ଭଲ ଲାଗିଥାଏ। ତାହା ପାଚିଲା ହେଉ ଅବା କଞ୍ଚା। ପଣସ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ବହୁ ପ୍ରକାରର ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ହେଲେ ଅତ୍ୟଧିକ ପଣସ ଶରୀର ପାଇଁ କ୍ଷତିକାରକ। ଏମିତି…
ବୋହୂ ବାଡେଇଲେ ଶାଶୁଙ୍କୁ: ନାତୁଣୀ ଭିଡିଓ ରେକର୍ଡିଂ କରି କଲେ ଭାଇରାଲ
ହରିୟାଣା,୮।୬: ମହେନ୍ଦ୍ରଗଡ଼ର ନିଓ୍ବାଜ ନଗର ଗାଁରେ ଜଣେ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ଅତି ନିର୍ମମ ଭାବେ ବାଡେଇବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ବୋହୂ ଶାଶୁଙ୍କୁ ବାଡେଇବା ସମୟରେ ନାତୁଣୀ ଏହାର ଭିଡିଓ ରେକର୍ଡିଂ କରିବା…
ଏମ୍ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର ସ୍ପୋଟର୍ସ ଇଣ୍ଡିଆ ପକ୍ଷରୁ କମେଣ୍ଟ୍ରି କରିବେ। ଏହି ମ୍ୟାଚ୍ ଲଂଣ୍ଡନର ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ…
୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ଭାଜପା: ରାମ ମାଧବ
ଅଗରତାଲା,୮।୬: ଦେଶରେ କଂଗ୍ରେସ ଦଳ ନାମରେ ଅଧିକ ସମୟ ଧରି କ୍ଷମତାରେ ରହିବାର ରେକର୍ଡ ଅଛି। ତେବେ ଏହି ରେକର୍ଡ ଭାଜପା ଭାଙ୍ଗିବା ସହିତ ୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ। ଏନେଇ ତ୍ରିପୁରାର ଅଗରତାଲାରେ ଆୟୋଜିତ ଏକ ସଭାରେ ରାମ ମାଧବ…
ଭାରତୀୟ ସେନାରେ ଯୋଗ ଦେଲେ ୩୮୨ ଅଧିକାରୀ
ଡେରାଡୁନ୍,୮।୬: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ(ଆଇଏମ୍ଏ)ରେ ଏକ ପାସିଂ ଆଉଟ୍ ପରେଡ୍ ପରେ ୩୮୨ ଜଣ ଅଧିକାରୀ ଭାରତୀୟ ସେନାରେ ଶନିବାର ଯୋଗ ଦେଇଥିବା ସୂଚନା ମିଳିଛି। ଲ୍ୟୁଟନାଣ୍ଟ ଜେନରାଲ ଚେରିଶ ମ୍ୟାଥସନ୍, ଜେନେରାର ଅଫିସର କମାଣ୍ଡିଙ୍ଗ-ଇନ୍-ଚିଫ୍, ସାଉଥ୍…
୧୬ ବର୍ଷ ବୟସରେ ବଲିଉଡ୍ରେ ଡେବ୍ୟୁ କରଥିଲେ ଡିମ୍ପଲ୍
ମୁମ୍ବାଇ,୮।୬: ବଲିଉଡ୍ ନାୟିକା ଡିମ୍ପଲ୍ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ…
ଅକ୍ଷୟ କୁମାରଙ୍କ ସହିତ ସମ୍ପର୍କ ନେଇ ଚର୍ଚ୍ଚାରେ ଥିଲେ ଶିଳ୍ପା
ମୁମ୍ବାଇ, ୮।୬: ବଲିଉଡ୍ର ଖିଲାଡି ଗର୍ଲ ଶିଳ୍ପା ଶେଟ୍ଟି ଶନିବାର ୪୪ ବର୍ଷର ପଦାର୍ପଣ କରିଛନ୍ତି। ସେ ୧୯୭୫ ଜୁନ୍ ୮ରେ ମାଙ୍ଗାଲୋର୍ଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ଶିଳ୍ପା…
ଶ୍ରୀଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ: ସାମିଲ ହେଲେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀ
ପୁରୁଣା ଭୁବନେଶ୍ୱର, ୮ା୬ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ସହ ମା’ ପାର୍ବତୀଙ୍କ ପାରମ୍ପରିକ ରୀତିରେ ବିବାହ କାର୍ଯ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ ଶ୍ରୀକେଦାରଗୌରୀ ମନ୍ଦିରରେ ପହଞ୍ଚତ୍ବା ପରେ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶ ବିଧି ମୁତାବକ…
‘ଭିକି ଡୋନର୍’ ମୋ ଜୀବନର ଟର୍ନିଂ ପଏଣ୍ଟ
୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍ର ବବ୍ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ କମର୍ସିଆଲ ସଫଳତା ପାଇବା ପରେ ୟାମି ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରରେ ନଜର…
‘ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ ଥିବା ଜାଣିପାରିଥିଲି’
ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ସେନେଇ ଗତ ୨୮ତାରିଖରେ ଚର୍ଚ୍ଚା ଲାଗି ରହିଥିଲା। ହେଲେ ରାତିରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା। ଘୋଷଣା ହୋଇଥିଲା ନୂଆ ମନ୍ତ୍ରୀମାନଙ୍କ ତାଲିକା, ଯେଉଁଥିରୁ ଅଭିଜ୍ଞ ଓ ବରିଷ୍ଠ ନେତାଙ୍କ ନାମ…
ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ
ପୁରୀ ଅଫିସ, ୮ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ ଆରମ୍ଭ ହୋଇଥିବା ରଥକାମ ଜୋରସୋରରେ ଚାଲିଛି। ମହାରଣା ମାନେ ରଥର ବିଭିନ୍ନ ଅଂଶ ନିର୍ମାଣରେ…
ପୁରୀରେ ପହଞ୍ଚିଲା ରଥ ଦଉଡ଼ି
ପୁରୀ ଅଫିସ, ୮ା୬: ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାବେଳେ ଦୁଇଟି ରଥଯାତ୍ରା ସମନ୍ବୟ କମିଟି ବୈଠକ ସରିଲାଣି। ଆସନ୍ତା ୧୩ ତାରିଖରେ ଆଇନ ମନ୍ତ୍ରୀଙ୍କ…

