Home Left

ଭାରତକୁ ବିଭାଜନ କରିବା ପାଇଁ ମୋଦି ଲୋକଙ୍କ ମଧ୍ୟରେ ବୁଣୁଛନ୍ତି ଘୃଣାର ବିଷ ମଞ୍ଜି: ରାହୁଲ

ଓ୍ବାୟନାଡ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବର ଘୃଣା ବିଷ ମଞ୍ଜି ବୁଣୁଛନ୍ତି। ସେ ଦେଶ ବିଭାଜନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଓ୍ବାୟନାଡ୍‌ ଗସ୍ତ ସମୟରେ କାଲାପେଟ୍ଟାଠାରେ…

ପାରିପାରିକ କଳହ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ,୮।୬: ଅନୁଗୋଳ ଜିଲା କଣିହାଁ ଥାନାରେ ପାରିବାରିକ କଳହର ସମାଧାନ ସମୟରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ବଡ଼ଗୁଣ୍ଡୁରି ଅଞ୍ଚଳର ଦୀପକ ବାରିକ(୨୫)। ସୂଚନାଯୋଗ୍ୟ ଯେ, ଶୁକ୍ରବାର…

ପିତାଙ୍କ ଆଶୀର୍ବାଦ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ ଜଗନ ମୋହନ

ଅମରାବତୀ,୮।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶନିବାର ସକାଳେ ଅମରାବତୀଠାରେ ଥିବା ସଚିବାୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ପ୍ରଥମେ ସେ ସଚିବାଳୟରେ ପହଞ୍ଚିବା ପରେ ସେଠାରେ ଥିବା ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ…

ଉତ୍ତରପ୍ରଦେଶ ରାଜନୀତିରେ ଝଡ଼: ଯୋଗୀଙ୍କ ପ୍ରେମିକା ବୋଲି ଦାବି କଲେ ମହିଳା

ଲକ୍ଷ୍ନୌ, ୮।୬: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଝଡ଼ ଉଠିଛି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରେମିକା ବୋଲି ଦାବି କରିଛନ୍ତି। ତାଙ୍କ ସହିତ ଯୋଗୀଙ୍କର ସମ୍ପର୍କ ଥିବା ସେ ଅଭିଯୋଗ କହିଛନ୍ତି। ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଥିବା…

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ, ୫ ଦିନରେ ଗଲାଣି ୩ ଜୀବନ

କେନ୍ଦୁଝର, ୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ଶନିବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣାପଡିନାହିଁ। ବାଇକ ନମ୍ବର (ଓଡି୦୯-ସି୦୧୨) ହୋଇଥିବା ବେଳେ ଗାଡ଼ି ମାଲିକଙ୍କ ନାମ ଆରଟିଓ ତଥ୍ୟ…

ଜମିବାଡ଼ିକୁ ନେଇ ଗଣ୍ଡଗୋଳ: ବଡ଼ଭାଇ ଆକ୍ରମଣରେ ସାନ ଭାଇ ମୃତ

କୋରାପୁଟ, ୮।୬(ସ୍ବ.ପ୍ର.): କୋରାପୁଟ ବ୍ଲକ ଦେଓଘାଟି ଗ୍ରାମରେ ଶୁକ୍ରବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ଓ ଧାନକୁ ନେଇ ୨ ଭାଇ ଲଳିତ ମୁଦୁଲି ଓ ସାନ ଭାଇ ଉଦ୍ଧବଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଳିତ ରାଗିଯାଇ ଏକ…

କେବଳ ମଣିଷ ନୁହେଁ ବନ୍ୟଜୀବଙ୍କ ଉପରେ ପଡୁଛି ଗ୍ରୀଷ୍ମର ପ୍ରଭାବ: ମଧ୍ୟ ପ୍ରଦେଶ ଜଙ୍ଗଲରେ ୧୫ ମାଙ୍କଡ ମୃତ

ଦଓ୍ବୋସ,୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମାସ୍ୟା ୧୮ ମାଙ୍କଡଙ୍କ ଜୀବନ ନେଇଛି। ମଧ୍ୟପ୍ରଦେଶ ଦଓ୍ବୋସର ବଗଲି ବନଖଣ୍ଡରେ ଥିବା ଯୋଶୀ ବାବା ଜଙ୍ଗଲରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ ସମସ୍ୟା ଦେଖାଯେଇଛି। ଫଳରେ ଗତ କିଛି ଦିନ…

ନ୍ୟାୟ ପାଇଁ ଗଛରେ ମୃତଦେହକୁ ବାନ୍ଧି ରଖିଛନ୍ତି ଗୁଜରାଟର ଆଦିବାସୀ

ହିମ୍ମତନଗର,୮।୬: ଗୁଜରାଟର ଆଦିବାସୀ ଅଞ୍ଚଳରେ ବହୁ ପୀଢ଼ି ଧରି ‘ଚଡୋତରୁ’ ପରମ୍ପରା ଚାଲିଆସିଛି। ଉକ୍ତ ଅଞ୍ଚଳରେ ଯଦି କୌଣସି ବ୍ୟକ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥାଏ। ତା’ହେଲେ ମୃତଙ୍କ ପରିବାର ଲୋକେ ନ୍ୟାୟ ଓ ସହୟତା ରାଶି ପାଇବା ପାଇଁ ମୃତଦେହକୁ ଏକ…

ଡ୍ରୋନ୍‌ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ

ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି। ତେହରି ହସ୍ପିଟାଲର ଡାକ୍ତର କହିଛନ୍ତି ସଫଳତାର ସହ ଏହି ସାମ୍ପଲ ପହଞ୍ଚିଯାଇଛି। ଉଭୟ ହସ୍ପିଟାଲର…

ଶପଥ ପାଠ ପରେ ପ୍ରଥମ ଥର ମହାପ୍ରଭୁଙ୍କୁ ଦର୍ଶନକଲେ ୨ କେନ୍ଦ୍ରମନ୍ତ୍ରୀ

ପୁରୀ ଅଫିସ, ୮।୬: ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ…

ବହୁ ରୋଗର ମହୌଷଧି ରାମବାଣ କିଓ୍ବି

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ ତାଓ କୁହାଯାଏ। ତେବେ ବିଭିନ୍ନ ଦେଶ…

ଗୁରୁଭାୟୁର ମନ୍ଦିରରେ ମୋଦିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା: ୧୧୨ କେଜି ପଦ୍ମ ଫୁଲରେ କରାଗଲା ଓଜନ

ଥିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ ମୋଦି ପହଞ୍ଚିଛନ୍ତି। ଏଠାରେ ‘ତୁଲା ଭରଣ’ର ପୂଜା ପରମ୍ପରା ରହିଛି। ଏଥିପାଇଁ ମୋଦିଙ୍କୁ ପଦ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?